ଅନୁସନ୍ଧାନ କରୁଥିବା ବର୍ଗ

ସୁନ୍ଦରଗଡ଼

ସ୍ୱାମୀଙ୍କ ସାମ୍ନାରେ ସ୍ତ୍ରୀଙ୍କୁ ଦଳିଚକଟି ମାରିଲା ଦନ୍ତା

କୋଇଡ଼ା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଖଣି ଅଞ୍ଚଳରେ ନରହନ୍ତା ଦନ୍ତା ହାତୀର ପ୍ରକୋପ ଜାରି ରହିଛି। ଏମିତିକି ଆଜି ପୁଣି ନେଲା ଆଉ ଏକ ଜୀବନ। କୋଇଡ଼ା ଥାନା ଅଧୀନସ୍ଥ ପାଟମୁଣ୍ଡା ପଞ୍ଚାୟତ କଦମଡିହି ନାଳିଆଡିହି ଗ୍ରାମକୁ ଗତକାଲି ବିଳମ୍ବିତ ସନ୍ଧ୍ୟାରେ କୋଇଡ଼ା ସାପ୍ତାହିକ ବଜାର ସାରି ଗ୍ରାମର…
ଅଧିକ ଖବର ଦେଖନ୍ତୁ...

ଗୋପାଳପୁରରେ ଖୋଲିଲା ମାଗଣା ଚକ୍ଷୁ ଚିକିତ୍ସା କେନ୍ଦ୍ର

ସୁନ୍ଦରଗଡ଼: ହେମଗିର ବ୍ଲକ୍ ଗୋପାଳପୁରଠାରେ ଖଣି ଅଞ୍ଚଳର ଲୋକଙ୍କୁ ମାଗଣାରେ ଚକ୍ଷୁ ଚିକିତ୍ସା ଯୋଗାଇଦେବା ଲକ୍ଷ୍ୟରେ ଏକ ଚକ୍ଷୁ ଚିକିତ୍ସା କେନ୍ଦ୍ର (ଲାୟନ୍ସ ଭିଜନ୍ ସେଣ୍ଟର) ଖୋଲାଯାଇଛି। ରାଉରକେଲା ବେଦବ୍ୟାସ ଲାୟନ୍ସ ଚକ୍ଷୁ ହସ୍ପିଟାଲ ଓ ମିଲେନିୟମ ସପ୍ଲାୟର ସଂସ୍ଥାର ସମ୍ମିଳିତ…
ଅଧିକ ଖବର ଦେଖନ୍ତୁ...

ଆର୍‌ଏସ୍‌ପିରେ ଦୁର୍ଘଟଣା: ଠିକାକର୍ମଚାରୀଙ୍କ ମୃତ୍ୟୁ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ରେ ଦୁର୍ଘଟଣା ଘଟି ଜଣେ ଠିକାକର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଗତକାଲି ଅପରାହ୍ନ ସାଢ଼େ ୩ଟାରେ ଆର୍‌ଏସ୍‌ପିର ୱାଟର ପ୍ୟୁରିଫିକେସନ୍‌ ପ୍ଲାଣ୍ଟରେ କାମ କରିବାକୁ ସେ ସିଢ଼ିରେ ଚଢ଼ୁଥିଲେ। ଗୋଡ଼ ଖସିଯିବାରୁ ତଳେ ପଡ଼ିଯାଇଥିଲେ। ଗୁରୁତର…
ଅଧିକ ଖବର ଦେଖନ୍ତୁ...

ସାର ପାଇଁ ଧାଡ଼ିରେ ଆଧାରକାର୍ଡ, ପଇଡ଼ ଓ ପଥର ଥୋଇଲେ ଚାଷୀ, ରାତି ୩ଟାରୁ ଅଧିଆ ପଡ଼ିଲେ

ସୁନ୍ଦରଗଡ଼: ୫ ତାରିଖ ଶନିବାର ସୁନ୍ଦରଗଡ଼ ଆରସିଏମଏସ୍ ଅଫିସ ଆଗରେ ଦେଖିବାକୁ ମିଳିଥିଲା ଏକ କୌତୂହଳପ୍ରଦ ଦୃଶ୍ୟ। ଅଫିସ ଫାଟକରୁ ରାସ୍ତାର ବହୁ ଦୂର ଯାଏ ଲାଗିଥିଲା ଆଧାରକାର୍ଡ, ପଇଡ଼, ପଥରର ଲମ୍ବା ଧାଡ଼ି। ଘଟଣା କଣ ବୁଝୁ ବୁଝୁ ଜଣାପଡ଼ିଲା ଯେ ସାର ପାଇଁ ଚାଷୀମାନେ ରାତି ୩ଟାରୁ ଆସି ଆଧାରକାର୍ଡ,…
ଅଧିକ ଖବର ଦେଖନ୍ତୁ...

ଆର୍‌ଏମ୍‌ସିରେ ଚାଲିଛି ଠିକାଦାର ପୋଷା; ରାସ୍ତା ସଫେଇ ଓ ପାଣି ସିଞ୍ଚନ ଗାଡ଼ି କାହା ସ୍ବାର୍ଥରେ?

ରାଉରକେଲା: ଠିକାଦାର ପୋଷାନୀତି ଆପଣେଇଛି ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)। ‘ମୁକ୍ତା’ ହେଉ ଅବା ‘ଜାଗା ମିସନ’ ଯୋଜନା ସବୁଥିରେ ଦୁର୍ନୀତିର ଗନ୍ଧ ବାହାରୁଛି। ନିକଟରେ ମୁକ୍ତା ଯୋଜନାରେ ‘ଲୁ’ (ଶୌଚାଳୟ) ନିର୍ମାଣ ଓ ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥାର କାମଗୁଡ଼ିକୁ ସ୍ପଷ୍ଟ ବାରି…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ୍‌, ୫ ହଜାର ଅର୍ଥଦଣ୍ଡ

ରାଉରକେଲା: ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ମାମଲାର ଆଜି ରାୟ ପ୍ରକାଶ ପାଇଛି। ଦ୍ବିତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ମନୋଜ କୁମାର ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍‌ଦଣ୍ଡ ସହ ୫ ହଜାର ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ୍‌ ଶୁଣାଇଛନ୍ତି। ୧୩ ଜଣ ସାକ୍ଷୀଙ୍କ…
ଅଧିକ ଖବର ଦେଖନ୍ତୁ...

ଧରାପଡ଼ିଲା ବିହାରର ଗଞ୍ଜେଇ ବେପାରୀ; ୧୪.୨୮୬ କେଜି ଗଞ୍ଜେଇ ଜବତ

ରାଉରକେଲା: ଟ୍ରେନ୍‌, ବସ୍‌ରେ ଗଞ୍ଜେଇ ଚୋରାଚାଲାଣ ସୀମା ଟପିଲାଣି। କୋରାପୁଟ, ଦେବଗଡ଼, ସମ୍ବଲପୁର, ମାଲକାନଗିରି, କଳାହାଣ୍ଡି ଆଦି ଅଞ୍ଚଳରୁ ରାଉରକେଲା ଦେଇ ନିୟମିତ ଗଞ୍ଜେଇ ଚାଲାଣ ହେଉଛି। ବିଭିନ୍ନ ଟ୍ରେନ୍‌ ତଥା ବସ୍‌ରେ ଏହି କାରବାର ବେଗ ଧରିଥିବାବେଳେ ଥମିବାର ନାଁ ନେଉନି। ଆଜି…
ଅଧିକ ଖବର ଦେଖନ୍ତୁ...

୩ ଦିନ ହେଲା ହଷ୍ଟେଲରେ ପାଣି ନାହିଁ, ରାସ୍ତାକୁ ଓହ୍ଲାଇଲେ ନର୍ସିଂ ଛାତ୍ରଛାତ୍ରୀ

ସୁନ୍ଦରଗଡ଼: ବହୁ ଅଵ୍ୟବସ୍ଥାରେ ଥିବା ସୁନ୍ଦରଗଡ଼ ସରକାରୀ ନର୍ସିଂ ମହାବିଦ୍ୟାଳୟ ହଷ୍ଟେଲକୁ ୩ ଦିନ ହେଲା ପାଣି ଆସୁ ନାହିଁ। ଯାହା ଫଳରେ ଛାତ୍ରଛାତ୍ରୀଙ୍କ ସ୍ନାନଶୌଚଠାରୁ ଆରମ୍ଭ କରି ପିଇବା ଓ ରୋଷେଇ ପାଇଁ ବଡ଼ ସମସ୍ୟା ଦେଖାଦେଇଛି। କର୍ତ୍ତୃପକ୍ଷଙ୍କୁ ଅଭିଯୋଗ ପରେ ବି କୌଣସି ପଦକ୍ଷେପ ଗ୍ରହଣ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଘରେ ସଶସ୍ତ୍ର ଡକାୟତି

ସୁନ୍ଦରଗଡ଼: ହେମଗିର ପଞ୍ଚାୟତ ସମିତି ପୂର୍ବତନ ଅଧକ୍ଷ ତଥା ବର୍ତ୍ତମାନର ବିଜେଡି ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଗୋପାଳ ପଧାନଙ୍କ ବିଲେଇମୁଣ୍ଡାସ୍ଥିତ ବାସଭବନରେ ସଶସ୍ତ୍ର ଡକାୟତି ହୋଇଛି। ଗତକାଲି ବିଳମ୍ବିତ ରାତି ୫ ଜଣ ଡକାୟତ ଘର ପଛପଟ ଦେଇ ପଶିବା ସହ ଘରେ ଥିବା ସମସ୍ତ ସଦସ୍ୟଙ୍କୁ…
ଅଧିକ ଖବର ଦେଖନ୍ତୁ...

ମନ୍ଦିରାର ସବୁ ଗେଟ୍‌ ଖୋଲା: ଫୁଲୁଛି ବ୍ରାହ୍ମଣୀ, ଚିନ୍ତାରେ ସହରତଳି ବସ୍ତି

ରାଉରକେଲା: ଝାଡ଼ଖଣ୍ଡ ଉପରମୁଣ୍ଡରେ ଜାରି ରହିଥିବା ଅବିଶ୍ରାନ୍ତ ବର୍ଷା ଯୋଗୁ ବ୍ରାହ୍ମଣୀ ନଦୀ ଫୁଲିବାରେ ଲାଗିଛି। ଆଜି ମନ୍ଦିରା ଡ୍ୟାମ୍‌ର ସମସ୍ତ ଗେଟ୍‌ ଖୋଲିବା ପରେ ବ୍ରାହ୍ମଣୀ ନଦୀ ଜଳ ବିପଦ ସଙ୍କେତଠାରୁ ମାତ୍ର ଦେଢ଼ଫୁଟ୍‌ ତଳେ ପ୍ରଭାବିତ ହେଉଛି। ଜଳସ୍ତର ବଢ଼ିବାରୁ ଆର୍‌ଏସ୍‌ପି…
ଅଧିକ ଖବର ଦେଖନ୍ତୁ...