ଅନୁସନ୍ଧାନ କରୁଥିବା ବର୍ଗ

କେରଳ ବନ୍ୟା

କେରଳ ବନ୍ୟା: ଓଡ଼ିଶାକୁ କେରଳରୁ ଆସିବ ୨ଟି ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର: କେରଳରେ ଦେଖାଯାଇଥିବା ଶତାଦ୍ଦୀର ବଡ଼ ବନ୍ୟାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପକ୍ଷରୁ ଓଡ଼ିଶା ଦେଇ ୨ଟି ସ୍ୱତନ୍ତ୍ର ଟ୍ରେନ ଚାଲିବ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଭିଡ଼କୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। କେରଳର ଏର୍ଣ୍ଣାକୁଲମ ଠାରୁ…
ଅଧିକ ଖବର ଦେଖନ୍ତୁ...

କେରଳକୁ ପୁଣି ୫ କୋଟି ଦେଲେ ନବୀନ ପଟ୍ଟନାୟକ, ଆଗରୁ ଦେଇଥିଲେ ୫ କୋଟି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶତାଦ୍ଦୀର ବଡ଼ ବନ୍ୟା- କେରଳ ବନ୍ୟା ପ୍ରଭାବିତଙ୍କ ଉଦ୍ଦେଶ୍ୟରେ ରବିବାର ପୁଣି ୫ କୋଟି ଟଙ୍କା ଆର୍ଥିକ ସହାୟତା ଯୋଗାଇଛନ୍ତି। ପୂର୍ବରୁ ସେ ୫ କୋଟି ଟଙ୍କା ସହାୟତା ଦେଇଥିଲେ। 244 Fire Service Personnel trained in rescue ops with…
ଅଧିକ ଖବର ଦେଖନ୍ତୁ...

କେରଳ ବନ୍ୟା ବିତ୍ପାତ; ଆଜି ୩୩ ଜଣଙ୍କ ମୁତ୍ୟୁ ପରେ ମୁତ୍ୟୁ ସଂଖ୍ୟା ପହଞ୍ଚିଲା ୩୫୭ରେ, ଜଳପଥରେ ନୌସେନାର ପୋତରେ…

ଥିରୁବନନ୍ତପୁରମ୍‌/ ତ୍ରିଭେନ୍ଦମ୍‌: କେରଳରେ ସୃଷ୍ଟି ହୋଇଥିବା ବନ୍ୟା ବିତ୍ପାତ ଥମିବାର ନାଁ ନେଉନାହିଁ। କେବଳ ମାତ୍ର ରାଜଧାନୀ ତ୍ରଭେନ୍ଦମ୍‌କୁ ଛାଡ଼ିଦେଲେ ରାଜ୍ୟର ୧୪ଟି ଜିଲ୍ଲା ମଧ୍ୟରୁ ୧୩ଟି ଜିଲ୍ଲା ଚଳିତ ପ୍ରଳୟଙ୍କରୀ ବନ୍ୟାରେ ସଂପୂର୍ଣ୍ଣ ରୂପେ ଛାରଖାର ହୋଇଯାଇଛି। ସରକାରୀ ଭାବେ ଗତ…
ଅଧିକ ଖବର ଦେଖନ୍ତୁ...

ବନ୍ୟା ରିଲିଫ୍‌ ପାଣ୍ଠିକୁ ୧. ୫ ଲକ୍ଷ ଟଙ୍କା ଦେଲେ ମାଛ ବିକି ସୋସିଆଲ୍‌ ମିଡିଆରେ ସମାଲୋଚିତ କେରଳୀ କଲେଜ ଝିଅ

ତିରୁବନନ୍ତପୁରମ୍‌: ପଢ଼ା ଖର୍ଚ୍ଚ ଉଠାଇବା ପାଇଁ କଲେଜ ସମୟ ପରେ ମାଛ ବିକ୍ରୟ କରୁଥିବା ୨୧ ବର୍ଷୀୟ କଲେଜ ଝିଅ, ଯାହାକୁ ଲୋକେ ସାମାଜିକ ଗଣମାଧ୍ୟମରେ ବହୁତ ଛିଗୁଲାଇଥିଲେ, ମୁଖ୍ୟମନ୍ତ୍ରୀଙ୍କ ବିପର୍ଯ୍ୟୟ ରିଲିଫ୍‌ ପାଣ୍ଠିକୁ ଦେଢ଼ ଲକ୍ଷ ଟଙ୍କା ଦାନ କରିଛନ୍ତି। କୋଚିର କଲେଜ ଝିଅ ହାନନ୍‌…
ଅଧିକ ଖବର ଦେଖନ୍ତୁ...

କେରଳରେ ପ୍ରଳୟ : ବନ୍ୟାରେ ବୁଡ଼ିଛି ସାରା ରାଜ୍ୟ, ମୃତ୍ୟୁସଂଖ୍ୟା ୩୫୦ ଟପିଲା

ଥିରୁବନନ୍ତପୁରମ୍‌ : କେରଳରେ ଭୟଙ୍କର ମାନବିକ ସଙ୍କଟ। ଗତ ଶହେ ବର୍ଷରେ ଏଭଳି ହୃଦୟବିଦାରକ ବିପର୍ଯ୍ୟୟ ଦେଖିବାକୁ ମିଳିନଥିଲା। ପ୍ରଳୟଙ୍କାରୀ ବର୍ଷା ଓ ବନ୍ୟା କେରଳକୁ ଛାରଖାର କରିଦେଇଛି। ରାଜ୍ୟର ୧୪ଟି ଜିଲ୍ଲା ମଧ୍ୟରୁ ୧୩ଟି ଜିଲ୍ଲା ପାଣି ଘେରରେ। ୩୫୦ ଲୋକ ମଲେଣି। ଆହୁରି ଅନେକ ଲୋକ ମାଟି…
ଅଧିକ ଖବର ଦେଖନ୍ତୁ...

କେରଳରେ ଉଦ୍ଧାର କାର୍ଯ୍ୟରେ ସହାୟତା କରିବାକୁ ଓଡ଼ିଶା ପଠାଇଲା ଉଦ୍ଧାରକାରୀ ଦଳ

କଟକ : କେରଳରେ ଉଦ୍ଧାର କାର୍ଯ୍ୟରେ ସହାୟତା କରିବାକୁ ଆଜି ଓଡ଼ିଶା ଅଗ୍ନିଶମ ସେବାର ୨୪୪ ଜଣିଆ ଟିମ୍‌ କେରଳରେ ପହଞ୍ଚିଛି। ମୁଖ୍ୟ ଅଗ୍ନିଶମ ଅଧିକାରୀ ସୁକାନ୍ତ ସେଠୀଙ୍କ ନେତୃତ୍ୱରେ ଯାଇଥିବା ଏହି ଦଳରେ ୨୨୫ ଜଣ ବୈଷୟିକ ଅଧିକାରୀ, ଫାୟାରମ୍ୟାନ, ବୋଟ୍‌ ଅପରେଟର ପ୍ରମୁଖ ସାମିଲ ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

କେରଳରେ ପ୍ରଳୟ: ଥମୁନି ବିପର୍ଯ୍ୟୟ

ନୂଆଦିଲ୍ଲୀ: କେରଳରେ ଏବେ ବନ୍ୟା ବିପର୍ଯ୍ୟୟ ଯୋଗୁଁ ଅଣାୟତ୍ତ ସ୍ଥିତି ଉପୁଜିଛି। ବିଗତ ୧୦୦ ବର୍ଷରେ ସବୁଠାରୁ ବଡ଼ ବନ୍ୟାକୁ ଏବେ କେରଳ ସାମ୍ନା କରୁଛି। ଜୁନ୍‌ ୧ ତାରିଖରୁ ଅଗଷ୍ଟ ୧୮ ତାରିଖ ସୁଦ୍ଧା କେରଳରେ ୨୩୪୪.୮୪ ମିମି ବର୍ଷା ରେକର୍ଡ କରାଯାଇଛି। ଏହି ସମୟ ମଧ୍ୟରେ ସ୍ୱାଭାବିକ ଭାବେ…
ଅଧିକ ଖବର ଦେଖନ୍ତୁ...

ଟ୍ଵିଟ୍‌ କରି କେରଳବାସୀଙ୍କ ପାଇଁ ସାହାଯ୍ୟ ମାଗିଲେ ଅଭିନେତା ସିଦ୍ଧାର୍ଥ, ରଖିଲେ ଡୋନେସନ୍‌ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ : ଗତ ୧୦୦ବର୍ଷ ମଧ୍ୟରେ ହୋଇ ନ ଥିବା ପ୍ରଳୟଙ୍କରୀ ବନ୍ୟାର ସାମ୍ନା କରୁଛି କେରଳ । ଲଗାଣ ବର୍ଷା ଲାଗି ରହିବା ସହ ବନ୍ୟା ପରିସ୍ଥିତି ଲୋକମାନଙ୍କ ଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି । ଏ ପର୍ଯ୍ୟନ୍ତ ଏହି ପ୍ରାକୃତିକ ବିପର୍ଯ୍ୟୟରେ ୩୨୪ ଲୋକ ମୃତ୍ୟୁବରଣ କରି ସାରିଥିବା ବେଳେ ଏ ନେଇ…
ଅଧିକ ଖବର ଦେଖନ୍ତୁ...

କେରଳରେ ସ୍ଥିତି ସଂଗୀନ, ମୃତ୍ୟୁ ସଂଖ୍ୟା ୧୯୪ ଟପିଲା

କୋଚି: କେରଳରେ ବନ୍ୟାସ୍ଥିତି ଦିନକୁ ଦିନ ଗୁରୁତର ହେବାରେ ଲାଗିଛି । ପ୍ରବଳ ବର୍ଷା ଓ ବନ୍ୟାଫଳରେ ଗତ ଅଗଷ୍ଟ ୮ରୁ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୧୯୪ରେ ପହଞ୍ଚିଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକାଶମାର୍ଗରୁ ବନ୍ୟାସ୍ଥିତି ଆକଳନ…
ଅଧିକ ଖବର ଦେଖନ୍ତୁ...