ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ପୁରୀ ସ୍ବର୍ଗଦ୍ବାରରେ ରାଇ‌ମୋହନ ପରିଡ଼ାଙ୍କ ଶେଷକୃତ ସଂପନ୍ନ

ଭୁବନେଶ୍ବର/ପୁରୀ: ଅଭିନେତା ରାଇମୋହନ ପରିଡ଼ାଙ୍କ ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାରରେ ସଂପନ୍ନ ହୋଇଛି। ରାଇମୋହନଙ୍କ ପାର୍ଥିବ ଶରୀରରେ ତାଙ୍କର ସାନ ଝିଅ ମୁଖାଗ୍ନି ଦେଇଛନ୍ତି। ଏହି ଅବସରରେ ସଂପର୍କୀୟ, ବନ୍ଧୁବର୍ଗ ଓ ସିନେମା ଜଗତର କିଛି ଜଣାଶୁଣା ବ୍ୟକ୍ତି ଉପସ୍ଥିତ ଥିଲେ।…
ଅଧିକ ଖବର ଦେଖନ୍ତୁ...

ପୁରୀରେ ପୁଣି ବୋମାମାଡ଼, ଜଣେ ଗୁରୁତର

ପୁରୀ: ଚଳିତ ସପ୍ତାହ ମଧ୍ୟରେ ପୁରୀ ସହରରେ ଦ୍ବିତୀୟ ଥର ପାଇଁ ବୋମାମାଡ଼ ହୋଇଛି।  ସଦର ଥାନା ଅନ୍ତର୍ଗତ ମୁକୁନ୍ଦ ମିଶ୍ର ନଗରରେ ଆଜି ରାତିରେ ସିମେଣ୍ଟ ବ୍ୟବସାୟୀଙ୍କ ଘର ଉପରକୁ ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ଏହି ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ତାଙ୍କୁ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ଅଲାରନାଥଙ୍କ ନଟବର ବେଶ ଆଜି: ବଡ଼ି ସକାଳୁ ଦର୍ଶନ ପାଇଁ ଭିଡ଼

ବ୍ରହ୍ମଗିରି: ଆଜି ପୁରୀ ଜିଲ୍ଲାର ଅଲାରନାଥଙ୍କ ନଟବର ବେଶ ଦେଖିବାକୁ ପ୍ରବଳ ଜନଗହଳି ପରିଲକ୍ଷିତ ହୋଇଛି। ଆଜି ପବିତ୍ର ଖଳିଲାଗି ଏକାଦଶୀରେ ଶ୍ରୀ ଅଲାରନାଥଙ୍କ ନଟବର ବେଶ ହୋଇଛି। ଭୋର ୪ଟା ରେ ଦ୍ୱାର ଫିଟାଯିବା ପରେ ମଙ୍ଗଳ ଆଳତି, ଅବକାଶ, ନଟବର ବେଶ, ଫଳ ଲାଗି, ଗୋପାଳ ବଲଭ ଉଠି ୫ଟା ରୁ…
ଅଧିକ ଖବର ଦେଖନ୍ତୁ...

ରଥଖଳା ହାଲଚାଲ: ପ୍ରଭା ରୂପ ଖୋଦେଇ ଆରମ୍ଭ, ଚାଲିଛି ସିଂହାସନ ବେଦି କାମ

ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟକୁ ଗୁରୁବାର ଦିନ ୫୦ ଦିନ ପୂରିଛି। ଗୁରୁବାର କାମ ଶେଷ ସୁଦ୍ଧା ତିନି ରଥର ଚାରିକୋଣକୁ ଛାଡ଼ି ବେଦି ଚାରିପାର୍ଶ୍ବରେ ପଟା ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି। ଅନ୍ୟପଟେ ଗୁରୁବାର ଦିନ ତିନି ରଥର ବେଦି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ସିଂହାସନ…
ଅଧିକ ଖବର ଦେଖନ୍ତୁ...

ଅଣସର ଘରେ ମହାପ୍ରଭୁଙ୍କ ଚକାବିଜେ, ଶ୍ରୀଜିଉଙ୍କ ସୁସ୍ଥତା ପାଇଁ ଶ୍ରୀମନ୍ଦିରକୁ ଗଲା ମହୌଷଧି ‘ଦଶମୂଳ’

ପୁରୀ : ପବିତ୍ର ସ୍ନାନପୂର୍ଣ୍ଣିମାରେ ୧୦୮ ଗରା ଅଧିବାସ ଜଳରେ ସ୍ନାନ ପରେ ଜ୍ୱରରେ ପଡ଼ି ଅସୁସ୍ଥ ମହାପ୍ରଭୁ ଅଣସର ପିଣ୍ଡିରେ ବିଶ୍ରାମ ନେଉଛନ୍ତି। ଅସୁସ୍ଥ ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଚାଲିଛି ନାନାଦି ଗୁପ୍ତସେବା। ନୀଳାଦ୍ରି ମହୋଦୟ ଶାସ୍ତ୍ର ଅନୁସାରେ ଦଇତାପତି ସେବକ, ସୁନା ଗୋସେଇଁ…
ଅଧିକ ଖବର ଦେଖନ୍ତୁ...

୭ଦିନ ପରେ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା: ଏଯାଏ ଅସଜଡ଼ା ସହର

ପୁରୀ : ଆଉ ମାତ୍ର ଦିନ କେଇଟା ପରେ ରଥଯାତ୍ରା। ମାତ୍ର ଏଯାଏ ସରୁନି ଡ୍ରେନ୍‌ କି ବିଦ୍ୟୁତ କାମ। କିଛି ସ୍ଥାନରେ ଆଜିଠୁ ନାଳ ନିର୍ମାଣ ପାଇଁ ଖୋଳାଖୋଳି ଆରମ୍ଭ ହୋଇଛି। ପୁଣି କେଉଁଠି ବିଦ୍ୟୁତ ତାର ବିଛା ଚାଲିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବଡ଼ଦାଣ୍ଡକୁ ଯେତିକି ଗୁରୁତ୍ବ ଦିଆଯାଉଛି…
ଅଧିକ ଖବର ଦେଖନ୍ତୁ...

ପୁରୀ: ଉଭାଯାତ୍ରାରେ ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ : ଚଳିତବର୍ଷ ଉଭାଯାତ୍ରାରେ ବନ୍ଦ ରହିବ ଭକ୍ତଙ୍କ ଦର୍ଶନ। ଗୁରୁବାର ଦିନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଓ ଦଇତାପତି ନିଯୋଗ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଛି। ଭକ୍ତଙ୍କ ଭିଡ଼କୁ ଆଖିଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା…
ଅଧିକ ଖବର ଦେଖନ୍ତୁ...

କାମରେ ଲାଗୁନି ବିଧାନସଭା ଅତିଥି ଭବନ; ମାଡ଼ି ବସିଛନ୍ତି ଠିକାଦାର, ରାତି ଗଡ଼ିଲେ ଜମୁଛି ନିଶାଡ଼ିଙ୍କ ଆଡ଼ା

ପୁରୀ : ଜବରଦଖଲରେ ପୁରୀର ବିଧାନସଭା ଅତିଥି ଭବନ। ଜୋର ଜବରଦସ୍ତ ଏହି ଭବନକୁ ମାଡ଼ି ବସିଛନ୍ତି ଠିକାଦାର। ଚାବି ବି ଠିକାଦାର ହାତରେ। ପରିସ୍ଥିତି ଏପରି ହୋଇଛି ଯେ ଠିକାଦାରଙ୍କ ଇଛା ହେଲେ ବିଧାନସଭା ଅତିଥି ଭବନ ଖୋଲୁଛି। ନ‌ଚେତ୍‌ ୨୪ ଘଣ୍ଟା ତାଲା ଝୁଲୁଛି। ପୁରୀ ଛାତି ଉପରେ ଥିବା ଏହି…
ଅଧିକ ଖବର ଦେଖନ୍ତୁ...

ରଥଖଳା ହାଲଚାଲ: ତିନି ରଥରେ ଲାଗିଲା ଋଷିପଟା

ପୁରୀ : ବଡ଼ଦାଣ୍ଡ ରଥଖଳା‌ରେ ବୁଧବାର ଦିନ ରଥ ନିର୍ମାଣକୁ ୪୮ ଦିନ ପୂରିଛି। ମଙ୍ଗଳବାର ଦିନ ତିନି ରଥର ଖପୁରି, ପାରିଭାଡ଼ିକୁ ମିଶାଇ ତେରପରସ୍ତ ପୋଟଳ ‌ସଂଯୋଗ ହୋଇଥିଲା। ବୁଧବାର କାମ ଶେଷ ସୁଦ୍ଧା ତିନି ରଥରେ ପୋଟଳ ତଳକୁ ଚାରିଟି ଲେଖାଏଁ ଋଷି ପଟା ସଂଯୋଗ କରାଯାଇଛି। ତିନି ରଥର ବେଦି ପଛ…
ଅଧିକ ଖବର ଦେଖନ୍ତୁ...

ଜାତୀୟ ଲୋକକଳା ମହୋତ୍ସବ: ମନମୋହିଲା ଯୋଡ଼ିଶଙ୍ଖ, ବିହୁ

ପୁରୀ : ଜାତୀୟ ଲୋକକଳା ମହୋତ୍ସବ ଓ କୃଷି ମେଳାର ବୁଧବାର ଦିନ ତୃତୀୟ ସନ୍ଧ୍ୟାରେ ଓଡ଼ିଶାର ଯୋଡ଼ିଶଙ୍ଖ ସହ ଆସାମର ବିହୁ ନୃତ୍ୟ ଦର୍ଶକକୁ ବାନ୍ଧି ରଖିବାରେ ସମର୍ଥ ହୋଇଛି। ଏହା ସହ ପଶ୍ଚିମବଙ୍ଗର ରାଏ ବେଁ ସେଁ, ମଧ୍ୟପ୍ରଦେଶର ସୈଲା, ଛତିଶଗଡ଼ର ପନ୍ଥୀ, ଝାରଖଣ୍ଡର ମାନଭଞ୍ଜ, ମହାରାଷ୍ଟ୍ରର…
ଅଧିକ ଖବର ଦେଖନ୍ତୁ...