ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

କଣାସ ତହସିଲଦାରଙ୍କୁ ଆକ୍ରମଣ

ପୁରୀ: ପୁରୀ ଜିଲ୍ଲା  କଣାସ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ଶନିବାର ତିନିଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, କଣାସ ତହସିଲଦାର ସଞ୍ଜୟ ପ୍ରତିହାରୀ ଅଫିସରେ ଥିବା ସମୟରେ ତିନିଜଣ ଯୁବକ ବାବୁଲି ପାତ୍ର ଓ ଅନ୍ୟ ଦୁଇଜଣ ଆସି ତାଙ୍କ ସହ ଯୁକ୍ତିତର୍କ କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ହୃଦ୍‌ଘାତରେ ଚାଷୀଙ୍କ ମୃତ୍ୟୁ

ପୁରୀ: ଗତ ମାସରେ ଲଘୁଚାପ ବର୍ଷାରେ ଧାନ ଚାଷ ଗୁରୁତର ବାଧାପ୍ରାପ୍ତ ହୋଇଥିଲା। ଲଘୁଚାପ ଯୋଗୁଁ ଆଜିଠାରୁ ବର୍ଷା ଆରମ୍ଭ ହୋଇଥିବାବେଳେ ନିଜ କ୍ଷେତରୁ ଧାନ କିଭଳି ଅମଳ ହେବ ସେହି ଚିନ୍ତାରେ ଜଣେ ଚାଷୀ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ସଦର ବ୍ଲକ୍‌ ସମଙ୍ଗରା ଗ୍ରାମର…
ଅଧିକ ଖବର ଦେଖନ୍ତୁ...

୫ ଦିନ ହେଲା ପୁରୀ ବେଳାଭୂମିରେ ସଢ଼ୁଛିି ଶବ

ପୁରୀ : ପୁରୀ ବେଳାଭୂମିରେ ଜଣେ ବ୍ୟକ୍ତିଙ୍କ ଉଲଗ୍ନ ଶବ ଗଡ଼ୁଛି। ଦିନେ, ଅଧେ ନୁହେଁ; ଗଲା ୫ ଦିନ ଧରି ପଡ଼ିପଡ଼ି ଶବଟି ପଚିସଢି ଗଲାଣି। ଦୁର୍ଗନ୍ଧରେ ପାଖ ମାଡ଼ି ହେଉନି। ଏ ସଂକ୍ରାନ୍ତରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଆଖପାଖର ଲୋକେ ସେଠାରେ ପହଂଚି ଶବଟି ସେମାନଙ୍କର କେହି ଚିହ୍ନାଜଣା…
ଅଧିକ ଖବର ଦେଖନ୍ତୁ...

ବଳଭଦ୍ରପୁର ବାଇପାସ୍‌ରେ ଇଣ୍ଡିଗୋ କାର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ପୁରୀ: ପୁରୀ ବଳଭଦ୍ରପୁର ବାଇପାସରେ  ଚନ୍ଦନପୁର ପୁଲିସ ଷ୍ଟେସନ୍‌ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ଆଜି ଚନ୍ଦନପୁର ପୁଲିସ ଷ୍ଟେସନ୍‌ ନିକଟ ଦେଇ ବାଇକ୍‌ରେ ଯାଉଥିବା ଜଣେ ଯୁବକଙ୍କୁ  ଅପର ଦିଗରୁ ଦ୍ରୁତଗତିରେ…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କୁ ହତ୍ୟା ସନ୍ଦେହ: ତଦନ୍ତ ଦାବିରେ ରାସ୍ତା ଅବରୋଧ

ଗୋପ : ସକାଳ ପ୍ରାୟ ୮ଟା ସମୟରେ ଗୋପ ବ୍ଲକ୍‌ ଅନ୍ତର୍ଗତ ବଣିଆସାହି ପଂଚାୟତ ଇଂଚଳ ଗ୍ରାମର କୃଷ୍ଣଚନ୍ଦ୍ର ମହାରଣା(୨୮)ଙ୍କ ଗଳିତ ଶବକୁ ନାଗପୁର ବଜାର ନିିକଟ ଏକ ପୋଖରୀରେ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ପାରିପାର୍ଶ୍ୱିକ ସ୍ଥିତିରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।…
ଅଧିକ ଖବର ଦେଖନ୍ତୁ...

ପୁରୀରେ ସ୍ୱେରେଜ୍‌ କେଳେଙ୍କାରୀ : ମାଟି ତଳେ ପାଇପ୍‌ ନାହିଁ

ପୁରୀ : ପୁରୀ ସହରରେ ନିର୍ମିିତ ସ୍ୱେରେଜ୍‌ ବ୍ୟବସ୍ଥାରେ ଆଉ ଏକ କେଳେଙ୍କାରୀ ଧରାପଡ଼ିଛି। ସବୁ ନିର୍ମାଣ କାମ ସରିବା ପରେ କମିସନିଂ ସରିଛି। ଘରକୁ ଘର ସଂଯୋଗ ମଧ୍ୟ ଦିଆ ଚାଲିଛି। ଏ ନେଇ ସରକାରଙ୍କୁ ମଧ୍ୟ ରିପୋର୍ଟ ଯାଇଛି। ହେଲେ ମାଟି ତଳେ ପାଇପ୍‌ ନାହିଁ। ଖାଲି ମ୍ୟାନ୍‌ହୋଲ୍‌ କରି ଛାଡ଼ି…
ଅଧିକ ଖବର ଦେଖନ୍ତୁ...

ପାଳି ଖଟିଲେନି ନିଲମ୍ବିତ ସିଂହାରୀ ସେବକ

ପୁରୀ :ବିବାହ ପରେ ବିବାଦକୁ ଆସିଥିବା ସିଂହାରୀ ସେବାୟତଙ୍କୁ ନିଯୋଗରୁ ନିଲମ୍ବିତ କରାଯିବା ପରେ ପରିସ୍ଥିତି ଭିନ୍ନ ମୋଡ଼ ନେଇଛି। ନିଲମ୍ବିତ ସେବକଙ୍କର ଆଜି ପାଳିଥିବାରୁ ସମସ୍ତ ସେବକ ଜଗି ବସିଥିବା ଦେଖାଯାଇଛି। ହେଲେ ସମ୍ପୃକ୍ତ ସେବକ ନ ଆସି ତାଙ୍କର ପରିବାରର ଅନ୍ୟ ସଦସ୍ୟ ଆସିଛନ୍ତି। ଏଣୁ…
ଅଧିକ ଖବର ଦେଖନ୍ତୁ...

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆହତ

ପୁରୀ : ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆଜି କୋଣାର୍କ ସ୍ୟାଣ୍ଡ ଆର୍ଟ ଫେଷ୍ଟିଭାଲରେ ପ୍ରବଳ ଜନଗହଳି ହେତୁ ପ୍ରଶଂସକମାନଙ୍କ ଠେଲାପେଲାର ଶିକାର ହୋଇ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କର ଡାହାଣ ହାତର ହାଡ ମୋଡିହୋଇ ଯାଇଥିବାରୁ ସେ ପ୍ରବଳ ଯନ୍ତ୍ରଣା…
ଅଧିକ ଖବର ଦେଖନ୍ତୁ...

କଣ୍ଟିରେ ଘନଘନ ବୋମାମାଡ଼: ୨ଗୁରୁତର

ପିପିଲି : ପିପିଲି ଥାନା ଅନ୍ତର୍ଗତ କଂଟି ଗାଁରେ ଆଜି ପୂର୍ବାହ୍ନରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘଟିତ ତୁହାକୁ ତୁହା ବୋମାମାଡ଼ ଘଟଣା ଅଂଚଳବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ପ୍ରାୟ ଏକ ଘଣ୍ଟା ଧରି ୨୦ରୁ ଅଧିକ ବୋମାମାଡ଼ରେ ସମଗ୍ର ଗାଁ ଥରି ଉଠିଛି । ଏଥିରେ ୨ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ…
ଅଧିକ ଖବର ଦେଖନ୍ତୁ...

ସେବାୟତଙ୍କୁ ଖୁବ୍‌ଶୀଘ୍ର ମିଳିବ ସ୍ୱତନ୍ତ୍ର ମୋବାଇଲ୍‌

ପୁରୀ : ଶ୍ରୀମନ୍ଦିର ବେଢାକୁ ସେବାୟତଙ୍କ ମୋବାଇଲ୍‌ ଫୋନ୍‌ ପ୍ରବେଶ ଉପରେ କଟକଣା ଜାରି ହୋଇଛି। ଏ ପରିପ୍ରେକ୍ଷୀରେ ସେମାନଙ୍କୁ ସ୍ୱତନ୍ତ୍ର (ବିନା କ୍ୟାମେରା) ମୋବାଇଲ ପ୍ରଦାନ ପାଇଁ ପୂର୍ବରୁ ହୋଇଥିବା ନିଷ୍ପତ୍ତି ଉପରେ ଆଜି ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ମୋହର ବାଜିଛି। ନିଯୋଗ…
ଅଧିକ ଖବର ଦେଖନ୍ତୁ...