ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରୂପରେଖ ବଦଳିବ

ନିଷିଦ୍ଧାଞ୍ଚଳ ବାହାରେ ହେବ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ର ବାହାର ରାସ୍ତା ପାଇଁ ଆବଶ୍ୟକ ପଡ଼ିଲେ ହେବ ଜମି ଅଧିଗ୍ରହଣ ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ହାଇକୋର୍ଟରେ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି ଆରମ୍ଭ ଓ ପ୍ରତ୍ନତତ୍ତ୍ବ ବିଭାଗର ସତ୍ୟପାଠ ଦାଖଲ ପରେ ଚାପରେ…
ଅଧିକ ଖବର ଦେଖନ୍ତୁ...

ହାଇକୋର୍ଟଙ୍କୁ ଜଣାଇଲା ଏଏସ୍‌ଆଇ: ଏମାର ମଠରୁ ମିଳିଥିଲା ପ୍ରାଚୀନ କୀର୍ତ୍ତିରାଜି

ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ କେବଳ ଐତିହ୍ୟ କୀର୍ତ୍ତିରାଜି ପାଇଁ ବିପଦ ଆଣି ଦେଇନି, ଏହାଦ୍ବାରା ମାଟିତଳେ ପୋତି ହୋଇରହିଥିବା ପ୍ରାଚୀନ କୀର୍ତ୍ତିରାଜ ବି ନଷ୍ଟ ହୋଇଥିବା ଆଶଙ୍କା କରାଯାଉଛି। ଖନନ ବେଳେ ଏମାର ମଠରୁ ପ୍ରାଚୀନ କୀର୍ତ୍ତିରାଜି ମିଳିଥିଲା। ଏ ସମ୍ପର୍କରେ…
ଅଧିକ ଖବର ଦେଖନ୍ତୁ...

ସମ୍ବିତ-ଜୟନ୍ତଙ୍କ ଭିନ୍ନମତକୁ ନେଇ ଚର୍ଚ୍ଚା: ‘ବିକାଶ କାମ ହେଉ, କିନ୍ତୁ ଆଇନ ଭିତରେ’

ପୁରୀ : ‘ ମୁଁ ବିକାଶକୁ ସମର୍ଥନ କରୁଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମକୁ ସମର୍ଥନ ଜଣାଉଛି। କିନ୍ତୁ ଯାହା କିଛି କାମ ହେଉଛି, ଆଇନ ଭିତରେ ହେଉ’। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ସିଂହଦ୍ବାରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ବିରୋଧ କରିବାର ଦିନକ ପରେ ପୁରୀ…
ଅଧିକ ଖବର ଦେଖନ୍ତୁ...

ବିଜେପି ନେତା ସମ୍ବିତଙ୍କ ଗାଡ଼ିକୁ କାଳିମାଡ଼

ପୁରୀ : ଅହେତୁକ ଦରଦାମ ବୃଦ୍ଧି ଏବଂ ନିଯୁକ୍ତି ନାମରେ ଯୁବକଙ୍କୁ ପ୍ରତାରଣା ଅଭିଯୋଗ କରି ବୁଧବାର ଦିନ ଛାତ୍ର କଂଗ୍ରେସ ପକ୍ଷରୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଗାଡ଼ିକୁ କାଳି ମାଡ଼ କରାଯାଇଛି। ବୁଧବାର ଦିନ ଭିଆଇପି ରୋଡ୍‌ ଝାଡ଼େଶ୍ବରୀ ଛକ ନିକଟରେ ଛାତ୍ର କଂଗ୍ରେସ…
ଅଧିକ ଖବର ଦେଖନ୍ତୁ...

ପିନାକୀଙ୍କୁ ଖୋଲା ଆହ୍ବାନ ଦେଲେ ସମ୍ବିତ: ‘ସତ୍‌ସାହସ ଅଛି ତ ଖନନସ୍ଥଳକୁ ଆସ’

ପୁରୀ : ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ସହ ବିଜେପି ବିଧାୟକ ଓ ଅନ୍ୟ ବରିଷ୍ଠ ନେତୃବୃନ୍ଦ ବୁଧବାର ଦିନ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ୧୦୦ ମିଟର ନିଷିଦ୍ଧାଞ୍ଚଳରେ ଚାଲିଥିବା ଖନନ ଓ ନିର୍ମାଣସ୍ଥଳ ପରିଦର୍ଶନ କରି ଉଦ୍‌ବେଗ ପ୍ରକାଶ କରିଛନ୍ତି। ଶ୍ରୀମନ୍ଦିରର ସୁରକ୍ଷା ପାଇଁ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲାପାଳ, ଓବିସିସି ଓ ଟାଟା ପ୍ରୋଜେକ୍ଟ ନାମରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଲେ ପୁରୀ ଏସଡିଜେଏମ କୋର୍ଟ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାକୁ ନେଇ ଝଟ୍‌କା ଦେଇଛନ୍ତି ପୁରୀ ଏସଡିଜେଏମ କୋର୍ଟ। ଅଦାଲତ ଏହି ମାମଲାରେ ଜିଲ୍ଲାପାଳ, ଓବିସିସି ଓ ଟାଟା ପ୍ରୋଜେକ୍ଟ ନାମରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ପୁରୀ ଓକିଲ ସଂଘ ସିଂହଦ୍ୱାର ଥାନାରେ ଅଭିଯୋଗ କରିଥିଲେ ବି…
ଅଧିକ ଖବର ଦେଖନ୍ତୁ...

’ଅସାନୀ’ ପ୍ରଭାବରେ ପୁରୀ, ଗଜପତି, ଖୋର୍ଦ୍ଧା ଆଦି ଜିଲ୍ଲାରେ ବର୍ଷା ଆରମ୍ଭ; ଖୋର୍ଦ୍ଧାରେ ସର୍ବାଧିକ ୭୧ ମିମି ବର୍ଷା…

ଭୁବନେଶ୍ବର: ପୁରୀ, ଗଜପତି, ଖୋର୍ଦ୍ଧା ଆଦି ଜିଲ୍ଲାରେ ବର୍ଷା ଆରମ୍ଭ ହେଇଯାଇଛି। ଆଜି ଦିନାସାରା ଉପକୂଳରେ ବର୍ଷା ଲାଗିରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ ହୋଇଛି। ଭୁବନେଶ୍ୱରରେ ୩୬.୪ ମିମି, ଖୋର୍ଦ୍ଧାରେ ସର୍ବାଧିକ ୭୧ ମିମି, ବାଲେଶ୍ୱରରେ ୧୩.୪ ମିମି ବର୍ଷା ରେକର୍ଡ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ମୁର୍ହାମୁହିଁ; ପ୍ରକଳ୍ପ କାର୍ଯ୍ୟ ଆଇନ୍‌ର ପରିସର ମଧ୍ୟରେ ହେଉଛି: ପିନାକୀ

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଉପରେ ହାଇକୋର୍ଟ ରହିତାଦେଶ ଦେଇନାହାନ୍ତି। ବରଂ ଏଏସ୍ଆଇ ସହିତ ସମନ୍ୱୟ ରଖି ରାଜ୍ୟ ସରକାର ନିର୍ମାଣ କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି। ହାଇକୋର୍ଟ ଏହା ସ୍ପଷ୍ଟ କଲା ପରେ ବିରୋଧୀମାନେ କେଉଁ ଆଧାରରେ ଏବଂ କେଉଁ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର କାର୍ଯ୍ୟାଳୟ ପାଇଁ ମୂଳଦୁଆ ପଡ଼ିଲା: ପିଲାର୍‌ ପାଇଁ ଉଠିଲା ରଡ୍‌, ଡିପିଆର୍‌ ପଠାଯାଇନି କି ଅନୁମତି…

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ କୌଣସି ଅନୁମତି କି ଏନ୍‌ଓସି ଦିଆଯାଇନି। ଗତକାଲି ହାଇକୋର୍ଟଙ୍କୁ ଦାଖଲ ସତ୍ୟପାଠରେ ଏହା କହି ସାରିଛି ପ୍ରତ୍ନତତ୍ତ୍ବ ବିଭାଗ। ଚତୁଃପାର୍ଶ୍ବ ଖନନ ଓ ନିର୍ମାଣ ବି ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି କରୁଥିବା ସ୍ପଷ୍ଟ କରିସାରିଛି। ଏହାସତ୍ତ୍ବେ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଆଇନ୍‌ର ପରିସର ମଧ୍ୟରେ ହେଉଛି: ପିନାକୀ

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଉପରେ ମାନ୍ୟବର ହାଇକୋର୍ଟ ରହିତାଦେଶ ଦେଇନାହାନ୍ତି । ବରଂ ଏଏସ୍‌ଆଇ ସହିତ ସମନ୍ୱୟ ରଖି ରାଜ୍ୟ ସରକାର ନିର୍ମାଣ କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି । ମାନ୍ୟବର ହାଇକୋର୍ଟ ଏହା ସ୍ପଷ୍ଟ କଲା ପରେ ବିରୋଧୀମାନେ କେଉଁ…
ଅଧିକ ଖବର ଦେଖନ୍ତୁ...