ଅନୁସନ୍ଧାନ କରୁଥିବା ବର୍ଗ

ବିଶେଷ

୨୨୦୦କିମି ରାସ୍ତା ଅତିକ୍ରମ କରି ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ବାହାରିଛନ୍ତି ୬୮ବର୍ଷର ମହିଳା

ମୁମ୍ବାଇ: ମହାରାଷ୍ଟ୍ରର ବୁଲଢ଼ାଣା ଜିଲ୍ଲାର ୬୮ ବର୍ଷୀୟା ଜଣେ ମହିଳା ସାଇକେଲ ଧରି ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ଯାତ୍ରା ଆରମ୍ଭ କରିଛନ୍ତି। ସୋସିଆଲ ମିଡିଆରେ ଧଳା ଓ କମଳା ରଙ୍ଗର ଶାଢ଼ି ପିନ୍ଧିଥିବା ଏହି ମହିଳାଙ୍କ ଫଟୋ ଓ ଭିଡିଓ ସୋସିଆଲ ମଡିଆରେ ଭାଇରାଲ ହେବାରେ ଲାଗିଛି। …
ଅଧିକ ଖବର ଦେଖନ୍ତୁ...

୪ ବର୍ଷର ଦରମା ଖର୍ଚ୍ଚ କରି ଭଙ୍ଗା ସ୍କୁଲକୁ ଚମକାଇଦେଲେ ପ୍ରଧାନଶିକ୍ଷୟତ୍ରୀ

ନୂଆଦିଲ୍ଲୀ: ନିଜର ଦାବି ପୂରଣ ହେଉ କି ବିଭିନ୍ନ ବାହାନାରେ ସ୍କୁଲ ଯାଉନଥିବା କିଛି ଶିକ୍ଷକ-ଶିକ୍ଷୟତ୍ରୀଙ୍କ ବାବଦରେ ଅଭିଭାବକ ଅଭିଯୋଗ କରୁଥିବାର ଅନେକ ଖବର ଆପଣ ଦେଖିଥିବେ | କେବେ ପୁଣି ଭାଙ୍ଗିଯାଇଥିବା ସ୍କୁଲରେ ପିଲାମାନେ କିଭଳି ବିପଦସଂକୁଳ ଅବସ୍ଥାରେ ପାଠ ପଢୁଛନ୍ତି ତାହା ବି…
ଅଧିକ ଖବର ଦେଖନ୍ତୁ...

 ଅଜଗର ଓ ବିଲେଇ ମଧ୍ୟରେ ଚାଲିଥିବା ଲଢ଼େଇ ମଝିରେ ପଶିବା ମହିଳାଙ୍କୁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଜଣେ ମହିଳାଙ୍କୁ ଅଜଗର ଓ ବିଲେଇ ମଧ୍ୟରେ ଚାଲିଥିବା ଝଗଡ଼ା ମଝିରେ ପଶିବା ମହଙ୍ଗା ପଡ଼ିଛି।  ଅଜଗରଟି ହଠାତ ମହିଳାଙ୍କ ଗୋଡ଼ରେ ଗୁଡ଼ାଇ ହୋଇ ଯାଇଥିଲା। ଏହି ଘଟଣାର ଭିଡିଓ ଦେଖିଲେ ଲୋମମୂଳ ଟାଙ୍କୁରି ଉଠୁଛି। ସୋସିଆଲ ମିଡିଆରେ ମହିଳାଙ୍କ ଗୋଡ଼ରେ ଅଜଗର ଗୁଡ଼ାଇ…
ଅଧିକ ଖବର ଦେଖନ୍ତୁ...

କୋଭିଡ୍‌-୧୯ ଟିକା ନେଇ ବଡ଼ ଘୋଷଣା କଲେ ବିଲ୍‌ ଗେଟ୍‌ସ, ଭାରତକୁ ପ୍ରେରଣାଦାୟକ ରାଷ୍ଟ୍ର ବୋଲି କହି କଲେ ପ୍ରଶଂସା

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧୀ ଟିକା ବାହାର କରିବାକୁ ବିଶ୍ବର ଅନେକ ଗବେଷକ ଦୌଡ଼‌ରେ ଅଛନ୍ତି। ଏ ନେଇ ଏକ ଶୁଭଙ୍କର କଥା କହିଛନ୍ତି ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ବିଲ୍‌ ଗେଟ୍‌ସ। ସେ କହିଛନ୍ତି କି ୨୦୨୧ ଗ୍ରୀଷ୍ମ ସୁଦ୍ଧା କୋଭିଡ୍‌-୧୯ ଟିକା ଉପଲବ୍ଧ ହେବ। ସେ ଆହୁରି ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ବଡ଼ ଆଶ୍ଚର୍ଯ୍ୟ : ୯ମାସର ଅନ୍ତସତ୍ତ୍ବା ମହିଳା ୫ମିନିଟରେ ଦୌଡ଼ିଲେ ୧.୬କିମି

ନୂଆଦିଲ୍ଲୀ: ସାଧାରଣତଃ ମହିଳାମାନେ ୯ମାସର ଅନ୍ତସତ୍ତ୍ବା ଥିଲେ ସେମାନଙ୍କୁ ଚାଲିବା, ବୁଲିବା, ବସିବା, ଉଠିବାରେ ଅନେକ ଅସୁବିଧା ହୋଇଥାଏ। କିନ୍ତୁ ୟୁଟ୍ୟୁବରେ ନିକଟରେ ଏହାର ଏକ ଅଲଟା ଘଟଣା ଦେଖିବାକୁ ମିଳୁଛି। ମାଇକେଲ ମାଇଲର ନାମକ ଜଣେ ବ୍ୟକ୍ତି ନିଜ ୟୁ ଟ୍ୟୁବ ଚ୍ୟାନେଲରେ ଏକ ଭିଡିଓ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱ ପରିସଂଖ୍ୟାନ ଦିବସ ଆଜି

‘ଜାତି ସଂଘ’ର ପରିସଂଖ୍ୟାନ ଆୟୋଗ ଆନୁକୂଲ୍ୟରେ ୨୦ ଅକ୍‌ଟୋବର ୨୦୧୦ରେ ପ୍ରଥମ ଥର ପାଇଁ ‘ବିଶ୍ୱ ପରିସଂଖ୍ୟାନ ଦିବସ’ ପାଳନ କରାଯାଇଥିଲା। ତାହା ପରେ ପ୍ରତି ପାଞ୍ଚ ବର୍ଷରେ ଥରେ ଏହି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ତୃତୀୟ ‘ବିଶ୍ୱ ପରିସଂଖ୍ୟାନ ଦିବସ’ ପାଳିତ ହେବ। ୨୦୧୦ରେ ବିଶ୍ୱର…
ଅଧିକ ଖବର ଦେଖନ୍ତୁ...

ଜାପାନ୍‌ର ଡାଲା-ଢଙ୍କା ସନ୍ନ୍ୟାସୀ

ତ୍ରୟୋଦଶ ଶତାବ୍ଦୀରୁ ମେଜି ଶାସନ ପ୍ରାରମ୍ଭ ପର୍ଯ୍ୟନ୍ତ, ଜାପାନ୍‌ରେ ‘କୋମୁଜୋ’ ଜେନ୍‌ ବୌଦ୍ଧ ସ˚ପ୍ରଦାୟ ତିଷ୍ଠିରହିଥିଲା। ଏହି ସ˚ପ୍ରଦାୟର ଧାର୍ମିକମାନେ ଡାଲା-ଢଙ୍କା ସନ୍ନ୍ୟାସୀ ଭାବେ ପରିଚିତ ଥିଲେ। ସେମାନେ ଫୁକି ଜେନ୍‌ ବୌଦ୍ଧ ଚିନ୍ତକ ଥିଲେ। ଚାଇନାରୁ ଆରମ୍ଭ ହୋଇଥିବା ଏହି…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ସଂସ୍କୃତିରେ ଓଡ଼ିଶାର ସ୍ଥାନ ଅଦ୍ୱିତୀୟ: ସ୍କନ୍ଦ ପୁରାଣ

ଭୁବନେଶ୍ୱର, (ବ୍ୟୁରୋ): ଅଢେଇ ହଜାର ବର୍ଷ ପୁରୁଣା ଉତ୍କଳ ସଂସ୍କୃତି ଓ ପୁରୁଷୋତ୍ତମ ତଥା ଶ୍ରୀଜଗନ୍ନାଥ ମହିମାର ଗାଥାକୁ ବଣ୍ଣନା କରୁଛି ସ୍କନ୍ଦପୁରାଣ । ମହର୍ଷି ବ୍ୟାସଦେବଙ୍କ ରଚିତ ଏହି ମହାନ ଗ୍ରନ୍ଥ ଭାରତର ଅନ୍ୟ ଜୀବନ୍ତ ଐତିହ୍ୟ  ଗୁଡ଼ିକ ସହ ଓଡ଼ିଶାର ବିଭିନ୍ନ କ୍ଷେତ୍ରକୁ ମହିମା ମଣ୍ଡିତ…
ଅଧିକ ଖବର ଦେଖନ୍ତୁ...

ମହଙ୍ଗା ପଡ଼ିଲା କୁମ୍ଭୀର ସହିତ ଗାଧୋଇବା ନିଶା

ନୂଆଦିଲ୍ଲୀ: ଜଣେ ବ୍ୟକ୍ତିଙ୍କୁ କୁମ୍ଭୀର ସହିତ ଗାଧୋଇବା ନିଶା ମହଙ୍ଗା ପଡ଼ିଛି। କୁମ୍ଭୀର ସହିତ ଯୁବକ ଜଣକ ଗାଧୋଉଥିବା ସମୟରେ ହଠାତ ଆକ୍ରମଣ ଶିକାର ହୋଇଥିଲେ। ସୌଭାଗ୍ୟବଶତଃ ଯୁବକ ଜଣକଙ୍କ ଜୀବନ ରକ୍ଷା ପାଇ ଯାଇଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।…
ଅଧିକ ଖବର ଦେଖନ୍ତୁ...

କରୋନା ସମୟରେ ସଂକ୍ରମିତଙ୍କ ପ୍ରତି ଡାକ୍ତରଙ୍କ ନିଷ୍ଠାପର ସେବା ଦେଖି ପାଠପଢ଼ା ପ୍ରତି ଅନୁପ୍ରାଣିତ ହୋଇଥିଲେ ସୋଏବ…

ନୂଆଦିଲ୍ଲୀ: ଏନଟିଏ -ଏନଇଇଟି ( ନିଟ୍) ପରୀକ୍ଷାରେ ଓଡ଼ିଶାର ସୋଏବ ଆଫତାବ ଇତିହାସ ସୃଷ୍ଟି କରିଛନ୍ତି । ସେ ମୋଟ ୭୨୦ ନମ୍ବରରୁ ୭୨୦ ନମ୍ବର ରଖି ୧୦୦ ପ୍ରତିଶତ ସଫଳତା ପାଇଛନ୍ତି । ସେହିପରି ଓଡ଼ିଶାର ପ୍ରଥମ ଛାତ୍ର ଭାବେ ଏନଇଇଟିରେ ଟପ୍ପର ହୋଇଛନ୍ତି । କୋଭିଡ ମହାମାରୀକୁ ନେଇ ଭାରତୀୟ…
ଅଧିକ ଖବର ଦେଖନ୍ତୁ...