ଅନୁସନ୍ଧାନ କରୁଥିବା ବର୍ଗ

କୋରାପୁଟ

ଚାଷୀ ମୁହଁରେ ହସ ଫୁଟାଇଲା ଲଗାଣ ବର୍ଷା, ଜୟପୁରରେ ୮୯.୬ମିଲିମିଟର ରେକର୍ଡ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ଉପଖଣ୍ଡରେ ଲଗାଣ ବର୍ଷା ହେବା ଫଳରେ ଚାଷୀ ମୁହଁରେ ହସ ପୁଟିଛି। ଗତ କିଛି ଦିନ ହେବ ଝିପିଝିପି ବର୍ଷା ହେଉଥିଲା। ତଳି ପ୍ରସ୍ତୁତ ହୋଇ ରହିଥିଲେ ହେଁ ଜମିରେ ପାଣି ନଥିବାରୁ କାଦୁଅ କରି ଧାନ ରୁଆ ହୋଇ ପାରୁନଥିଲା। ଚିନ୍ତାରେ ଚାଷୀ ପଡ଼ିଥିଲେ। ସୋମବାର…
ଅଧିକ ଖବର ଦେଖନ୍ତୁ...

ଦେଓମାଳି ଶିଖରରେ କଟେଜ ନିର୍ମାଣକୁ ନେଇ ବଢ଼ିଲା ଅଡୁଆ: ଏନଜିଟିରେ ଦାୟର ହେଲା ମାମଲା

ଜୟପୁର: ଦେଓମାଳି ଶିଖରରେ କଟେଜ ନିର୍ମାଣକୁ ନେଇ ଅଡୁଆ ବଢିଛି | ପ୍ରାୟ ୨୫ ଏକର ଜଙ୍ଗଲ ଜମିରେ କଂକ୍ରିଟ ନିର୍ମାଣକୁ ବିରୋଧ କରି ୱାଇଲ୍ଡ ଲାଇଫ ସୋସାଇଟି ଅଫ୍‌ ଓଡ଼ିଶା ପକ୍ଷରୁ ଏନଜିଟି ବା ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲରେ ଅଭିଯୋଗ କରାଯାଇଛି | ଆଉ ଏହାପରେ ଏନଜିଟି ପକ୍ଷରୁ ରାଜ୍ୟ ବନ…
ଅଧିକ ଖବର ଦେଖନ୍ତୁ...

ପମ୍ପଚାଳିତ ବିଦ୍ୟୁତ୍‌ ପ୍ରକଳ୍ପ ଭାଗ୍ୟ ନିର୍ଦ୍ଧାରଣ ଆଜି: ଓଡ଼ିଶାର ଅନୁମତିକୁ ଆନ୍ଧ୍ରର ଅପେକ୍ଷା

କୋରାପୁଟ: ଓଡ଼ିଶା ସୀମାରେ ମେଗା ବିଦ୍ୟୁତ ଉତ୍ପାଦନ ପ୍ରକଳ୍ପ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଥିବା ଆନ୍ଧ୍ର ବର୍ତ୍ତମାନ ଚୂଡ଼ାନ୍ତ ରୂପ ଦେବାକୁ ପ୍ରସ୍ତୁତି ଆରମ୍ଭ କରିଛି। ପ୍ରକଳ୍ପର କିଛି ଅଂଶ ବିବାଦୀୟ କୋଟିଆ ପଞ୍ଚାୟତକୁ ସଂପ୍ରସାରଣ ହେବାକୁ ରହିଥିବାରୁ ଓଡ଼ିଶାର ଅନୁମତିକୁ ଅପେକ୍ଷା…
ଅଧିକ ଖବର ଦେଖନ୍ତୁ...

ଜୟପୁର: ଦୁଇ ଦିନ ପାଇଁ ବିମାନ ସେବା ବାତିଲ

ଜୟପୁର : ଭୁବନେଶ୍ବରରୁ ଜୟପୁର ଏବଂ ଜୟପୁରରୁ ବିଶାଖାପାଟଣା ପର୍ଯ୍ୟନ୍ତ ‘ଇଣ୍ଡିଆ ୱାନ୍‌’ ଏୟାର ବିମାନ ସେବାକୁ ପୁଣି ଦୁଇ ଦିନ ପାଇଁ ବାତିଲ କରାଯାଇଛି। କଂପାନି ପକ୍ଷରୁ ଏ ନେଇ ସୂଚନା ଦିଆଯିବା ସହ ୧୯ତାରିଖ ପାଇଁ କଂପାନି ପକ୍ଷରୁ ଅଗ୍ରୀମ ଟିକେଟ୍‌ ବୁକିଂ କରାଯାଉଛି। ବାରମ୍ବାର ସେବା…
ଅଧିକ ଖବର ଦେଖନ୍ତୁ...

ବୋଲବମ କାଉଡିଆଙ୍କ ସଂଖ୍ୟା ବଢ଼ୁଛି, ପ୍ରଶାସନ ପକ୍ଷରୁ ପାତ୍ରପୁଟ ବ୍ରିଜ ନିକଟରେ ମିଳୁନି ସହଯୋଗ

ଜୟପୁର: ପବିତ୍ର ଯୋଡା ଶ୍ରାବଣ ମାସର ଦ୍ବିତୀୟ ସୋମବାର। ଏହି ଦିନ ରାଜ୍ୟର ପ୍ରମୁଖ ଶୈବପୀଠ ଗୁପ୍ତେଶ୍ବରରେ ଜଳଲାଗି କରିବା ପାଇଁ ବୋଲବମ ମାନସିକ ବ୍ରତଧାରୀ କାଉଡିଆଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅବିଭକ୍ତ କୋରାପୁଟ ଜିଲା ସମେତ, କଳାହାଣ୍ଡି, ବଲାଙ୍ଗୀର, ସମ୍ବଲପୁର, ନୂଆପଡ଼ା, ସୋନପୁର,…
ଅଧିକ ଖବର ଦେଖନ୍ତୁ...

ଗାଁ ଭଳି ସହରର ଅବସ୍ଥା, ନିର୍ମାଣର ୨ବର୍ଷ ମଧ୍ୟରେ ଭାଙ୍ଗିଗଲା କଲଭର୍ଟ

ଜୟପୁର: ସହରର ବହୁ ସାହି ଓ କଲୋନୀର ରାସ୍ତା ନିର୍ମାଣ, ସ୍ବେରେଜ୍ ବ୍ୟବସ୍ଥା ସଜାଡ଼ିବା ପାଇଁ ସାହି ବାସିନ୍ଦାମାନେ ବାରମ୍ବାର ପୌରପାଳିକାକୁ ଲିଖିତ ଓ ମୌଖିକ ଅଭିଯୋଗ କରିବା ପରେ ବି କିଛି ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି। ସଂପ୍ରତି ଲାଗି ରହିଥିବା ଲଘୁଚାପ ବର୍ଷା ଫଳରେ ବହୁ…
ଅଧିକ ଖବର ଦେଖନ୍ତୁ...

୨ ଦିନ ପାଇଁ ବିମାନ ବାତିଲ, ଅଗ୍ରିମ ଟିକେଟ ସଂରକ୍ଷିତ କରିଥିବା ଯାତ୍ରୀ ହନ୍ତସନ୍ତ

ଜୟପୁର: ପୁଣି ଆଉ ଦୁଇ ଦିନ ପାଇଁ ଇଣ୍ଡିଆ ୱାନ ଏୟାର ବିମାନ ଚଳାଚଳକୁ ବାତିଲ୍ କରିଥିବା ସୂଚନା ମିଳିଛି। ଭୁବନେଶ୍ବର –ଜୟପୁର, ଜୟପୁର- ବିଶାଖାପାଟଣା, ବିଶାଖାପାଟଣା-ଜୟପୁର, ଜୟପୁର–ଭୁବନେଶ୍ବର ଯିବା ପାଇଁ ଟିକେଟ ଅଗ୍ରିମ ସଂରକ୍ଷିତ କରିଥିବା ଯାତ୍ରୀମାନଙ୍କୁ ଆଜି ଫୋନ ଯିବା ପରେ ପୁଣି…
ଅଧିକ ଖବର ଦେଖନ୍ତୁ...

ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ମାଲବାହୀ ଟ୍ରେନ୍‌, ବଗି ଛାଡ଼ି ଚାଲିଗଲା ଇଞ୍ଜିନ୍‌

ଲମତାପୁଟ : କୋରାପୁଟ-ବିଶାଖାପାଟଣା ଟ୍ରାକ୍‌ରେ ପୁଣି ଅଘଟଣ ଘଟିଛି। ବଗି ଛାଡ଼ି ବହୁ ଦୂରକୁ ଚାଲିଯାଇଥିଲା ଇଞ୍ଜିନ୍‌। ଯଦିଓ ବଡ଼ ଦୁର୍ଘଟଣା ଘଟିନାହିଁ, ତଥାପି ଟ୍ରେନ୍‌ ଚଳାଚଳରେ ବାରମ୍ବାର ହେଉଥିବା ବଡ଼ ବିଭ୍ରାଟକୁ ଏହି ଘଟଣା ସାମ୍ନାକୁ ଆଣିଛି। ସୂଚନା ଅନୁଯାୟୀ, ରବିବାର ସକାଳ ପ୍ରାୟ…
ଅଧିକ ଖବର ଦେଖନ୍ତୁ...

ପୁଣି ପ୍ରତିବନ୍ଧକ ସାଜିଲା ମେଘୁଆ ପାଗ: ଅବତରଣ ନକରି ଚାଲିଗଲା ବିମାନ

ଜୟପୁର : ଖରାପ ପାଗ ଯୋଗୁ ଆଜି ଭୁବନେଶ୍ବରରୁ ଯାତ୍ରୀଙ୍କୁ ନେଇ ଆସିଥିବା ଇଣ୍ଡିଆ ୱାନ୍‌ ଏୟାର କଂପାନିର ବିମାନ ଜୟପୁର ଏୟାରପୋର୍ଟରେ ଅବତରଣ କରିପାରିନି। ଆକାଶରେ ଚକ୍କର କାଟିବା ପରେ ଯାତ୍ରୀଙ୍କୁ ନେଇ ପୁଣି ଭୁବେନଶ୍ବର ଫେରିଯାଇଥିଲା। ଅନ୍ୟପକ୍ଷରେ ବିଶାଖାପାଟଣା ଓ ଭୁବନେଶ୍ବର ଯାତ୍ରା…
ଅଧିକ ଖବର ଦେଖନ୍ତୁ...

ଯୁକ୍ତଦୁଇ ମେଧାତାଲିକାରେ ନଥିଲା; ଏବେ ଯୁକ୍ତତିନିରେ ବି ନାହିଁ ବିକ୍ରମଦେବ

ଜୟପୁର: ଦିନ ଥିଲା ସମଗ୍ର ରାଜ୍ୟରେ ବିକ୍ରମଦେବ କଲେଜର ନାଁ ଥିଲା। ଏଠାରେ ପାଠ ପଢ଼ିବା ପାଇଁ ଭଲ ମାର୍କ ଓ ମେଧାତାଲିକାରେ ସ୍ଥାନ ପାଉଥିବା ପିଲା ଆଗ୍ରହ ପ୍ରକାଶ କରୁଥିଲେ। ରାଜ୍ୟସ୍ତରରେ ଯୁକ୍ତଦୁଇ ଓ ଯୁକ୍ତତିନି କଟଅପ୍ ମାର୍କ ବା ମେଧାତାଲିକାରେ କଲେଜର ସ୍ଥାନ ରହୁଥି‌ଲା। ଧିରେ ଧିରେ ଏହି…
ଅଧିକ ଖବର ଦେଖନ୍ତୁ...