ଟିଏମ୍‌ସି ସାଂସଦଙ୍କ କାର୍‌ ଧକ୍କାରେ ଶିଶୁ ମୃତ

କୋଲକାତା : ମୁର୍ସିଦାବାଦ ଜିଲ୍ଲାରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସାଂସଦଙ୍କ କାର୍‌ ଧକ୍କାରେ ଆଜି ଏକ ୪ ବର୍ଷୀୟ ଶିଶୁର ମୃତ୍ୟୁ ହୋଇଛି। କାରଟି ଧକ୍କା ଦେବା ପରେ ଆହତ ଶିଶୁଟିକୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

ପ୍ରାଥମିକ ସୂଚନା ଅନୁଯାୟୀ, ଦୁର୍ଘଟଣା ଘଟିବା ସମୟରେ ସାଂସଦ ଅବୁ ତାହେର ଖାନ୍‌ କାର ଭିତରେ ଥିଲେ। ମନ୍ତ୍ରୀ କହିଛନ୍ତି ଯେ ପିଲାଟି ହଠାତ୍‌ କାର ଆଗକୁ ଚାଲି ଆସିଥିଲା।

ସମ୍ବନ୍ଧିତ ଖବର