ଅନୁସନ୍ଧାନ କରୁଥିବା ବର୍ଗ

ବିଶେଷ

ଟୟୋଟାର ନୂଆ କ୍ରୁଜର୍‌ ଟାଇଜର୍‌

ଟୟୋଟା ଅର୍ବାନ୍‌ କ୍ରୁଜର୍‌ ଟାଇଜର୍‌ ଉନ୍ମୋଚିତ ହୋଇଯାଇଛି। ଏଥିରେ ୧୧୯୭ ସିସିର ଇଞ୍ଜିନ୍‌ ରହିଛି। ଏହାର ତେଲ ଟାଙ୍କିର ଧାରଣ କ୍ଷମତା ୨୨.୮ ଲିଟର। ଏଥିରେ ଟେଲିସ୍କୋପିକ୍‌ ଷ୍ଟିୟରିଂ, ୱାୟାର୍‌ଲେସ୍‌ ଚାର୍ଜର୍‌, ୩୬୦ ଭିୟୁ କ୍ୟାମେରା, ହେଡ୍‌-ଅପ୍‌ ଡିସ୍‌ପ୍ଲେ, ସ୍ମାର୍ଟୱାଚ୍‌…
ଅଧିକ ଖବର ଦେଖନ୍ତୁ...

ଦ୍ରୁତ ଶିଳ୍ପାୟନର କବର ଭିତରକୁ ଚାଲିଗଲାଣି ସବୁଜିମା: ଏବେ କେବଳ ଈଶ୍ବର ଅଛନ୍ତି, ଝାଡ଼୍‌ ନାହିଁ

ତେଜସ୍କର ମହାପାତ୍ର ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାର ଇଷ୍ଟଦେବତା ବାବା ଝାଡ଼େଶ୍ବରଙ୍କୁ ନେଇ ଜିଲ୍ଲାର ନାମକରଣ ବି ହୋଇଥିବା ଲୋକକଥାରେ ପ୍ରଚଳିତ। ଅଞ୍ଚଳର ପ୍ରାକୃତିକ ସ୍ଥିତିକୁ ନେଇ ଏହି ଶତାବ୍ଦୀ ପୁରୁଣା ମନ୍ଦିରର ସେତେବେଳେ ନାମକରଣ ହୋଇଥିଲା। ଝାଡ଼୍‌(ସମ୍ବଲପୁରୀ ଭାଷାରେ ଜଙ୍ଗଲ)…
ଅଧିକ ଖବର ଦେଖନ୍ତୁ...

ମୁଁ ମଦ୍ୟପାନ କରିନାହିଁ, ମୋ ଶରୀରରେ ମଦ୍ୟ ଆପେଆପେ ତିଆରି ହୁଏ: କୋର୍ଟରେ ଯୁବକଙ୍କ ଅଜବ ବୟାନ

ବ୍ରୁସେଲ୍ସ: ୟୁରୋପର ବେଲଜିୟମ କୋର୍ଟରେ ଏକ ମାମଲାର ଶୁଣାଣି ସମୟରେ ହାସ୍ୟାସ୍ପଦ ପରିବେଶ ସୃଷ୍ଟି ହୋଇଥିଲା। ଡଙ୍କନ୍ ଡ୍ରାଇଭିଂରେ ଧରାପଡିଥିବା ଜଣେ ଯୁବକ ବିଚାରପତିଙ୍କ ଆଗରେ ଯୁକ୍ତି କରିଥିଲେ ଯେ ସେ ମଦ୍ୟପାନ କରିନାହାନ୍ତି, କିନ୍ତୁ ତାଙ୍କ ଶରୀରରେ ମଦ୍ୟ ଆପେଆପେ ତିଆରି ହୋଇଥାଏ।…
ଅଧିକ ଖବର ଦେଖନ୍ତୁ...

ଲାଡେନ ପିନ୍ଧିଥିବା ଏହି ଘଣ୍ଟା ବାବଦରେ ଜାଣିଛନ୍ତି କି ରୋଚକ କଥା!

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଅଲକାଏଦା ମୁଖ୍ୟ ଥିବା ଓସାମା ବିନ୍ ଲାଡେନ ଏପରି ଏକ ଆତଙ୍କବାଦୀ ଥିଲା, ଯାହାର ମୃତ୍ୟୁ ପରେ ବି ଏବେ ବି ଅନେକ ସମୟରେ ତାକୁ ନେଇ ଚର୍ଚ୍ଚା ହୋଇଥାଏ | ବାସ୍ତବରେ ଓସାମା ବିନ୍ ଲାଡେନ ହାତରେ ଏକ ବିଶେଷ ପ୍ରକାରର ଘଣ୍ଟା ଥିଲା | ଯଦିଓ ଏହା କ୍ୟାସିଓର ଏକ ବହୁତ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କୁ ‘ଶାଢ଼ି କର୍କଟ’ ବିପଦ

ସ୍କ୍ବାମ୍‌ସ ସେଲ୍‌ କାର୍ସିନୋମା (ଏସ୍‌ସିସି) ବା ଶାଢ଼ି କର୍କଟ ହେଉଛି ଏଭଳି ଏକ ଚର୍ମ କର୍କଟ ଯାହା ଶାଢ଼ି ପିନ୍ଧିବା ଦ୍ବାରା ହୋଇଥାଏ। ଦୀର୍ଘ ସମୟ ଶାଢ଼ି ପିନ୍ଧିବା ହେତୁ କ୍ରମାଗତ ଘର୍ଷଣର ସମ୍ମୁଖୀନ ହେଉଥିବା ଶରୀରର ଅଣ୍ଟା ଆଦି ଅଞ୍ଚଳରେ ଏହା ଦେଖାଯାଇଥାଏ। କେବଳ ଶାଢ଼ି ନୁହେଁ,…
ଅଧିକ ଖବର ଦେଖନ୍ତୁ...

କିରଣ ବଖାଣିଲେ ଗର୍ଭନଷ୍ଟର ଅବ୍ୟକ୍ତ କଷ୍ଟ

ଭାରତରେ ପ୍ରାୟ ୭% ପିଲା ଜନ୍ମ ହେବା ପୂର୍ବରୁ ଗର୍ଭ ନଷ୍ଟ ହୋଇଯାଇଥାଏ। ଜନ୍ମ ପୂର୍ବରୁ ସନ୍ତାନର ମୃତ୍ୟୁ ମାତାପିତାଙ୍କୁ ଗଭୀର ଭାବେ ମର୍ମାହତ କରିଥାଏ। ଏହା ସତ୍ତ୍ବେ ଗର୍ଭନଷ୍ଟ ସମ୍ପର୍କରେ ଆମ ଦେଶରେ ଖୋଲା ଆଲୋଚନା ହୋଇପାରେ ନାହିଁ। ବିଶେଷକରି ମହିଳାମାନେ ନିଜ ଯନ୍ତ୍ରଣାକୁ ମନରେ ଚାପି…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ସର୍ବାଧିକ ମ୍ୟାଲେରିଆ ରୋଗୀ: ମଶାଙ୍କୁ ସୁହାଉଛି ଉଷ୍ମ ଓ ଆର୍ଦ୍ର ପରିବେଶ

ଆସନ୍ତାକାଲି (ଏପ୍ରିଲ ୨୫) ସାରା ପୃଥିବୀରେ ‘ବିଶ୍ବ ମ୍ୟାଲେରିଆ ଦିବସ’ ପାଳନ ହେବ। ମ୍ୟାଲେରିଆ ସମ୍ପର୍କରେ ସଚେତନତା ସୃଷ୍ଟି ସହ ତାହାର ନିୟନ୍ତ୍ରଣ ଓ ସଂପୂର୍ଣ୍ଣ ନିରାକରଣ ଉଦ୍ଦେଶ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବଲ୍ୟୁଏଚ୍‌ଓ) ପକ୍ଷରୁ ପ୍ରତିବର୍ଷ ଏ ଦିବସ ପାଳନ କରାଯାଉଛି। ଏହି ରୋଗ…
ଅଧିକ ଖବର ଦେଖନ୍ତୁ...

ଯୁବ ବୟସରେ ଅନିୟମିତ ହୃଦ୍‌ସ୍ପନ୍ଦନ

ଏକ ଅଧ୍ୟୟନ ଅନୁଯାୟୀ, ମୋଟ ହୃଦ୍‌ରୋଗୀଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତଙ୍କଠାରେ ଅନିୟମିତ ହୃତ୍‌ସ୍ପନ୍ଦନ ଦେଖାଦେଇଥାଏ। ଏହା ପ୍ରାୟ ସବୁ ବୟସ ବର୍ଗର ଲୋକଙ୍କ ଠାରେ ରହିଥିବା ବେଳେ ଯୁବ ବୟସ ବର୍ଗରେ ତାହା ସର୍ବାଧିକ ବୋଲି ଜଣାଯାଇଛି। ବିଭିନ୍ନ କାରଣରୁ ହୃଦ୍‌ସ୍ପନ୍ଦନରେ ଅନିୟମିତତା ଦେଖା…
ଅଧିକ ଖବର ଦେଖନ୍ତୁ...

ବାପାଙ୍କ ମାର୍କସିଟ ସେୟାର କରି ପୁଅ ଦେଲା ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସମୟସମୟରେ ଖୁବ ମଜାଳିଆ ଭିଡିଓ ପୋଷ୍ଟ ହୋଇଥାଏ। ଯାହାକି ଲୋକଙ୍କ ଖୁବ ମନୋରଞ୍ଜନ ବି କରାଇଥାଏ। ନିକଟରେ ଜଣେ ବାଳକ ସୋସିଆଲ ମିଡିଆରେ ଏକ ମାର୍କସିଟ ସେୟାର କରିଛି। ଏହି ମାର୍କସିଟ ଟି ପୋଷ୍ଟ ସେୟାର କରିଥିବା ବାଳକଙ୍କ ବାପାଙ୍କର ବୋଲି ଉଲ୍ଲେଖ ରହିଛି।…
ଅଧିକ ଖବର ଦେଖନ୍ତୁ...

ଝିଅ ବିବାହର ତିନିଦିନ ପୂର୍ବରୁ ବାପାଙ୍କ ହେଲା ମୃତ୍ୟୁ, ବାଜପକ୍ଷୀ ରୂପରେ ଆସି ଦେଲେ ଆର୍ଶୀବାଦ: ଗ୍ରାମବାସୀ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଦମୋହ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବାପାଙ୍କ ମୃତ୍ୟୁର ତିନିଦିନ ପରେ ଝିଅର ବିବାହ ଆୟୋଜିତ ହୋଇଥିଲା। ଏହି ବିବାହ ଉତ୍ସବରେ ହଠାତ ଏକ ବାଜପକ୍ଷୀ ଆସି ପହଞ୍ଚିଥିଲା। ଯାହାକୁ ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ସମସ୍ତ ଅତିଥି ଆଶ୍ଚର୍ଯ୍ୟ…
ଅଧିକ ଖବର ଦେଖନ୍ତୁ...