ବାଲେଶ୍ୱର: ବସ ଦୁର୍ଘଟଣାରେ ୨୫ ଆହତ

ବାଲେଶ୍ୱର: ସୋର ଥାନା କୁଆଗଡ଼ିଆ ଛକ ନିକଟରେ ଗୁରୁବାର ବସ ଦୁର୍ଘଟଣା ହୋବାରୁ ୨୫ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କାରାଯାଇଛି। ବାସୁଦେବପୁର ଠାରୁ ଭଦ୍ରକ ଯାଉଥିବା ବସ ‘ସାହୁ ଏଣ୍ଡ ସାହୁ’ର ଚକା ଫାଟିବାରୁ ଓଲଟି ପଡ଼ିଥିଲା। ମିଳିଥିବା ସୂଚନା ଅନୁସାରେ ବସରେ ପ୍ରାୟ ୩୦ ଜଣ ଯାତ୍ରୀ ଥିଲେ।

ସମ୍ବନ୍ଧିତ ଖବର