Advertisment
Latest Posts
Advertisment
ଜିଲ୍ଲା
ଶିମିଳି ଗଛ ପଡ଼ି ଭାଙ୍ଗିଗଲା ୨ ଶହ ବର୍ଷର ତାରିଣୀ ମନ୍ଦିର
ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲ ଖରଡ଼ି ପଞ୍ଚାୟତ ବରଡ଼ି ଗାଁରେ ଏକ ବଡ଼ ଶିମିଳି ଗଛ ଉପୁଡ଼ି ପଡ଼ିବାରୁ ୨ ଶହ ବର୍ଷର ତାରିଣୀ ମନ୍ଦିର ସଂପୂର୍ଣ୍ଣ ଭାଙ୍ଗିଯାଇଛି। ୨୫ ଫୁଟ ଉଚ୍ଚତା ମୁଖ୍ୟ ମନ୍ଦିର ଓ ମୁଖଶାଳା ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି।
Gallery
ବାଣିଜ୍ୟ
ଢେଙ୍କାନାଳ ଆଲୁମିନିୟମ ସ୍ମେଲଟର୍ ପ୍ରକଳ୍ପ: ଜମି ଅଧିଗ୍ରହଣ କରିବ ବେଦାନ୍ତ
ଅନିଲ ଅଗ୍ରୱାଲଙ୍କ କମ୍ପାନି ବେଦାନ୍ତ ପକ୍ଷରୁ ଢେଙ୍କାନାଳରେ ଏକ ଆଲୁମିନିୟମ ସ୍ମେଲଟର ସ୍ଥାପନ କରାଯିବା ଘୋଷଣା କରାଯାଇଛି। ସେହି ପ୍ରକଳ୍ପ ଲାଗି ଆବଶ୍ୟକ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଥିବା କମ୍ପାନିର ଆଲୁମିନିୟମ ବ୍ୟବସାୟର ସିଇଓ ରାଜୀବ କୁମାର କହିଛନ୍ତି।
ଅପରାଧ
ଲରେନ୍ସ ବିଷ୍ଣୋଇର ଘର ସମେତ ଅନେକ ଆଡ୍ଡା ଉପରେ ଚଢ଼ାଉ
ରାଜସ୍ଥାନର ଶ୍ରୀଗଙ୍ଗାନଗର ପୁଲିସ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଘର ସମେତ ଗ୍ୟାଙ୍ଗର ଅନେକ ଆଡ୍ଡା ଓ ଗ୍ୟାଙ୍ଗ ସଦସ୍ୟ ଅମିତ ପଣ୍ଡିତ କାର୍ତ୍ତିକ ଜାଖର ଏବଂ ବିଶାଲ ପଚାରଙ୍କ ଘର ଉପରେ ମଧ୍ୟ ଚଢାଉ କରିଛି।
ମନୋରଞ୍ଜନ
ଅଭିଜିଦ୍ଙ୍କ ପାଇଁ ସମୂହ ଦୀପ ଦାନ; ସୁସ୍ଥତା କାମନା କଲେ ଶୁଭେଚ୍ଛୁ
ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ଓଡ଼ିଆ ସଙ୍ଗୀତ ଜଗତର ମେଲୋଡି କିଙ୍ଗ ତଥା ମନୋରଞ୍ଜନ ଦୁନିଆର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶ ଅଭିଜିତ ମଜୁମଦାର। ସେ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ ବୋଲି ସାରା ଓଡ଼ିଶା ତାଙ୍କ ପାଇଁ ପ୍ରାର୍ଥନା କରୁଛି।
ପୁନଶ୍ଚ ପୃଥିବୀ
ରକ୍ତଚାପ ସହ ଚିନ୍ତା ଦୂର କରେ ବ୍ରାହ୍ମୀ: ଓଡ଼ିଶାର ପ୍ରାକୃତିକ ସମନ୍ୱୟରେ ବ୍ରାହ୍ମୀର ଭୂମିକା
ବ୍ରାହ୍ମୀ (Bacopa monnieri), ଦେଖିବାକୁ ଏକ ଛୋଟ ଉଦ୍ଭିଦ ହେଲେ ମଧ୍ୟ ଓଡ଼ିଶାର ପରିବେଶ ବ୍ୟବସ୍ଥାପନା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ସାରା ଭାରତରେ ଦେଖିବାକୁ ମିଳେ। ଆର୍ଦ୍ରଭୂମି ଏବଂ ପଙ୍କୁଆ ଅଞ୍ଚଳରେ ଏହା ବଢ଼ିଥାଏ।