ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ଦୀପାଳିଙ୍କୁ ନାଉରୀଙ୍କ ପ୍ରଶ୍ନ: କ୍ରାଇମ୍‌ ବ୍ରାଞ୍ଚ ଚାର୍ଜସିଟ୍‌ରେ ଖୁସି କି?

ସମ୍ବଲପୁର : ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ଖିଣ୍ଡାର ବିକାଶ ପାଇଁ ରାଜ୍ୟ ସରକାର ୬ କୋଟି ୪୧ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହାକୁ ନେଇ ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ଦେଶ୍ୟରେ କରିଥିବା…
ଅଧିକ ଖବର ଦେଖନ୍ତୁ...

ପେଟ୍ରୋଲ ପମ୍ପ୍‌ରେ ପଶିଲା ବଣୁଆ ହାତୀ

ଯୁଯୁମୁରା : ପେଟ୍ରୋଲ ପମ୍ପ୍‌ରେ ପଶିଲା ବଣୁଆ ଦନ୍ତା ହାତୀ। ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍‌ ଝାଙ୍କରପାଲି ପଞ୍ଚାୟତ ଅନ୍ତର୍ଗତ ଭବାନୀପାଲିରେ ଥିବା ଏକ ପେଟ୍ରୋଲ ପମ୍ପରେ ଏହି ଘଟଣା ଦେଖିବାକୁ ମିଳିଛି। ଗୁରୁବାର ରାତି ପ୍ରାୟ ୭ଟାରେ ଜଙ୍ଗଲୀ ଦନ୍ତା ହାତୀଟି ହଠାତ୍ ଜଙ୍ଗଲ ଭିତରୁ ଆସି…
ଅଧିକ ଖବର ଦେଖନ୍ତୁ...

ମହରମ୍‌ ସମୂହ ଶୋଭାଯାତ୍ରାକୁ ନା, ଶାନ୍ତିକମିଟି ବୈଠକରେ ନିଷ୍ପତ୍ତି

ସମ୍ବଲପୁର : ସମ୍ବଲପୁରରେ ଶୃଙ୍ଖଳାର ସହିତ ପାଳନ ହେବ ମହରମ୍‌। ମିଳିବ ନାହିଁ ସମୂହ ଶୋଭାଯାତ୍ରା ପାଇଁ ଅନୁମତି। ମହରମ ପର୍ବ ପାଳନ ପାଇଁ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ଶାନ୍ତି ଓ ସମନ୍ୱୟ କମିଟି ବୈଠକରେ ଏଭଳି ନିଷ୍ପତ୍ତି ‌ହୋଇଛି। ଜିଲ୍ଲାପାଳ…
ଅଧିକ ଖବର ଦେଖନ୍ତୁ...

ଅପହୃତ ନାବାଳିକା ସମ୍ବଲପୁରରୁ ଉଦ୍ଧାର

ସମ୍ବଲପୁର/ଝାରସୁଗୁଡ଼ା : ଗତ ସୋମବାର ବେଲପାହାଡ଼ ଥାନାଞ୍ଚଳର ଜଣେ ନାବାଳିକାଙ୍କ ସହ ଦୁଇ ଭଉଣୀ ନିଖୋଜ ହୋଇଯାଇଥିବା ନେଇ ତାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ। ସେପଟେ, ଦିନକ ତଳେ ନାବାଳିକା ଜଣକ ଏକ ନାଟକୀୟ ମୋଡ଼ରେ ସମ୍ବଲପୁର ରେଳ ଷ୍ଟେସନ ପରିସରରୁ ଉଦ୍ଧାର ହୋଇଥିଲେ। ନାବାଳିକା ଜଣେ…
ଅଧିକ ଖବର ଦେଖନ୍ତୁ...

୨୩ରେ ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସନ ହେବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ; ମହାନଦୀ ଓ ଶାଖାନଦୀରେ ବୃଦ୍ଧି ପାଇବ ଜଳସ୍ତର

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳସ୍ତର ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ହୀରାକୁଦ ନଦୀବନ୍ଧରୁ ଚଳିତ ମାସ ୨୩ ତାରିଖରେ ପ୍ରଥମ ଥର ପାଇଁ ବନ୍ୟାଜଳ ଛଡାଯିବ। ସକାଳ ୯ଟା ସମୟରେ ଏହି ବନ୍ୟାଜଳ ନିଷ୍କାସନ କରାଯିବ ବୋଲି ବୁର୍ଲାସ୍ଥିତ…
ଅଧିକ ଖବର ଦେଖନ୍ତୁ...

ଗୁଣ୍ଡୁରୁଚୁଆଁ ନାବାଳିକା ଗଣଦୁଷ୍କର୍ମ ମାମଲା: ତିନି ଅଭିଯୁକ୍ତଙ୍କୁ ୩୦ ବର୍ଷ ଜେଲ ଦଣ୍ଡ

କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ଗୁଣ୍ଡୁରୁଚୁଆରେ ୨୦୧୫ରେ ଘଟିଥିବା ଏକ ଚର୍ଚ୍ଚିତ ନାବାଳିକା ଗଣଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି। ଏହି ମାମଲାର ଶୁଣାଣି କରି ମାନ୍ୟବର ଅଦାଲତ ଗୁଣ୍ଡୁରୁଚୁଆଁର ପ୍ରତାପ ପଟେଲ, ସାରଥୀ କିସାନ ଓ ରାଜେନ୍ଦ୍ର ନାୟକ ଓରଫ୍‌ ରାଜିନ…
ଅଧିକ ଖବର ଦେଖନ୍ତୁ...

ପୁଣି ଖସିଲାଣି ଲକ୍ଷ୍ମୀଡୁଙ୍ଗୁରୀରୁ ଅତଡ଼ା

ସମ୍ବଲପୁର: ବର୍ଷା ଆରମ୍ଭ ହେବା ପରେ ପୁଣି ଲକ୍ଷ୍ମୀଡୁଂଗୁରିରୁ ଅତଡ଼ା ଖସିବା ଆରମ୍ଭ ହେଲାଣି। ଗତକାଲି ରାତିରେ ଛୋଟ ମାଟି ଅତଡ଼ା ଖସିଥିଲା। ହେଲେ, ଏଥିରେ କାହାର କିଛି କ୍ଷତି ହୋଇନାହିଁ। ପୂର୍ବବର୍ଷ ଭଳି ଏଥର ମଧ୍ୟ ଜାତୀୟ ରାଜପଥର ଲକ୍ଷ୍ମୀଡୁଂଗୁରି ପାର୍ଶ୍ବ ରାସ୍ତା ବନ୍ଦ କରିଦିଆଯାଇଛି।…
ଅଧିକ ଖବର ଦେଖନ୍ତୁ...

ବେଜବରୁଆଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଭୂମିପୂଜା

ସମ୍ବଲପୁର: ସମ୍ବଲପୁରସ୍ଥିତ ବେଜ୍‌ବରୁଆ ଭବନରେ ସାହିତ୍ୟରଥୀ ଲକ୍ଷ୍ମୀନାଥ ବେଜବରୁଆଙ୍କ ଏକ ପୂର୍ଣ୍ଣ ଆବୟବ ପ୍ରତିମୂର୍ତ୍ତି ସ୍ଥାପନ ସକାଶେ ଆଜି ଭୂମିପୂଜା ଅନୁଷ୍ଠିତ ହୋଇଛି । ଏଥିରେ ଓଡ଼ିଶାର ଓଡ଼ିଆ ଭାଷା, ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର, ଆସାମର ଶକ୍ତି,…
ଅଧିକ ଖବର ଦେଖନ୍ତୁ...

ହୀରାକୁଦରେ ୧୦ ଟଙ୍କିଆ କୋଚିଂ ସେଣ୍ଟର

ହୀରାକୁଦ: ହୀରାକୁଦର ରିକ୍ସାପଡ଼ା ଠାରେ ବସ୍ତିବାସିନ୍ଦା ଛାତ୍ରଛାତ୍ରୀମାନଙ୍କ ପାଇଁ ୧୦ ଟଙ୍କିଆ କୋଚିଂ ସେଣ୍ଟରର ଏକ ନୂତନ ଶାଖା ଆରମ୍ଭ କରାଯାଇଛି। ଶିକ୍ଷା ସଂଗଠକ ରାଜେନ୍ଦ୍ର ସତନାମୀ ଦ୍ୱାରା ପରିଚାଳିତ ଏବିସିଡି ଚାରିଟେବୁଲ ଟ୍ରଷ୍ଟର ଏହା ହେଉଛି ତୃତୀୟ ଶାଖା। ଏହା ଦ୍ୱାରା ବହୁ…
ଅଧିକ ଖବର ଦେଖନ୍ତୁ...

ଭିମ୍‌ସାରରେ ଅଜଣା ଗର୍ଭବତୀ ମହିଳା

ବୁର୍ଲା: ବୁର୍ଲା ଭିମସାର୍ ଫିମେଲ୍ ସର୍ଜରୀ ବିଭାଗରେ ୫ ଦିନ ହେଲା ଜଣେ ଅଜଣା ଗର୍ଭବତୀ ମହିଳା ରୋଗୀ ଅତିରିକ୍ତ ଶଯ୍ୟା ସଂଖ୍ୟା ୮୭ ରେ ରହି ଚିକିତ୍ସିତ ହେଉଛନ୍ତି। ମିଳିଥିବା ସୂଚନା ଅନୁଯାୟୀ,ବାମରା ରେଲୱେ ଷ୍ଟେସନ କିଛି ଦୂରରେ ଜଣେ ଅଜଣା ମହିଳାଙ୍କୁ ଅଚେତ ଅବସ୍ଥାରେ ଦେଖିଥିଲା। କେହି ଜଣେ…
ଅଧିକ ଖବର ଦେଖନ୍ତୁ...