ଅନୁସନ୍ଧାନ କରୁଥିବା ବର୍ଗ

ଦେବଗଡ଼

ବେଆଇନ ବନ୍ଧୁକ ଜବତ, ଯୁବକ ଗିରଫ

ଦେବଗଡ଼: ବାରକୋଟ ଥାନା ଅନ୍ତର୍ଗତ ଅକ୍ଷରଶିଳା ଗ୍ରାମରୁ ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ଆଜି ଜଣେ ଯୁବକକୁ ବାରକୋଟ ଥାନା ପୁଲିସ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ ଅକ୍ଷରଶିଳାଗ୍ରାମର ପୁଲସ୍ତି ଧୀବର(୩୪) । ଅଭିଯୁକ୍ତଙ୍କ ନିକଟରୁ ୨ଟି ବନ୍ଧୁକ ଜବତ କରିଛି ପୁଲିସ । ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ଆତ୍ମରକ୍ଷା କରିବାକୁ ଜିଲ୍ଲା ପ୍ରଶାସନ ୩୦୦ ବାଳିକାଙ୍କ ପାଇଁ ଖୋଲିଲା ତାଲିମ ଶିବିର ‘ବୀରାଙ୍ଗନା’

ଦେବଗଡ: ସାଧାରଣତ ଝିଅମାନେ ବିଭିନ୍ନ ସମୟ ଓ ପରିସ୍ଥିତିରେ ହିଂସାର ଶିକାର ହୋଇଥାନ୍ତି । ଝିଅମାନଙ୍କ ପ୍ରତି କେତେବେଳେ ଅଶ୍ଳୀଳ କମେଣ୍ଟ ତ ପୁଣି କେତେବେଳେ ଯୌନଉତ୍ପୀଡନ ତ ପୁଣି କେତେବେଳେ ଏସିଡ ଆକ୍ରମଣର ଭୟ ଉଭୟ ଝିଅ ଓ ସେମାନଙ୍କ ଅଭିଭାବକଙ୍କୁ ବିବ୍ରତ କରେ । ୧୪ ରୁ ୧୯ ବର୍ଷର ଝିଅମାନଙ୍କ…
ଅଧିକ ଖବର ଦେଖନ୍ତୁ...

ସର୍ବଭାରତୀୟ ବହୁଭାଷୀ ନାଟକ ଓ ନୃତ୍ୟ ମହୋତ୍ସବ

ଦେବଗଡ଼: ଜାଗରଣ ଆର୍ଟ ଇଣ୍ଟରନ୍ୟାସନାଲ ପକ୍ଷରୁ ସ୍ଥାନୀୟ ଟାଉନ ହଲରେ ଚାଲିଥିବା ୧୮ତମ ସର୍ବଭାରତୀୟ ବହୁଭାଷୀ ନାଟକ ଓ ନୃତ୍ୟ ମହୋତ୍ସବର ସୋମବାର ଚତୁର୍ଥ ସନ୍ଧ୍ୟାରେ ସୋହେଲା ଡ୍ରାମା ଚେତନା ଅନୁଷ୍ଠାନର ସମ୍ବଲପୁରୀ ନାଟକ ‘ବହି’ ଓ ସୁବର୍ଣ୍ଣପୁର ଜିଲ୍ଲାର ବଡକର୍ଲେର ବୀଣାପାଣି ସାହିତ୍ୟ କଳା…
ଅଧିକ ଖବର ଦେଖନ୍ତୁ...

ସର୍ବଭାରତୀୟ ବହୁଭାଷୀ ନାଟକ ଓ ନୃତ୍ୟ ମହୋତ୍ସବ

ଦେବଗଡ଼: ସ୍ଥାନୀୟ ଟାଉନ ହଲ୍‌ଠାରେ ଜାଗରଣ ଆର୍ଟ ଇଣ୍ଟରନ୍ୟାସନାଲ ପକ୍ଷରୁ ଚାଲିଥିବା ୧୮ତମ ସର୍ବଭାରତୀୟ ବହୁଭାଷୀ ନାଟକ ଓ ନୃତ୍ୟ ମହୋତ୍ସବର ରବିବାର ତୃତୀୟ ସଂଧ୍ୟାରେ ଭୁବନେଶ୍ବରର ବିଦ୍ୟା କନକ ସୃଜନ ଅନୁଷ୍ଠାନର ନାଟକ ‘ଭିନ୍ନ ଦୃଷ୍ଟି’ ମଞ୍ଚସ୍ଥ ହୋଇଥିଲା। ଅନୁଷ୍ଠାନର ସଭାପତି ଅଶୋକ…
ଅଧିକ ଖବର ଦେଖନ୍ତୁ...

ଭିଣୋଇ ଓ ସମ୍ପର୍କୀୟ ମାମୁଁଙ୍କ ଆକ୍ରମଣରେ ଯୁବକ ମୃତ

ଦେବଗଡ଼: ଦେବଗଡ ଆଦର୍ଶ ଥାନା ଅନ୍ତର୍ଗତ ଉଟୁଣିଆମୁଣ୍ଡା ଗ୍ରାମରେ ଜଣେ ଯୁବକଙ୍କୁ ତାଙ୍କ ଭିଣୋଇ ଓ ସଂପର୍କୀୟ ମାମୁଁ  ମିଶି ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଯୁବକ ଜଣକ ହେଲେ ଉଟୁଣିଆମୁଣ୍ଡା ଗ୍ରାମର ରମେଶ ମୁଣ୍ଡା। ଉକ୍ତ ଘଟଣାରେ ଦେବଗଡ ଥାନା ପୁଲିସ ଭିଣୋଇ ସିଙ୍ଗରାଇ…
ଅଧିକ ଖବର ଦେଖନ୍ତୁ...

ମଦ ଜବତ, ଜଣେ ଗିରଫ  

ରିଆମାଳ: ରିଆମାଳ ଥାନା ବାବରାକୋଟ ଗ୍ରାମରୁ ପୁଲିସ୍ ବ୍ୟାପକ ମଦ ଜବତ କରିବା ସହ ଜଣକୁ ଗିରଫ କରିଛି। ସମ୍ବଲପୁର ଅବକାରୀ ଗୋଇନ୍ଦା ବିଭାଗର ବିପ୍ର ଚରଣ ମଣ୍ଡଳଙ୍କ ନେତୃତ୍ବରେ ବାବରାକୋଟ ଗାଁରେ ଚଢ଼ଉ ହୋଇଥିଲା। ସେଠାରେ ନକଲି ମଦ ତିଆରି କରି ବିକ୍ରି କରୁଥିବା ବିହାର ରାଜ୍ୟ ଔରଙ୍ଗାବାଦ…
ଅଧିକ ଖବର ଦେଖନ୍ତୁ...

ସର୍ବଭାରତୀୟ ବହୁଭାଷୀ ନାଟକ ଓ ନୃତ୍ୟ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟା 

ଦେବଗଡ଼: ଜାଗରଣ ଆର୍ଟ ଇଣ୍ଟରନ୍ୟାସନାଲ ପକ୍ଷରୁ ସ୍ଥାନୀୟ ଟାଉନ ହଲରେ ଚାଲିଥିବା ୧୮ତମ ସର୍ବଭାରତୀୟ ବହୁଭାଷୀ ନାଟକ ଓ ନୃତ୍ୟ ମହୋତ୍ସବର ଶନିବାର ଦ୍ବିତୀୟ ସନ୍ଧ୍ୟାରେ ବାଲେଶ୍ବରର ନାୟିକା ଅନୁଷ୍ଠାନ ପକ୍ଷରୁ ‘ତା’ରି ଲାଗି’ ନାଟକ ମଂଚସ୍ଥ ହୋଇଥିଲା। ଅନୁଷ୍ଠାନର ସଭାପତି ଅଶୋକ ନନ୍ଦଙ୍କ…
ଅଧିକ ଖବର ଦେଖନ୍ତୁ...

ବହୁଭାଷୀ ନାଟକ ଓ ନୃତ୍ୟ ମହୋତ୍ସବ ଆରମ୍ଭ 

ଦେବଗଡ଼: ଦେବଗଡ଼ର ଜାଗରଣ ଆର୍ଟ ଇଣ୍ଟରନ୍ୟାସନାଲ ପକ୍ଷରୁ ସ୍ଥାନୀୟ ଟାଉନ ହଲ୍‌ରେ ୧୮ତମ ସର୍ବଭାରତୀୟ ବହୁଭାଷୀ ନାଟକ ଓ ନୃତ୍ୟ ମହୋତ୍ସବ ଶୁକ୍ରବାର ଆରମ୍ଭ ହୋଇଛି। ସଭାପତି ଅଶୋକ ନନ୍ଦଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ପୌରାଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀ ସହ ବାପାଙ୍କ ପରକୀୟା ପ୍ରୀତି, ଯୁବକଙ୍କ ଆତ୍ମହତ୍ୟା

ଦେବଗଡ଼ : ସ୍ତ୍ରୀ ସହ ବାପାଙ୍କ ପରକୀୟା ପ୍ରୀତି ଯୋଗୁଁ ଆତ୍ମହତ୍ୟା କରିଛନ୍ତି ପୁଅ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ସଇଡା ଗ୍ରାମରେ। ସ୍ତ୍ରୀକୁ ନେଇ ବାପା ଚାଲିଗଲା ପରେ ସଞ୍ଜୟ ମୁଣ୍ଡା (୨୫) ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ସୂଚନା…
ଅଧିକ ଖବର ଦେଖନ୍ତୁ...

କେବିସି ଲଟେରି ନାଁରେ ଲୁଟିଲେ: ୭ ସାଇବର ଅପରାଧୀ ଗିରଫ

ଦେବଗଡ଼ : କେବିସି ଲଟେରିରେ ପୁରସ୍କାର ରାଶି ଜିତିଥିବା କହି ବିଭିନ୍ନ ପର୍ଯ୍ୟାୟରେ ୨ ଲକ୍ଷ ୪୩ ହଜାର ୨ ଶହ ଟଙ୍କା ଲୁଟି ‌ନେଇଥିଲେ ଏକ ସାଇବର ଠକ ଗ୍ୟାଙ୍ଗ୍‌। ଦେବଗଡ଼ ଆଦର୍ଶ ଥାନା ପୁଲିସ ଏହି ଗ୍ୟାଙ୍ଗ୍‌ର ୭ଜଣଙ୍କୁ ଗିରଫ କରିଛି। ଅଭିଯୋଗ ଅନୁସ‌ାରେ, ଏହି ଗ୍ୟାଙ୍ଗ୍‌ ଦେବଗଡ଼ ଆଦର୍ଶ…
ଅଧିକ ଖବର ଦେଖନ୍ତୁ...