ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡ: ଫେରାର ଅନ୍ୟ ୩ ଅଭିଯୁକ୍ତଙ୍କୁ ଧରିଲା ପୁରୀ ପୁଲିସ

ପୁରୀ: ପୁରୀର ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡ ମାମଲାରେ ଫେରାର ଥିବା ଅନ୍ୟ ୩ ଅଭିଯୁକ୍ତଙ୍କୁ ଧରିବାରେ ପୁରୀ ପୁଲିସ ସଫଳ ହୋଇଛି। ଏହି କୁନମୁନ ସୁଆର, ହରି ପଣ୍ଡା ଓ ଟୁଟୁ ମହାପାତ୍ର।ଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ନେଇ ପୁରୀ ଆରକ୍ଷୀ ଅଧୀକ୍ଷକ କନୱର ବିଶାଲ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ନାଟମଣ୍ଡପରେ ଫାଟ; ଧୀରେଧୀରେ ଫାଟ ମେଲୁଛି, ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ବଢ଼ାଉଛି କି ବିପଦ?

ପୁରୀ : ଶ୍ରୀମନ୍ଦିର ନାଟମଣ୍ଡପରେ ଫାଟ। ତାହା ପୁଣି ଅଢ଼େଇ ଫୁଟର। ନାଟମଣ୍ଡପ ଛାତରେ ଯେଉଁଠି ଠାକୁରଙ୍କ ଫଟୋ ଲଗାଇବା ସ୍ଥାନ ରହିଛି, ସେହି ସ୍ଥାନରେ ଏଭଳି ବିରାଟ ଫାଟ ସୃଷ୍ଟି ହୋଇଛି। ଏହା ପୁରୁଣା ଫାଟ ନା ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଖନନ ପରେ ଏଭଳି ଫାଟ ସୃଷ୍ଟି ହୋଇଛି, ତାକୁ ନେଇ…
ଅଧିକ ଖବର ଦେଖନ୍ତୁ...

ମହାପ୍ରଭୁଙ୍କ ଦର୍ଶନ କଲେ କପିଲ ଶର୍ମା, ସାମ୍ବାଦିକଙ୍କୁ ଦେଖି ଦୌଡ଼ିଲେ

ପୁରୀ :ଜଣାଶୁଣା ବଲିଉଡ୍‌ କଳାକାର କପିଲ ଶର୍ମା ସୋମବାର ରାତିରେ ମହାପ୍ରଭୁଙ୍କ ଦର୍ଶନ କରି ଫେରିଛନ୍ତି। ତେବେ, ଦର୍ଶନ ସାରି ଫେରିବା ପରେ କପିଲ ମତାମତ ଦେବାବଦଳରେ ସାମ୍ବାଦିକଙ୍କୁ ଦେଖି ଦୌଡ଼ିବା ଓ ତାଙ୍କ ସହ ସୁରକ୍ଷା ଦାୟିତ୍ବରେ ଥିବା ପୁଲିସମାନେ ଦୌଡ଼ିବା ସାଧାରଣରେ ହାସ୍ୟରୋଳ…
ଅଧିକ ଖବର ଦେଖନ୍ତୁ...

ପୁରୀର ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡ: ଦୁଇ ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ସମେତ ୬ ଗିରଫ

ପୁରୀ: ପୁରୀର ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡ ମାମଲାରେ ଗୁନ ସିଂହାରୀଙ୍କ ଭାଇ ନିତ୍ୟାନନ୍ଦ ମହାପାତ୍ର ଓ ପୁତୁରା ଦୋଳଗୋବିନ୍ଦଙ୍କ ସମେତ ୬ ଜଣଙ୍କୁ ପୁଲିସ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଦୁଇ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ଆରକ୍ଷୀ…
ଅଧିକ ଖବର ଦେଖନ୍ତୁ...

ପିପିଲିରେ ନିର୍ବାଚନୀ ହିଂସା! କଂଗ୍ରେସର କ୍ୟାମ୍ପ ଅଫିସକୁ ଜାଳି ଦେଲେ ଦୁର୍ବୃତ୍ତ: ବିଜେଡିର ହାତ ଥିବା କଂଗ୍ରେସର…

ପିପିଲି: ପଞ୍ଚାୟତ ନିର୍ବାଚନକୁ ନେଇ ପିପିଲିରେ ରାଜନୈତିକ ହିଂସାକାଣ୍ତ ଘଟିଥିଲା। ଏବେ ପୌର ନିର୍ବାଚନକୁ ନେଇ ପିପିଲିରେ ନିର୍ବାଚନୀ ହିଂସା ଘଟିଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ୭ ନମ୍ବର ୱାର୍ଡରେ ଥିବା କଂଗ୍ରେସର କ୍ୟାମ୍ପ…
ଅଧିକ ଖବର ଦେଖନ୍ତୁ...

ପୁରୀ ସ୍ୱର୍ଗଦ୍ୱାରରେ ଖୋଲିଲା ପ୍ରଶାସନିକ ବ୍ଲକ୍‌, କାଫେଟେରିଆ

ପୁରୀ : ସ୍ବର୍ଗଦ୍ବାର ନୂଆ ରୂପ ପାଇଥିବା ବେଳେ ଧୀରେଧୀରେ ବିଭିନ୍ନ ବ୍ଲକ୍‌ର ନିର୍ମାଣ କାର୍ଯ୍ୟ ଶେଷ ହେଉଛି। ଏହି କ୍ରମରେ ଆଜି ସ୍ବର୍ଗଦ୍ବାର ପ୍ରଶାସନିକ ବ୍ଲକ୍‌, ଜାଳେଣି କାଠ କେନ୍ଦ୍ର, ପଞ୍ଜୀକରଣ କେନ୍ଦ୍ର, ପୂଜା ସାମଗ୍ରୀ ବିକ୍ରୟ କେନ୍ଦ୍ର ଓ ଚା ଜଳଖିଆ ଖାଇବା ପାଇଁ ଉଦ୍ଦିଷ୍ଟ…
ଅଧିକ ଖବର ଦେଖନ୍ତୁ...

କାଳିଆ ପଢ଼ିଆରୀ ହତ୍ୟା ମାମଲା: ଗୁନଙ୍କ ଭାଇ, ପୁତୁରା ସମେତ ୫ ଅଟକ

ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ତଥା ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପଢ଼ିଆରୀ ହତ୍ୟା ଘଟଣାରେ ପୁଲିସ ଏବେ ଗୁନ ସିଂହାରୀଙ୍କ ଭାଇ କାଳିଆ ସିଂହାରୀ ଓରଫ ତଳୁଚ୍ଛ ନିତ୍ୟାନନ୍ଦ ମହାପାତ୍ର, ପୁତୁରା ଦୋଳଗୋବିନ୍ଦ ଓରଫ ତଳୁଚ୍ଛ ଆଶିଷ ମହାପାତ୍ରଙ୍କ ସମେତ…
ଅଧିକ ଖବର ଦେଖନ୍ତୁ...

‘ଆମ ପାଞ୍ଜି’ ଶ୍ରୀଜଗନ୍ନାଥ, ଶ୍ରୀଲିଙ୍ଗରାଜଙ୍କ ନିକଟରେ ସମର୍ପିତ

ଭୁବନେଶ୍ୱର/ପୁରୀ : ପବିତ୍ର ହୋଲି ଅବସରରେ ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ପ୍ରକାଶିତ ‘ଆମ ପାଞ୍ଜି’ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀଲିଙ୍ଗରାଜଙ୍କ ନିକଟରେ ସମର୍ପିତ ହୋଇଛି। ‘ସମ୍ବାଦ’ର ସଂପାଦକ ତଥା ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ସମେତ ‘ଆମ ଓଡ଼ିଶା’ ସଂପାଦକ…
ଅଧିକ ଖବର ଦେଖନ୍ତୁ...

ମହାପ୍ରଭୁଙ୍କୁ ଦର୍ଶନ ବେଳେ ଦଳାଚକଟା ପରିସ୍ଥିତି, ମାନବାଧିକାର ଆୟୋଗରେ ମାମଲା

ଚେତିଲା ପ୍ରଶାସନ, ମରିଚିକୋଟ ଯାଏ ଅସ୍ଥାୟୀ ସାମିଆନା ଚାରିଦ୍ବାର ଖୋଲାଯିବାକୁ ନେଇ ପୁଣି ଚର୍ଚ୍ଚା ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସି ଦୋଳପୂର୍ଣ୍ଣମୀରେ ଦଳାଚକଟା ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ଭକ୍ତ। ଗତକାଲି ନୀତି ବିଳମ୍ବ ଯୋଗୁଁ ‌ଭକ୍ତମାନେ…
ଅଧିକ ଖବର ଦେଖନ୍ତୁ...

ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡ: ୫ ଅଭିଯୁକ୍ତ ଅଟକ

ପୁରୀ: ପୁରୀର ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡ ମାମଲାରେ ପୁଲିସ ୫ ଜଣଙ୍କୁ ଅଟକ ରଖିଛି। ଗତ କିଛି ଦିନ ଧରି ଛାନଭିନ୍ କରିବା ପରେ ପୁଲିସ ଏହି ହତ୍ୟାକାଣ୍ଡ ଘଟଣାରେ ୫ ଜଣଙ୍କୁ ଅଟକ ରଖିଛି । ଅଟକମାନଙ୍କ ମଧ୍ୟରୁ କାଳିଆ ସିଂହାରୀ ଓ ଦୋଳଗୋବିନ୍ଦ ଅନ୍ୟତମ । ହତ୍ୟାକାଣ୍ଡରେ ଏହି…
ଅଧିକ ଖବର ଦେଖନ୍ତୁ...