ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ରଥ ନିର୍ମାଣକୁ ମାସେ: ଦଣ୍ଡାରେ ସଂଯୋଗ ହେଲା ମୁହାଣ୍ଟ

ପୁରୀ : ରଥଖଳାରେ ରଥ ନିର୍ମାଣକୁ ଆଜି ମାସେ ପୂରିଛି। ଆଜି ପ୍ରଥମ କରି ତିନି ରଥର ପଞ୍ଚ ଦଣ୍ଡାରେ ଆଗ ମୁହାଣ୍ଟ ଓ ପଛ ମୁହାଣ୍ଟ ପରୀକ୍ଷାମୂଳକ ସଂଯୋଗ ଆରମ୍ଭ ହୋଇଛି। ପଞ୍ଚ ଦଣ୍ଡା ସହ ତାଳଧ୍ବଜ ରଥ, ନନ୍ଦିଘୋଷ ରଥର ଆଉ ୪ଟି ଲେଖାଏଁ ଦଣ୍ଡା ନିର୍ମାଣ ଶେଷ ହୋଇଛି। ଦେବଦଳନ ରଥର ପଞ୍ଚ ଦଣ୍ଡା…
ଅଧିକ ଖବର ଦେଖନ୍ତୁ...

ଶ୍ରୀନୃସିଂହନାଥଙ୍କ ମନ୍ଦିରରୁ ୧୫ ଅଷ୍ଟଧାତୁ ମୂର୍ତ୍ତି ଚୋରି

ପିପିଲି :ପୁରୀ ଜିଲ୍ଲାରେ ମାତିଛନ୍ତି ମୂର୍ତ୍ତି ଚୋର। ମୂର୍ତ୍ତିଚୋରଙ୍କ ଯୋଗୁ ମନ୍ଦିରରୁ ଚଳନ୍ତି ପ୍ରତିମା ଉଭାନ ହୋଇଯାଉଛନ୍ତି। ଆଗରୁ ଜିଲ୍ଲାର ବିଭିନ୍ନ ମନ୍ଦିରରୁ ଲୁଟେରାମାନେ ମୂଲ୍ୟବାନ ମୂର୍ତ୍ତି ଚୋରି କରିଛନ୍ତି । ସମାନ ଢଙ୍ଗରେ ପିପିଲି ଥାନା ନୂଆଶାସନ ଗାଁ’ର ଆରାଧ୍ୟ ଶ୍ରୀ…
ଅଧିକ ଖବର ଦେଖନ୍ତୁ...

ଦକ୍ଷିଣକାଳୀଙ୍କ ପୀଠରେ ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପର ଶିଳାନ୍ୟାସ

ସାକ୍ଷୀଗୋପାଳ : ଓଡ଼ିଶାର ଗ୍ରାମ୍ୟ ଜୀବନରେ ବୀରଗୋବିନ୍ଦପୁର ଗ୍ରାମକୁ ଗୋଟିଏ ପର୍ଯ୍ୟଟନ କେନ୍ଦ୍ର ତଥା ସୁସଜ୍ଜିତ, ସମୃଦ୍ଧ ଓ ସଂସ୍କୃତି ସମ୍ପନ୍ନ ଅଞ୍ଚଳ କରାଯିବ। ଏଥିପାଇଁ ଆମେ ସମସ୍ତେ ସାମୂହିକ ଦାୟିତ୍ୱ ନେବା ଉଚିତ୍ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପୁରୀ…
ଅଧିକ ଖବର ଦେଖନ୍ତୁ...

ବେଳାଭୂମିରେ ଟଳିପଡ଼ିଲେ ପର୍ଯ୍ୟଟକ

ପୁରୀ : ସମୁଦ୍ରରେ ଗାଧୋଇ ଆସି ବେଳାଭୂମିରେ ବସିଥିବା ବେଳେ ଜଣେ ପର୍ଯ୍ୟଟକ ହଠାତ ଟଳିପଡ଼ିଥିଲେ। ତାଙ୍କୁ ପରିବାର ଲୋକେ ସଦର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ସଦର ଥାନା ପୁଲିସ ଏହି ମୃତଦେହ ଜବତ କରି ଏ ସଂକ୍ରାନ୍ତରେ ଏକ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କଲେ ପୁରୀ ବିଧାୟକ

ପୁରୀ: ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ। ଓଡ଼ିଶା ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଚାଲେଞ୍ଜ୍‌ କରି ଦାଏର ‌କରାଯାଇଥିବା ଦୁଇଟି ପିଟିସନକୁ  ସୁପ୍ରିମ୍‌ କୋର୍ଟ ରଦ୍ଦ କରିବା ପରେ ସେ ନିଜର ପ୍ରତିକ୍ରିୟାରେ କହିଛନ୍ତି, ଗୋଟେ…
ଅଧିକ ଖବର ଦେଖନ୍ତୁ...

ଆଫ୍ରିକାର କିଲିମାଞ୍ଜାର ପର୍ବତ ଶୃଙ୍ଗ ଅଭିମୁଖେ ଓଡ଼ିଆ ପୁଅ

ପୁରୀ: ପୁରୀ ଜିଲ୍ଲା ରଘୁରାଜପୁରର ଯୁବ ପର୍ବତାରୋହୀ ଚିନ୍ମୟ ମହାରଣା ସାଉଥ୍ ଆଫ୍ରିକାର କିଲିମାଞ୍ଜାର ପର୍ବତ ଶୃଙ୍ଗ ଆରୋହଣ ଲକ୍ଷ୍ୟରେ ଯାତ୍ରା ଆରମ୍ଭ କରିଛନ୍ତି। ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ସମର୍ଥ ବର୍ମା ଚିନ୍ମୟଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ…
ଅଧିକ ଖବର ଦେଖନ୍ତୁ...

ବିଶ୍ଵ ସାଇକେଲ ଦିବସ ପାଳନ ଅବସରରେ ସାଇକେଲ ଶୋଭାଯାତ୍ରା

ପୁରୀ: ଶୁକ୍ରବାର ବିଶ୍ଵ ସାଇକେଲ ଦିବସ ପାଳନ ଅବସରରେ ପୁରୀ ଜିଲ୍ଲା ପ୍ରଶାସନ, ଯୁବ ସେବା ଓ କ୍ରୀଡ଼ା ମନ୍ତ୍ରାଳୟ ଏବଂ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଏହି ସାଇକେଲ ଶୋଭାଯାତ୍ରାକୁ ଶ୍ରୀମନ୍ଦିର ନିକଟରୁ ପୁରୀ ଷ୍ଟାଡିୟମ ଅଭିମୁଖେ ଜିଲ୍ଲା ସୂଚନା ଓ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପିଟିସନ୍‌ ରଦ୍ଦ ହେବା ପରେ ମୁଖ୍ୟମନ୍ତ୍ରୀ କହିଲେ ଏହି ଦି‘ପଦ କଥା

ଭୁବନେଶ୍ବର/ ନୂଆଦିଲ୍ଲୀ: ଓଡ଼ିଶା ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଚାଲେଞ୍ଜ୍‌ କରି ଦାଏର ‌କରାଯାଇଥିବା ଦୁଇଟି ପିଟିସନକୁ  ସୁପ୍ରିମ୍‌ କୋର୍ଟ ରଦ୍ଦ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜର ଟୁଇଟରରେ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଚାଲେଞ୍ଜ୍‌ କରି ଆଗତ ପିଟିସନ୍‌କୁ ରଦ୍ଦ କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଓଡ଼ିଶା ସରକାରଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଚାଲେଞ୍ଜ୍‌ କରି ଦାଏର ‌କରାଯାଇଥିବା ଦୁଇଟି ପିଟିସନ୍‌ଙ୍କୁ ଆଜି ସୁପ୍ରିମ୍‌ କୋର୍ଟ ରଦ୍ଦ କରି ଦେଇଛନ୍ତି। ଏହି ପିଟିସନ୍‌ଗୁଡ଼ିକୁ ମୂଲ୍ୟହୀନ ଏବଂ ଜନସ୍ବାର୍ଥ ବିରୋଧୀ ବୋଲି କହି ଅଦାଲତ୍‌ ଉଭୟ ଆବେଦନକାରୀଙ୍କ ଉପରେ ୧…
ଅଧିକ ଖବର ଦେଖନ୍ତୁ...

ବନ୍ଦ ହେଉନି ଆନନ୍ଦବଜାର ବିଶୃଙ୍ଖଳା: କୋଇଲି ବୈକୁଣ୍ଠରେ ବିକ୍ରି ହେଉଛି ମହାପ୍ରସାଦ

ପୁରୀ : ଆନନ୍ଦବଜାରରେ ଶୃଙ୍ଖଳା ଆଣିବାକୁ ୨୦୧୮ ମସିହାରୁ ସୁପ୍ରିମକୋର୍ଟ ଆଦେଶ ଦେଲେଣି। କିନ୍ତୁ ଅଦ୍ୟାବଧି ଆନନ୍ଦବଜାରରେ ଶୃଙ୍ଖଳା ଫେରୁନି। ଯାହାର ଜ୍ବଳନ୍ତ ଉଦାହରଣ ପାଲଟିଛି ଆନନ୍ଦବଜାର ବଦଳରେ କୋଇଲି ବୈକୁଣ୍ଠରେ ମହାପ୍ରସାଦ ବିକ୍ରି। କିଛିଦିନ ହେବ କୋଇଲି ବୈକୁଣ୍ଠରେ କିଛି ସୁଆର…
ଅଧିକ ଖବର ଦେଖନ୍ତୁ...