ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ଆଗ୍ରହ ନୂଆ କାମ ଆଡ଼କୁ ହୋଇପାରେ। ମଙ୍ଗଳ, ବୁଧ ଓ ଗୁରୁବାର: ମିତ୍ରଙ୍କ ସହିତ ସମ୍ବନ୍ଧ ବଢ଼ିଆ ହେବ। ଶୁକ୍ର ଓ ଶନିବାର: ବଡ଼ କଂପାନିରେ ଚାକିରିର ଡାକରା ଆସିପାରେ।

ରବି ଓ ସୋମବାର: ବଢ଼ିଆ ଚାକିରି ମିଳିବାର ସମ୍ଭାବନା। ମଙ୍ଗଳ, ବୁଧ ଓ ଗୁରୁବାର: ଲକ୍ଷ୍ୟ ପୂରା କରିବାରେ କାହାରି ସାହାଯ୍ୟ ମିଳିବ। ଶୁକ୍ର ଓ ଶନିବାର: ଆପଣଙ୍କ ପ୍ରତିଷ୍ଠା ଲାଗି ଅବସର ମିଳିବ।


ରବି ଓ ସୋମବାର: କୌଣସି କାମରେ ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ମିଳିପାରେ। ମଙ୍ଗଳ, ବୁଧ ଓ ଗୁରୁବାର: ବଡ଼ ସଫଳତା ମିଳିବା ଯୋଗ ରହିଛି। ଶୁକ୍ର ଓ ଶନିବାରଷ ଯାତ୍ରା ଲାଭପ୍ରଦ ରହିବ।

ରବି ଓ ସୋମବାର: ମନସ୍କାମନା ପୂରଣ ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ବରିଷ୍ଠ ଅଧିକାରୀଙ୍କ ସହଯୋଗ ମିଳିପାରେ। ଶୁକ୍ର ଓ ଶନିବାର: ଯାହା ବି କାମ କରିବେ ନିଶ୍ଚିତ ସଫଳତା ପାଇବେ।

ରବି ଓ ସୋମବାର: ଜୀବନସାଥୀଙ୍କ ସହଯୋଗରେ ଜୀବନ ଆଗକୁ ବଢ଼ିବ। ମଙ୍ଗଳ, ବୁଧ ଓ ଗୁରୁବାର: କଂପାନି ତରଫରୁ ବିଦେଶ ଯାଇପାରନ୍ତି। ଶୁକ୍ର ଓ ଶନିବାର: ସ୍ୱାସ୍ଥ୍ୟ ପ୍ରତି ସଚେତନ ରହନ୍ତୁ।

ରବି ଓ ସୋମବାର: ନୂଆ କାମ କରିବା ଲାଗି ଉତ୍ସୁକ ରହିବେ। ମଙ୍ଗଳ, ବୁଧ ଗୁରୁବାର: କର୍ତ୍ତୃପକ୍ଷ ଆପଣଙ୍କ କାମର ପ୍ରଶଂସା କରିବେ। ଶୁକ୍ର ଓ ଶନିବାର: ଅଫିସ୍‌ରେ ସହକର୍ମୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ।

ରବି ଓ ସୋମବାର: ଚାକିରି କାମରେ ସଫଳତା ମିଳିବ। ମଙ୍ଗଳ, ବୁଧ ଓ ଗୁରୁବାର: ଆମଦାନୀରେ ଅଚାନକ ବୃଦ୍ଧି ହେବ। ଶୁକ୍ର ଓ ଶନିବାରଷ ସରକାରୀ କାମରେ ବଡ଼ ବ୍ୟକ୍ତିଙ୍କ ସାହାଯ୍ୟ ମିଳିପାରେ।

ରବି ଓ ସୋମବାର: ଛୋଟିଆ ନିଷ୍ପତ୍ତିରୁ ବଡ଼ ଫାଇଦା ହେବ। ମଙ୍ଗଳ, ବୁଧ ଓ ଗୁରୁବାର: କୌଣସି ନୂଆ କାମରେ ଯୋଜନା ପ୍ରସ୍ତୁତ କରିବେ। ଶୁକ୍ର ଓ ଶନିବାର: ପ୍ରିୟଜନଙ୍କ ସହିତ ମିଳନ ହେବ।

ରବି ଓ ସୋମବାର: ବଜାରରେ ବାକୀ ପଡ଼ିଥିବା ପଇସା ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: ବଡ଼ ସୁଯୋଗ ମିଳିବା ହେତୁ ଧନଲାଭ ହେବ। ଶୁକ୍ର ଓ ଶନିବାର: ଭାବିଥିବା କାମ ପୂରା ହେବ।

ରବି ଓ ସୋମବାର: କୌଣସି ଭଲ କାମ ମିଳିପାରେ। ମଙ୍ଗଳ, ବୁଧ ଓ ଗୁରୁବାର: ଘରକୁ କୌଣସି ସଂପର୍କୀୟ ଆସିବେ। ଶୁକ୍ର ଓ ଶନିବାର: ଜୀବିକା କାମରେ ଦୂର ସ୍ଥାନକୁ ଯାତ୍ରା କରିବେ।

ରବି ଓ ସୋମବାର: ବଜେଟ୍‌କୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ। ମଙ୍ଗଳ, ବୁଧ ଓ ଗୁରୁବାର: ନୂଆ ଲକ୍ଷ୍ୟ ହାସଲ କରିବେ। ଶୁକ୍ର ଓ ଶନିବାର: ଜୀବନସାଥୀଙ୍କ ସହିତ ଆପଣଙ୍କ ସମ୍ବନ୍ଧ ମଧୁର ହେବ। ଧନଲାଭ ହେବ।

ରବି ଓ ସୋମବାର: ଆୟର ନୂଆ ସାଧନ ମିଳିବ। ମଙ୍ଗଳ, ବୁଧ ଓ ଗୁରୁବାର: ଆପଣଙ୍କ ପ୍ରତିଭା ପାଇଁ ପୁରସ୍କାର ମିଳିପାରେ। ଶୁକ୍ର ଓ ଶନିବାର: ପ୍ରେମ ସଂପର୍କ ନିବିଡ଼ ହେବ।

ସମ୍ବନ୍ଧିତ ଖବର