Advertisment
Latest Posts
Advertisment
ଜିଲ୍ଲା
ଭଦ୍ରକ ବାଇପାସ୍ ଛକରେ ଜବର ଦଖଲ ଉଚ୍ଛେଦ
ଭଦ୍ରକର ବାଇପାସ୍ ଛକରେ ଗୁରୁବାର ଦ୍ୱିତୀୟ ଦିନରେ ଜବର ଦଖଲ ଉଚ୍ଛେଦ କରାଯାଇଛି । ପ୍ରଶାସନ ପକ୍ଷରୁ ଏହି ଉଚ୍ଛେଦ ଆରମ୍ଭ କରାଯାଇଥିବା ବେଳେ ଭଦ୍ରକର ଚାନ୍ଦବାଲି ରୋଡ଼ ଵାଇପାସ ଛକ ଠାରୁ ସରକାର ନଗର ପର୍ଯ୍ୟନ୍ତ ଜବର ଦଖଲ ଉଚ୍ଛେଦ କରାଯାଉଛି ...
Gallery
କବି ସମ୍ରାଟ ଉପେନ୍ଦ୍ର ଭଂଜ ଓଡ଼ିଆ ଚେୟାର ପକ୍ଷରୁ ଆଲୋଚନାଚକ୍ର
କବି ସମ୍ରାଟ ଉପେନ୍ଦ୍ର ଭଂଜ ଓଡ଼ିଆ ଚେୟାର ପକ୍ଷରୁ ଉତ୍ତରପ୍ରଦେଶର ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରେ ଦ୍ବି-ମାସିକ ଆଲୋଚନାଚକ୍ର ଅନୁଷ୍ଠିତ। କାର୍ଯ୍ୟକ୍ରମରେ ଅଧ୍ୟାପକ, ଗବେଷକ ଓ ଛାତ୍ରଛାତ୍ରୀ ହେଲେ ସାମିଲ।
ବାଣିଜ୍ୟ
ଇଭି ପ୍ରକଳ୍ପ: ଜେଏସ୍ଡବ୍ଲ୍ୟୁକୁ ୮୭୧ ଏକର ଜମି, ଆବଶ୍ୟକ ୧୪୨୦ ଏକର
ଶିଳ୍ପପତି ସଜ୍ଜନ ଜିନ୍ଦଲଙ୍କ କମ୍ପାନି ଜେଏସ୍ଡବ୍ଲ୍ୟୁ ଏନର୍ଜି ପିଏସ୍ପି ଇଲେଭେନ୍ ଲିମିଟେଡ୍ ପକ୍ଷରୁ ରାଜ୍ୟରେ ଏକ ଇଭି ଓ ବ୍ୟାଟେରି ପ୍ରକଳ୍ପ ସ୍ଥାପନ କରିବାକୁ ଘୋଷଣା କରାଯାଇଥିଲା।
ଅପରାଧ
କନେଷ୍ଟବଳ ଶୁଭମିତ୍ରାଙ୍କୁ ହତ୍ୟା ମାମଲା: ଡିଏନ୍ଏ ଟେଷ୍ଟ ହେବ, ନମୁନା ସଂଗ୍ରହ, ସବୁ ରାସ୍ତାର ଯାଞ୍ଚ ହେବ ସିସିଟିଭି ଫୁଟେଜ୍
ଟ୍ରାଫିକ୍ କନେଷ୍ଟବଳ ଶୁଭମିତ୍ରା ସାହୁଙ୍କୁ ହତ୍ୟା ମାମଲାରେ ଯେଭଳି ହତ୍ୟାକାରୀ ଖସିନପାରେ ଏଥିପାଇଁ ପୁଲିସ ତଦନ୍ତ ପ୍ରକ୍ରିୟାକୁ ଆଉ ପାଦେ ଆଗକୁ ନେଇଛି। କେନ୍ଦୁଝର ଘଟଗାଁରୁ ଜବତ ହୋଇଥିବା ମୃତଦେହର ଡିଏନ୍ଏ ପରୀକ୍ଷା କରାଯିବ।
ମନୋରଞ୍ଜନ
ଆସାମୀ କଣ୍ଠଶିଳ୍ପୀଙ୍କ ମୃତ୍ୟୁ ପୂର୍ବର ଭିଡିଓ ହେଲା ଭାଇରାଲ୍
ସିଙ୍ଗାପୁରରେ ଏକ ଦୁଃଖଦ ସ୍କୁବା ଡାଇଭିଂ ଦୁର୍ଘଟଣାରେ ୫୨ ବର୍ଷ ବୟସରେ ପ୍ରଖ୍ୟାତ ଆସାମୀ ଗାୟକ ତଥା ସାଂସ୍କୃତିକ ପ୍ରତିଷ୍ଠିତ ଜୁବିନଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ପୂର୍ବରୁ ତାଙ୍କର ଏକ ଭିଡିଓ ଅନଲାଇନରେ ଭାଇରାଲ୍ ହୋଇଛି।
ପୁନଶ୍ଚ ପୃଥିବୀ
ତୈଳ ଓ ସିମେଣ୍ଟ ଉତ୍ପାଦନ ବଢ଼ାଉଛି ଗ୍ରୀଷ୍ମ ଲହରି
ତୈଳ କମ୍ପାନିମାନଙ୍କର ଉତ୍ପାଦନ ଓ ଚରମ ଶ୍ରେଣୀର ଗ୍ରୀଷ୍ମ ଲହରି ମଧ୍ୟରେ ସିଧାସଳଖ ସମ୍ପର୍କ ରହିଥିବା କଥା ଏକ ସଦ୍ୟ ଅଧ୍ୟୟନରୁ ପ୍ରଥମ ଥର ପାଇଁ ସ୍ପଷ୍ଟ ହୋଇଛି। ୨୦୦୦ରୁ ୨୦୨୩ ମଧ୍ୟରେ ବିଶ୍ୱର ୨୧୩ଟି ଗ୍ରୀଷ୍ମ ଲହରିକୁ ବିଶ୍ଳେଷଣ କରି ଏକ ଆନ୍ତର୍ଜାତିକ ବୈଜ୍ଞାନିକ ଦଳ ଏପରି ନିର୍ଯାସରେ ପହଞ୍ଚିଛନ୍ତି।