ଅନୁସନ୍ଧାନ କରୁଥିବା ବର୍ଗ

ଖୋର୍ଦ୍ଧା

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୮ ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା: ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଅପସାରଣ ପ୍ରକ୍ରିୟା ଦେଶରୁ ୮ ଦିନ ବିଳମ୍ବରେ ଆରମ୍ଭ ହୋଇଛି। ସ୍ୱାଭାବିକ ତାରିଖ ୧୭ ସେପ୍ଟେମ୍ବର ବଦଳରେ ଗତକାଲି (ସୋମବାର) ଠାରୁ ଦକ୍ଷିଣ ରାଜସ୍ଥାନରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କାରଣରୁ ଓଡ଼ିଶାରୁ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟବ୍ୟାପୀ ଶ୍ରମଦାନ, ସଫେଇ ଓ ଜନସଚେତନତା କାର୍ଯ୍ୟକ୍ରମରେ ସାମିଲ ହେଲେ ଲକ୍ଷାଧିକ ଲୋକ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ଆରମ୍ଭ ହୋଇଥିବା ସ୍ୱଚ୍ଛ ଭାରତ ଅଭିଯାନକୁ ୯ ବର୍ଷ ପୂରଣ ହେବାକୁ ଯାଉଛି। ଏହି କ୍ରମରେ ଗତ ସେପ୍ଟେମ୍ବର ୧୫ ତାରିଖ ଠାରୁ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ ଅଧୀନ ପାନୀୟ ଜଳ ଓ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ଉପକାରାଗାର କର୍ମଚାରୀଙ୍କ ଧାରଣା

ଖୋର୍ଦ୍ଧା: ୫ ଦଫା ଦାବିରେ ଆଜି ଠାରେ ଖୋର୍ଦ୍ଧା ଉପକାରାଗାରର କର୍ମଚାରୀଙ୍କ ଧାରଣା ଆରମ୍ଭ ହୋଇଛି। ଆଜି ସକାଳେ କର୍ମଚାରୀମାନେ ନିଜର ବୃତ୍ତି-ପୋଷାକ ପିନ୍ଧି କାରାଗାର ସମ୍ମୁଖ ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ। ଧାରଣାରେ ବସିଥିବା କର୍ମଚାରୀ ସଂଘର ସଭାପତି ପ୍ରମୋଦ କୁମାର…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୫ ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା: ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସଂପ୍ରତି ରାଜ୍ୟ ଉପରେ କୌଣସି ପ୍ରକାର ଘୂର୍ଣ୍ଣିବଳୟର ପ୍ରଭାବ ନଥିବା ବେଳେ ମୌସୁମୀ ଦୁର୍ବଳ ଅବସ୍ଥାରେ ରହିଛି। ଏପରିସ୍ଥିତିରେ ରାଜ୍ୟରେ ବଡ଼ ବର୍ଷାର ସମ୍ଭାବନା ନଥିବା ବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୨୫ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ବର୍ଷା ସହ…
ଅଧିକ ଖବର ଦେଖନ୍ତୁ...

ସେନାରେ କାର୍ଯ୍ୟରତ ଯବାନଙ୍କୁ ଲୁଟ, ଦୁଇ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ ବରୁଣେଇ ଛକ ଠାରେ ଶନିବାର ରାତିରେ ସେନାରେ କାର୍ଯ୍ୟରତ ଜଣେ ଯବାନଙ୍କୁ ଲୁଟ ଘଟଣାରେ ପୁଲିସ ତ୍ବରିତ ପଦକ୍ଷେପ ଗ୍ରହଣ କରି ଦୁଇଜଣ ଯୁବକଙ୍‌କୁ ଗିରଫ କରିଛି। ଗତକାଲି ରାତିରେ ପୁରୀ ଯିବା ପାଇଁ ବ୍ରହ୍ମପୁରରୁ ବସ୍‌ ଯୋଗେ ପବିତ୍ର ପ୍ରଧାନ (୨୫) ଜଟଣୀ ରେଳ…
ଅଧିକ ଖବର ଦେଖନ୍ତୁ...

ଗଣେଶ ପୂଜାରେ ଝଲସୁଛି ଜଟଣୀ ସହର: ମଣ୍ଡପରେ ଆଧ୍ୟାତ୍ମିକ ପରିବେଶ, ପଡ଼ିଆରେ ମନୋରଞ୍ଜନ

ଜଟଣୀ: ଚଳିତ ବର୍ଷ ଗଣେଶ ପୂଜା ଲାଗି ଜଟଣୀ ସହର ପୂର୍ବାପେକ୍ଷା ବେଶି ଚଳଚଞ୍ଚଳ ହୋଇଉଠିଛି। ପୂରା ସହରଟା ମେଳା ପଡ଼ିଆ ପାଲଟିଯାଇଛି। ନାଇଜର୍‌ ଛକରୁ କୁଦିଆରୀ, ‌ହାଟବଜାରରୁ ରେତଙ୍ଗ କଲୋନି, ବାଛେରାରୁ ବାଲିଛକସାହି ସବୁଆଡ଼େ ଉତ୍ସବର ମାହୋଲ୍‌। ପଞ୍ଚମ ଦିନରେ ପହଞ୍ଚିଥିବା ଏହି ମହୋତ୍ସବରେ…
ଅଧିକ ଖବର ଦେଖନ୍ତୁ...

ଚାରି ମୋଟରସାଇକଲ ଜବତ, ଜଣେ ଗିରଫ

ଖୋର୍ଦ୍ଧା: ଅନେକ ଦିନ ବ୍ୟବଧାନ ପରେ ଆଜି ଖୋର୍ଦ୍ଧା ଟାଉନ ଥାନା ପୁଲିସ ଜଣେ ବାଇକ ଚୋରକୁ ଧରିବା ସହ ତା’ ନିକଟରୁ ଚୋରି ଯାଇଥିବା ଚାରିଟି ମୋଟରସାଇକଲକୁ ଜବତ କରିଛି। ଖୋର୍ଦ୍ଧା ଟାଉନ ଥାନାର ଭାରପ୍ରାପ୍ତ ଅଧିକାରୀ ତାରିକ ଅହମ୍ମଦଙ୍କ ସୂଚନାନୁସାରେ, ଚଳିତ ବର୍ଷ ମାର୍ଚ୍ଚ ୩୧ ତାରିଖରେ…
ଅଧିକ ଖବର ଦେଖନ୍ତୁ...

ସମ୍ବାଦ ଉପରେ ଆକ୍ରୋଶମୂଳକ ପଦକ୍ଷେପ ବିରୋଧରେ ଖୋର୍ଦ୍ଧା ଛାତ୍ର ସଂଗଠନର ବିକ୍ଷୋଭ

ଖୋର୍ଦ୍ଧା: ଓଡ଼ିଶାର ଲୋକପ୍ରିୟ ଓ ସର୍ବାଧିକ ପ୍ରସାରିତ ଦୈନିକ ଖବରକାଗଜ ସମ୍ବାଦରେ ପ୍ରାକାଶିତ ହୋଇଥିବା ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମ୍ପାଦକୀୟକୁ ନେଇ ଶାସକ ବିଜେଡି ଦଳର ଆକ୍ରୋଶମୂଳକ ପଦକ୍ଷେପକୁ ବିରୋଧ କରି ଆଜି ଖୋର୍ଦ୍ଧା ଛାତ୍ର ସଂଗଠନ ପକ୍ଷରୁ ଏକ ବିକ୍ଷୋଭ…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ସମଗ୍ର ରାଜ୍ୟରେ ପ୍ରବଳ ବର୍ଷିବ; ୧୨ ଜିଲ୍ଲାକୁ ଅରେଞ୍ଜ; ୧୮ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର: ପଶ୍ଚିମବଙ୍ଗ-ଓଡ଼ିଶା ଉପକୂଳକୁ ଲାଗି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତକାଲି ଠାରୁ ଓଡ଼ିଶାରେ ପ୍ରବଳ ବର୍ଷା ଲାଗିରହିଛି। ଏବଂ ଆାସନ୍ତା ୨୪ ଘଣ୍ଟା ମଧ୍ୟରେ ସମଗ୍ର ରାଜ୍ୟର ୩୦ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏଥିମଧ୍ୟରୁ ୧୨ଟି…
ଅଧିକ ଖବର ଦେଖନ୍ତୁ...

ଧାରଣାସ୍ଥଳରେ ଶ୍ରୀଗଣେଶ ପୂଜନ କଲେ ନୂତନ ପେନ୍‌ସନଭୁକ୍ତ ପ୍ରାଥମିକଶିକ୍ଷକ

ଖୋର୍ଦ୍ଧା: ଗତକାଲି ରାଜ୍ୟ ମନ୍ତ୍ରୀସ୍ତରୀୟ କମିଟି ସହ ଆଲୋଚନା ପରେ ପ୍ରାଥମିକ ଶିକ୍ଷକଙ୍କ ଏକ ଗୋଷ୍ଠୀ ଆନ୍ଦୋଳନରୁ ଓହରି ଯାଇଛନ୍ତି। ତେବେ ନୂତନ ପେନ୍‌ସନଭୁକ୍ତ ପ୍ରାଥମିକ ଶିକ୍ଷକମାନେ ନିଜର ଆନ୍ଦୋଳନ ଜାରି ରଖିଛନ୍ତି। ଆଜି ମଙ୍ଗଳବାର ଖୋର୍ଦ୍ଧା ବ୍ଲକ ଶିକ୍ଷାଧିକାରୀଙ୍କ…
ଅଧିକ ଖବର ଦେଖନ୍ତୁ...