ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

’ଦମନ’ ଦେଖିଲେ ପ୍ରଶାସନିକ ଅଧିକାରୀ

ସମ୍ବଲପୁର: ଓଡ଼ିଶା ସରକାରଙ୍କ ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ଯୋଜନା ‘ଦମନ’ ଉପରେ ଆଧାରିତ ବହୁଚର୍ଚ୍ଚିତ ଓଡ଼ିଆ ସିନେମା ଦମନକୁ ମଙ୍ଗଳବାର ସମ୍ବଲପୁର ଜିଲ୍ଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନେ ଦେଖିଛନ୍ତି। ଜିଲ୍ଲାପାଳ ଅନନ୍ୟା ଦାସ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ବିଶ୍ବବିଦ୍ୟାଳୟ: ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ ଅଭିଯୋଗ, ୬ ମାସ ପାଇଁ ବିଦାହେଲେ ଛାତ୍ର

ବୁର୍ଲା : ପୁଣି ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଆସିଛି ସାଂଘାତିକ ଅଭିଯୋଗ। କେତେଜଣ ଛାତ୍ରୀଙ୍କ ପ୍ରତି ଅଶ୍ଳୀଳ ଇଙ୍ଗିତ କରାଯାଇଛି। ଏହି ଘଟଣା ପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ୬ ମାସ ପାଇଁ ଜଣେ ଛାତ୍ରଙ୍କୁ ବିଦା କରାଯାଇଛି। ସୂଚନା…
ଅଧିକ ଖବର ଦେଖନ୍ତୁ...

ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ବଡ଼ ରୂପ ନେଇପାରେ

ସମ୍ବଲପୁର:ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବି ନେଇ ଓକିଲ ଆନ୍ଦୋଳନ ତୀବ୍ର ହେବାରେ ଲାଗିଥିବା ବେଳେ ରାଜ୍ୟ ସରକାର କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ନିରବତା ଅବଲମ୍ବନ କରିଛନ୍ତି। ଏପଟେ ଆଇନଜୀବୀ ପରିଷଦର ପଦକ୍ଷେପକୁ ନେଇ ଓକିଲଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।…
ଅଧିକ ଖବର ଦେଖନ୍ତୁ...

ବିଧାନସଭା ସମ୍ମୁଖରେ ବିକ୍ଷୋଭ କରିବେ ଅଙ୍ଗନବାଡ଼ି କର୍ମୀ

ସମ୍ବଲପୁର: ଆସନ୍ତା ୯ ତାରିଖ ଦିନ ଅଲ୍‌ ଓଡ଼ିଶା ଅଂଗନୱାଡ଼ି କର୍ମଚାରୀ ୟୁନିଅନ୍ ସଂଯୁକ୍ତ ମୋର୍ଚ୍ଚା ଆହ୍ବାନରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଆଗାମୀ ବଜେଟ୍‌ ଅଧିବେଶନ ସମୟରେ ଯଦି ଭତ୍ତା ବୃଦ୍ଧି ନହୁଏ, ତେବେ ବଜେଟ୍‌ ଅଧିବେଶନ ସମୟରେ ବିଧାନସଭା ସମ୍ମୁଖରେ ଦିବାରାତ୍ର…
ଅଧିକ ଖବର ଦେଖନ୍ତୁ...

ଡେବ୍ରିଗଡ଼ରେ ପୁଣି ମହାବଳ

ସମ୍ବଲପୁର: ଡେବ୍ରିଗଡ଼ରେ ପୁଣିଥରେ ଦେଖା ଦେଇଛି ମହାବଳ ବାଘ। ୪ ବର୍ଷ ତଳେ ଏଠାକୁ ଆସିଥିବା ପ୍ରଥମ ଓ ଏକମାତ୍ର ମହାବଳର ଶିକାର ଯୋଗୁଁ ଦୁର୍ନାମ ମୁଣ୍ଡାଇଥିବା ଡେବ୍ରିଗଡ଼କୁ ପୁଣି ଏକ ବାଘ ସ୍ବତଃ ଆପଣାଛାଏଁ ଆସିଛି। ଗତ ୧ ତାରିଖ ଗୁରୁବାର ସଂଧ୍ୟା ପ୍ରାୟ ୫ଟାବେଳେ ଏହି ବାଘଟି ଜିରୋ ପଏଣ୍ଟ…
ଅଧିକ ଖବର ଦେଖନ୍ତୁ...

ସ୍ବତନ୍ତ୍ର ହୀରାଖଣ୍ଡ ରାଜ୍ୟ ପ୍ରସଙ୍ଗ: ଦାବି ଉପସ୍ଥାପନ ପାଇଁ ଦିଲ୍ଲୀ ଯାତ୍ରା  

ସମ୍ବଲପୁର: ଆଜି ହୀରାଖଣ୍ଡ ରାଜ୍ୟ ଏବଂ ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ ଦାବିରେ ସମ୍ବଲପୁରୀ ଭାଷା ସଂସ୍କୃତି ପରିଷଦ ଓ ହୀରାଖଣ୍ଡ ସାମ୍ମୁଖ୍ୟ କର୍ମୀଙ୍କ ଦିଲ୍ଲୀ ଯାତ୍ରାରମ୍ଭ କରିଛନ୍ତି। ତେବେ, ଏହି ଯାତ୍ରାରମ୍ଭ ସମୟରେ ସମ୍ବଲପୁର ରେଳଷ୍ଟେସନରେ ସେମାନଙ୍କ ଉପରକୁ…
ଅଧିକ ଖବର ଦେଖନ୍ତୁ...

ସ୍ନେହଲତା ପତିଙ୍କ ପରଲୋକ

ଭୁବନେଶ୍ବର/ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ପ୍ରଫୁଲ୍ଲ ପତିଙ୍କ ପତ୍ନୀ ସ୍ନେହଲତା ପତି(୯୩)ଙ୍କର ଶନିବାର ସକାଳ ୬ଟା ୪୫ରେ ଭୁବନେଶ୍ବରର ଶ୍ରୀ ହସ୍‌ପିଟାଲ୍‌ରେ ପରଲୋକ ହୋଇଯାଇଛି। ଶେଷ ଜୀବନରେ ଭୁବନେଶ୍ବର ବିଜେବି ନଗର ବାସଭବନରେ ଅବସ୍ଥାନ କରୁଥିବା…
ଅଧିକ ଖବର ଦେଖନ୍ତୁ...

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ 

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ଅନ୍ତର୍ଗତ ବଡ଼ମାଳ ଫାଣ୍ତି ଅଞ୍ଚଳରେ ଶନିବାର ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଯୁବକ ଜଣକ ହେଲେ ବଡ଼ମାଳ ଫାଣ୍ଡି ଅର୍ନ୍ତଗତ ବଡ଼ମାଳ ଗ୍ରାମର ଆକାଶ ମିର୍ଦ୍ଧା (୨୫)। ପୁଲିସ୍‌ ସୂଚନାନୁସାରେ ଆକାଶ ଆଜି ଦିନ ବେଳେ…
ଅଧିକ ଖବର ଦେଖନ୍ତୁ...

ଜଳଖିଆ ଖାଇ ୩ ଗୁରୁତର         

ବାମରା: ଶନିବାର ବାମରା ବ୍ଲକ ଉଚ୍ଚକାପାଟ ପଞ୍ଚାୟତ କେଛୁପାଣି ଗ୍ରାମର ସୁନିତା ମହାନନ୍ଦ (୩୫), ଅଙ୍କିତା ମହାନନ୍ଦ (୧୮) ଓ ସୁବ୍ରତ ଦୀପ (୨୮) ମିଶି କୌଣସି କାମରେ ବାମରାକୁ ଆସିଥିଲେ। ସନ୍ଧ୍ୟାରେ କାମ ସାରି ସ୍ଥାନୀୟ ବିଜୁ ପଟ୍ଟନାୟକ ଛକରେ ଥିବା ଏକ ହୋଟେଲରେ ସେମାନେ ଜଳଖିଆ ଖାଇଥିଲେ।…
ଅଧିକ ଖବର ଦେଖନ୍ତୁ...

ପାୱାର ଚାନେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର  

ଧନକଉଡ଼ା: ଗତ ୨୭ ତାରିଖ ବୁର୍ଲା ପାୱାର ଚାନେଲ ବ୍ରିଜ୍‌ରୁ କେନାଲକୁ ଡେଇଁ ପଡ଼ିଥିବା କାଦୋବାହାଲ୍ ଗ୍ରାମର ସତ୍ୟବାଦୀ ଭୁଞ୍ଚାଙ୍କ ପୁଅ ଦେବାର୍ଚ୍ଚନ ଭୁଞ୍ଚା (୨୮)ଙ୍କ ମୃତଦେହ ଶନିବାର ମୁଣ୍ଡୋଘାଟ ନିକଟ ପରଦେଶୀ ପଡ଼ା ପାୱାର ଚାନେଲ୍‌ରୁ ଉଦ୍ଧାର କରାଯାଇଛି। ଆଜି ସକାଳୁ ସ୍ଥାନୀୟ ଲୋକେ ଏକ…
ଅଧିକ ଖବର ଦେଖନ୍ତୁ...