ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ ସ୍କୁଟର ଇଣ୍ଡିଆ ୨୦୧୭-୧୮ ଆର୍ଥିକ ବର୍ଷରେ ବିଶ୍ୱ ରେକର୍ଡ ସ୍ଥାପନ କରିଛି। ଗୋଟିଏ ଆର୍ଥିକ ବର୍ଷ ଭିତରେ ୧ ନିୟୁତରୁ ଅଧିକ ଗ୍ରାହକଙ୍କୁ ଏହା ଯୋଡ଼ିପାରିଛି। ୨୦୧୭-୧୮ରେ ୬,୧୨୩,୮୮୬ ୟୁନିଟ୍ ଗାଡ଼ି ବିକ୍ରି କରି ହୋଣ୍ଡା ଏହାର ସର୍ବକାଳୀନ ରେକର୍ଡକୁ ମଧ୍ୟ ଅତିକ୍ରମ କରିଛି।