ଅନୁସନ୍ଧାନ କରୁଥିବା ବର୍ଗ

ଖୋର୍ଦ୍ଧା

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୱାର୍ଡ ପାଇଁ ଆବଶ୍ୟକ ୧୪ ଡାକ୍ତର ଓ ନର୍ସ, ଅଛନ୍ତି ମାତ୍ର ୬

ଖୋର୍ଦ୍ଧା: ୨୦୨୧ରେ ଖୋର୍ଦ୍ଧା ଜିଲ୍ଲା ଚିକିତ୍ସାଳୟରେ ଏକ ଆଇସିୟୁ ୱାର୍ଡ ଖୋଲିବା ପାଇଁ ସ୍ବାସ୍ଥ୍ୟ ସମିତି ବୈଠକରେ ନିଷ୍ପତ୍ତି ହୋଇଥିଲା। ଏଥିପାଇଁ ଆବଶ୍ୟକ ଅର୍ଥ ବିଧାୟକଙ୍କ ହାତପାଣ୍ଠୀରୁ ଦେବେ ବୋଲି ସ୍ଥାନୀୟ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ। ଏହାର ପ୍ରାୟ ୨ ବର୍ଷ ପରେ ଆଜି…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୬ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ୧୧ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ସକ୍ରିୟ ଥିବା ଗତକାଲିର ସଦୃଶ ଲଘୁଚାପ କ୍ଷେତ୍ର ଦୁର୍ବଳ ହୋଇ ଆଜି ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ଏବେ ଦକ୍ଷିଣ-ପଶ୍ଚିମ ଝାଡ଼ଖଣ୍ଡ ଓ ଏହାର ସଂଲଗ୍ନ ଉତ୍ତର ଛତିଶଗଡ଼ ଉପରେ ରହିଛି। ତେବେ, ଏହାର ପ୍ରଭାବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାରେ ସକ୍ରିୟ ରହିଛି।…
ଅଧିକ ଖବର ଦେଖନ୍ତୁ...

ସରକାରଙ୍କ ଭତ୍ତା ଦୟାରେ ଜିଲ୍ଲାର ୮୯ ପ୍ରତିଶତ ବରିଷ୍ଠ ନାଗରିକ

ଖୋର୍ଦ୍ଧା: ପରିପକ୍ବ ନାଗରିକ ସମାଜର ମାର୍ଗ ଦର୍ଶକ ଅଟନ୍ତି। ସେମାନଙ୍କ ଆର୍ଥିକ ଓ ସାମାଜିକ ସୁରକ୍ଷାର ସ୍ଥିତିରୁ ସମାଜର ନୈତିକ ମୂଲ୍ୟବୋଧ କଳନା କରାଯାଇପାରିବ। ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧାରେ ମୋଟ ବରିଷ୍ଠ ନାଗରିକଙ୍କ ମଧ୍ୟରୁ ଆଶ୍ଚର୍ଯ୍ୟଜନକ ଭାବେ ୮୯ ପ୍ରତିଶତ ସରକାରଙ୍କ…
ଅଧିକ ଖବର ଦେଖନ୍ତୁ...

କାର୍ଯ୍ୟକାରୀ ହେଉନି ଉଚ୍ଚତମ ନ୍ୟାୟାଳୟଙ୍କ ରାୟ: ପଦୋନ୍ନତିରେ ଭିନ୍ନକ୍ଷମଙ୍କ ପାଇଁ ୩ ପ୍ରତିଶତ ସଂରକ୍ଷଣ…

ଖୋର୍ଦ୍ଧା: ଉଚ୍ଚତମ ନ୍ୟାୟାଳୟଙ୍କ ରାୟ, ଭିନ୍ନକ୍ଷମ ଆୟୋଗଙ୍କ ନିର୍ଦ୍ଦେଶ ଏପରିକି ଖୋଦ୍ ରାଜ୍ୟ ସରକାରଙ୍କ ନିଜର ବିଜ୍ଞପ୍ତି କାର୍ଯ୍ୟକାରୀ ହେଉନାହିଁ। ଚାକିରି କ୍ଷେତ୍ରରେ ବିଭାଗୀୟ ପଦୋନ୍ନତିରେ ଭିନ୍ନକ୍ଷମଙ୍କୁ ୩ ପ୍ରତିଶତ ସଂରକ୍ଷଣ ପାଇଁ ୨୦୧୩ରେ ନିଜେ ମୁଖ୍ୟମନ୍ତ୍ରୀ ନବୀନ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ୧୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଗତକାଲି (ଶନିବାର) ସୃଷ୍ଟି ହୋଇଥିବା ସଦୃଶ୍ୟ ଲଘୁଚାପ ଏବେ ଗାଙ୍ଗେୟ ଉପତ୍ୟକା, ପଶ୍ଚିମବଙ୍ଗର ପଶ୍ଚିମ ଭାଗ ଏବଂ ସଂଲଗ୍ନ ଝାଡ଼ଖଣ୍ଡର ପଶ୍ଚିମ ଭାଗରେ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଧୀରେ ଧୀରେ ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର…
ଅଧିକ ଖବର ଦେଖନ୍ତୁ...

ଖରିଫ ଧାନ ପାଇଁ ଚାଷୀ ପଞ୍ଜୀକରଣ: ୫୧ ହଜାର ୧୩୦ ଚାଷୀ କରିଛନ୍ତି ଆବେଦନ

ଖୋର୍ଦ୍ଧା: ସରକାରୀ ସୂଚନାନୁସାରେ ଜିଲ୍ଲା​ରେ ଯେତିକି ଚାଷୀ ଅଛନ୍ତି, ଧାନ ବିକ୍ରି କରିବାକୁ ସେଥିରୁ କେବଳ ୨୩ ପ୍ରତିଶତ ଚାଷୀ ପଞ୍ଜୀକରଣ ପାଇଁ ଆବେଦନ କରିଛନ୍ତି। କେବଳ ଏହାନୁହେଁ ଚଳିତ ଖରିଫ ଋତୁରେ ଯେତିକି ଚାଷୀ ଧାନ ବୁଣିବା ପାଇଁ ପୋର୍ଟାଲ୍‌ରେ ବିହନ ପାଇଁ ପଞ୍ଜୀକରଣ କରିଥିଲେ…
ଅଧିକ ଖବର ଦେଖନ୍ତୁ...

ମହିଳା ଅଭିଯୁକ୍ତଙ୍କୁ ବେଆଇନ ଅଟକ ରଖିବା ମାମଲା: ପୀଡ଼ିତାଙ୍କୁ ୧ଲକ୍ଷ କ୍ଷତିପୂରଣ ଦେବାକୁ ‌ହାଇକୋର୍ଟଙ୍କ ନିର୍ଦ୍ଦେଶ

ଖୋର୍ଦ୍ଧା: ଖୋର୍ଦ୍ଧା ଗୋପୀନାଥ ସାହିର ଜଣେ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିବାର ୨୪ ଘଣ୍ଟା ମଧ୍ୟରେ କୋର୍ଟ ଚାଲାଣ ନକରି ବେଆଇନ ଭାବେ ୨୦ ଦିନ ଅଟକ ରଖିଥିଲେ। ଏନେଇ ଦାଖଲ ଏକ ରିଟ୍‌ ଆବେଦନର ବିଚାର କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କୁ ନେଇ ଖଣ୍ଡପୀଠ ପୁରୀ ବାସେଳି ସାହି…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲାସ୍ତରୀୟ ପୋଷଣ ମାସ ଅନୁଷ୍ଠିତ

ଖୋର୍ଦ୍ଧା: ଗର୍ଭବତୀ ଓ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା, ଏହାର ସୃଷ୍ଟି ଆଦି ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ଶୁକ୍ରବାର ଜିଲ୍ଲାସ୍ତରୀୟ ପୋଷଣ ମାସ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ସମାଜ କଲ୍ୟାଣ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ ଓ ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିର: ୨୯ ୟୁନିଟ ରକ୍ତ ସଂଗ୍ରହ

ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ କାଇପଦର ଠାରେ ଥିବା ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ଓ ସମ୍ବାଦ -ଆମ ଓଡ଼ିଶା ଆନୁକୂଲ‌୍ୟରେ ଆଜି ମହାବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୨୯ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗ ସ୍ବତନ୍ତ୍ର ସଚିବ ଓ ନିର୍ଦ୍ଦେଶକଙ୍କ ଖୋର୍ଦ୍ଧା ଗଡ଼ ପରିଦର୍ଶନ

ଖୋର୍ଦ୍ଧା: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ବତନ୍ତ୍ର ସଚିବ  ଓ ନିର୍ଦ୍ଦେଶକଙ୍କୁ ନେଇ ଏକ ଟିମ୍‌ ଗୁରୁବାର ଦିନ ଖୋର୍ଦ୍ଧାଗଡ଼ ଓ ପ୍ରସ୍ତାବିତ ପାଇକ ସ୍ମାରକୀ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଗୁରୁବାର (୨୮ ତାରିଖ) ସକାଳ ପ୍ରାୟ ସାଢ଼େ ୧୦ଟାରେ ବିଭାଗର ସ୍ବତନ୍ତ୍ର ସଚିବ…
ଅଧିକ ଖବର ଦେଖନ୍ତୁ...