ଅନୁସନ୍ଧାନ କରୁଥିବା ବର୍ଗ

କଟକ

ସୁଶ୍ରୀ: ଆଭୂଷିତା ଦେବୀ

ତାରକସି କଟକର ସର୍ବପୁରାତନ ତଥା ପାରମ୍ପରିକ ପରିଚୟ। ଏହି ବିଶ୍ବପ୍ରସିଦ୍ଧ ରୁପା କମକୁଟକରା ସୂକ୍ଷ୍ମ କାରୁକାର୍ଯ୍ୟ ଦଶହରାରେ ଦେବୀଙ୍କ ମୁକୁଟ, ଆଭୂଷଣଠାରୁ ଆରମ୍ଭ କରି ତୋରଣ, ପାର୍ଶ୍ବ ଦେବଦେବୀଙ୍କ ଅଳଙ୍କାର ନିର୍ମାଣରେ ସ୍ବତନ୍ତ୍ରତା ରଖିଥାଏ। ଏଥିସହ ବିଭିନ୍ନ ଗହଣା ଓ ସୌଖୀନ ଘରସଜ୍ଜା…
ଅଧିକ ଖବର ଦେଖନ୍ତୁ...

ମା’ ଚର୍ଚ୍ଚିକାଙ୍କ ପୀଠରେ ମହାନବମୀ: ଶାନ୍ତିସ୍ବରୂପ ଗୌରୀ ବେଶରେ ଦର୍ଶନ ଦେଲେ ମା’

ବାଙ୍କୀ: ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ତଥା ପ୍ରସିଦ୍ଧ ଶକ୍ତିପୀଠ ମା’ ଚର୍ଚ୍ଚିକାଙ୍କ ଶାରଦୀୟ ଦୁର୍ଗାପୂଜାର ମହାନବମୀ ପର୍ବ ଆଜି ସନ୍ଧ୍ୟାରେ ମହାସମାରୋହରେ ପାଳନ କରାଯାଇଛି। ଗତକାଲି ପୀଠର ପ୍ରମୁଖ ମହାଷ୍ଟମୀ ପର୍ବର ନୀତିକାନ୍ତି ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ନୀତି…
ଅଧିକ ଖବର ଦେଖନ୍ତୁ...

ଅବସରପ୍ରାପ୍ତ ଯବାନଙ୍କ ଆକ୍ରମଣରେ ୨ ପୁଲିସ କର୍ମଚାରୀ ଗୁରୁତର

ବାଙ୍କୀ: ଅବସରପ୍ରାପ୍ତ ଯବାନଙ୍କ ଆକ୍ରମଣରେ ୨ ପୁଲିସ କର୍ମଚାରୀ ଗୁରୁତର ହୋଇଥିବା ଜଣାଯାଇଛି। ବାଙ୍କୀ ବଜାରରେ ଅବସରପ୍ରାପ୍ତ ଯବାନ ସରୋଜ ଦାସ ଆକ୍ରମଣ କରିଛନ୍ତି। ସେ ଏସଆଇ ସମ୍ବିତ ବିଶ୍ୱାଳ  ଏବଂ କନେଷ୍ଟବଳ ଉତ୍ତମ କୁମାର କରଙ୍କୁ ଆକ୍ରମଣ କରିଛନ୍ତି। ଉଭୟଙ୍କୁ ବାଙ୍କୀ ମେଡିକାଲରେ…
ଅଧିକ ଖବର ଦେଖନ୍ତୁ...

୬୪ତମ ରାଜ୍ୟସ୍ତରୀୟ ପୁଲିସ ସହିଦ ଦିବସ: ଚଳିତ ବର୍ଷ ୧୮୮ ଯବାନ ଦେଇଛନ୍ତି ପ୍ରାଣବଳି

କଟକ: ରାଜ୍ୟ ପୁଲିସ ମୁଖ୍ୟାଳୟରେ ୬୪ତମ ପୁଲିସ ସହିଦ ଦିବସ ପାଳିତ ହୋଇଛି। ଏହି ଅବସରରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ‌ଯୋଗଦେଇ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନିଲ କୁମାର ବଂଶଲ କର୍ମ‌କ୍ଷେତ୍ରରେ ସହିଦ ହୋଇଥିବା ଯବାନମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧ‌ାଞ୍ଜଳି…
ଅଧିକ ଖବର ଦେଖନ୍ତୁ...

ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି: ଓଡ଼ିଶାର ଦ୍ବିତୀୟ ପରାଜୟ

କଟକ: ମୁମ୍ବାଇରେ ଚାଲିଥିବା ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଶନିବାର ସର୍ଭିସେସ୍ ୩ ୱିକେଟ୍‌ରେ ଓଡ଼ିଶାକୁ ହରାଇଦେଇଛି। ସର୍ଭିସେସ୍ ଟସ୍ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିଥିଲା ବେଳେ ଓଡ଼ିଶା ୮ ୱିକେଟ୍‌ ବିନିମୟରେ ୧୪୨ ରନ୍ କରିଥିଲା। ଜବାବରେ ସର୍ଭିସେସ୍ ଗୋଟିଏ ବଲ୍‌ ବାକିଥାଇ ମ୍ୟାଚ୍‌…
ଅଧିକ ଖବର ଦେଖନ୍ତୁ...

କଟକ ଦଶହରାରେ ବିରଳ ଭାଇଚାରା ଓ ଏକତାର ନିଦର୍ଶନ: ୫୦ରୁ ଅଧିକ ମଣ୍ଡପ କମିଟିରେ ମୁସଲିମ୍ କର୍ମକର୍ତ୍ତା

ସୁଶାନ୍ତ କୁମାର ସ୍ବାଇଁ କଟକ: ବିଭିନ୍ନ ଦୃଷ୍ଟିରୁ କଟକର ଗଣପର୍ବ ଦଶହରାକୁ ବିଶ୍ବରେ ଅନନ୍ୟ ବୋଲି କୁହାଯାଏ। କଟକର ଭାଇଚାର ପରଂପରା ଓ ଏକତା ବି ସାରା ଦେଶରେ ଉଦାହରଣ ସୃଷ୍ଟି କରିଛି। କଟକର ଦଶହରା ଆୟୋଜନରେ ମୁସଲମାନ ସଂପ୍ରଦାୟ ବ୍ୟକ୍ତିବିଶେଷଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ସବୁ ବେଳେ…
ଅଧିକ ଖବର ଦେଖନ୍ତୁ...

ମା’ କଲେ ଧରାବତରଣ: ୧୦୦ କୋଟିର ସୁନା-ଚାନ୍ଦିରେ ଝଲସୁଛି କଟକ

କଟକ: ଆରମ୍ଭ ହୋଇଛି କଟକର ଗଣପର୍ବ ଦଶହରା। ଚଳିତ ବର୍ଷ କଟକ ମହାନଗର ଶାନ୍ତି କମିଟି ଅନ୍ତର୍ଭୁକ୍ତ ୧୭୦ ପୂଜା ମଣ୍ଡପକୁ ମିଶାଇ ୧୮୦ରୁ ଅଧିକ ମଣ୍ଡପରେ ଦଶହରା ପୂଜା ଆୟୋଜନ ହେଉଛି। ୩୨ଟି ମଣ୍ଡପରେ ସଂପୂର୍ଣ୍ଣ ଚାନ୍ଦି ମେଢ଼ ପ୍ରସ୍ତୁତ ହୋଇଥିବା ବେଳେ ୧୦ଟି ମେଢ଼ରେ ସୁନାର ସାଜସଜ୍ଜା ହୋଇଛି।…
ଅଧିକ ଖବର ଦେଖନ୍ତୁ...

ଟ୍ରାଇଜେମିନାଲ୍ ସ୍ନାୟୁଜନିତ ମସ୍ତିଷ୍କ ଯନ୍ତ୍ରଣାର ସଫଳ ଅସ୍ତ୍ରୋପଚାର: ୫ ବର୍ଷର ଯନ୍ତ୍ରଣାରୁ ମୁକ୍ତି ପାଇଲେ ମହିଳା

କଟକ: କଟକ ବଡ଼ଡାକ୍ତରଖାନା ସ୍ନାୟୁ ଶଲ୍ୟ ବିଭାଗରେ ଏକ ସଫଳ ଅସ୍ତ୍ରୋପଚାର କରାଯାଇଛି। ଫଳରେ ଦୀର୍ଘଦିନ ହେଲା ​ଭୋଗି ଆସୁଥିବା ଟ୍ରାଇଜେମିନାଲ୍ ସ୍ନାୟୁଜନିତ ମସ୍ତିଷ୍କ ଯନ୍ତ୍ରଣା (ନ୍ୟୁରାଲଜିଆପେନ୍‌)ରୁ ମହିଳାଙ୍କୁ ଉପଶମ ମିଳିଛି। ପ୍ରତି ହଜାରରେ ଜଣେ ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ…
ଅଧିକ ଖବର ଦେଖନ୍ତୁ...

ବିଶ୍ବରେ ଅନନ୍ୟ କଟକ ଦଶହରା: ୧୦୦ କୋଟିରୁ ଅଧିକ ଟଙ୍କାରେ ସୁନାଚାନ୍ଦିର ସାଜସଜ୍ଜା

କୃଷ୍ଣପ୍ରସାଦ ଦାସ କଟକ: ୩୨ଟି ସଂପୂର୍ଣ୍ଣ ଚାନ୍ଦି ମେଢ଼, ୧୦ଟି ମେଢ଼ରେ ସୁନାର ସାଜସଜ୍ଜା, ଗୋଟିଏ ସଂପୂର୍ଣ୍ଣ କାଚ ଓ ଗୋଟିଏ ସଂପୂର୍ଣ୍ଣ ପିତଳ ମେଢ଼। ନିଆରା ପରଂପରା ଓ ଆଉ ସ୍ବତନ୍ତ୍ର ସାଜସଜ୍ଜାକୁ ନେଇ ସାରା ବିଶ୍ବରେ ଅନନ୍ୟ କଟକର ଗଣପର୍ବ ଦଶହରା ଆଜିଠାରୁ ଆରମ୍ଭ ହୋଇଛି। ସାରା କଟକ…
ଅଧିକ ଖବର ଦେଖନ୍ତୁ...

ଭାଣିଜୀ ହତ୍ୟାକାରୀର ଆଜୀବନ କାରାଦଣ୍ଡାଦେଶ କାଏମ

କଟକ/ଭୁବନେଶ୍ବର: ଭାଣିଜୀକୁ ହତ୍ୟା କରିଥିବା ମାମୁକୁ ଆଜୀବନ କାରାଦଣ୍ଡ ପ୍ରଦାନ ସପକ୍ଷରେ ହାଇକୋର୍ଟ ରାୟ ଦେଇଛନ୍ତି। ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି ଯେ ପିଲାଦିନେ ମାମୁଘର ହେଉଛି ସବୁଠାରୁ ପ୍ରିୟ ସ୍ଥାନ। 'ଚନ୍ଦା ମାମା ସେ ପ୍ୟାରା ମେରା ମାମା... ମେରି ଆ ଖୋଁ କା ତାରା ମେରା…
ଅଧିକ ଖବର ଦେଖନ୍ତୁ...