ଅନୁସନ୍ଧାନ କରୁଥିବା ବର୍ଗ

ସୁନ୍ଦରଗଡ଼

ପ୍ରତିମାଙ୍କ ଶେଷକୃତ୍ୟ ସମ୍ପନ୍ନ: ମୁମ୍ବାଇରେ ସୁଟକେଶ ଭିତରୁ ମିଳିଥିଲା ମୃତଦେହ

ସୁନ୍ଦରଗଡ଼: ଗତ ୧୯ ତାରିଖ ରବିବାର ମୁମ୍ବାଇ କୁର୍ଲା ଷ୍ଟେସନ ଯିବା ରାସ୍ତାରେ ଏକ ସୁଟକେଶ ମଧ୍ୟରୁ ମିଳିଥିବା ସୁନ୍ଦରଗଡ଼ ଲେଫ୍ରିପଡ଼ା ଥାନା ବୁନ୍ଦଲିକାନି ଗାଁର ଯୁବତୀ ପ୍ରତିମା କିସପଟ୍ଟାଙ୍କର ମୃତଦେହ ଗାଁରେ ପହଞ୍ଚିଲା ପରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ମଶାଣିରେ ଶେଷକୃତ୍ୟ ସମ୍ପନ୍ନ…
ଅଧିକ ଖବର ଦେଖନ୍ତୁ...

ବଡ଼ ଦୋକାନକୁ ସବୁ ମାଫ୍‌, ଛୋଟ ଦୋକାନିଙ୍କୁ ନାଲିଆଖି

ରାଉରକେଲା: ବଡ଼ବଡ଼ିଆଙ୍କୁ ସବୁ ମାଫ୍‌; କିନ୍ତୁ ସର୍ବଦା ‌ତଳିଆଙ୍କ ଉପରେ ପାହାର। ଏହି ଉକ୍ତି ପ୍ରାୟ ସବୁକ୍ଷେତ୍ରରେ ପ୍ରୟୂଜ୍ୟ। ବିଶେଷକରି ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି)ର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ନିଆଯାଉଥିବା ଯାଞ୍ଚ, ଚଢ଼ଉରେ ପାତରଅନ୍ତର ହେଉଥିବା ସ୍ପଷ୍ଟ ପରିଲକ୍ଷିତ…
ଅଧିକ ଖବର ଦେଖନ୍ତୁ...

୨ କୋଇଲା ବୋଝେଇ ହାୱା ମୁହାଁମୁହିଁ ଧକ୍କା: ଜଣେ ଡ୍ରାଇଭରଙ୍କ ଗୋଡ଼ ଭାଙ୍ଗିଲା

ସୁନ୍ଦରଗଡ଼: ସଦର ଥାନା ଅନ୍ତର୍ଗତ ଚକ୍ରାମାଲ ବ୍ରିଜ ନିକଟରେ ଦୁଇଟି କୋଇଲା ବୋଝେଇ ହାଇୱା ମୁହାମୁହିଁ ଧକ୍କା ହୋଇଛି। ଫଳରେ ଗୋଟିଏ ହାଇୱା (ଓଡି ୧୬ଏଫ୍‌-୩୬୧୧) ଡ୍ରାଇଭରଙ୍କ ଗୋଟିଏ ଗୋଡ ଭାଙ୍ଗି ଯାଇ ଷ୍ଟେରିଙ୍ଗରେ ଫସି ରହିଥିଲା। ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ଗୁରୁତର ଡ୍ରାଇଭରକୁ…
ଅଧିକ ଖବର ଦେଖନ୍ତୁ...

ସରଣ୍ଡାରେ ପୁଣି ବିସ୍ଫୋରଣ, ସିଆର୍‌ପିଏଫ୍‌ ଯବାନ ଗୁରୁତର

ବିଶ୍ରା: ସରଣ୍ଡା ଜଙ୍ଗଲରେ ସିଆର୍‌ପିଏଫ୍‌ ଯବାନ ଓ ଝାଡ଼ଖଣ୍ଡ ପୁଲିସ ପକ୍ଷରୁ ମିଳିତ କମ୍ବିଂ ଅପରେସନ ଜାରି ରହିଛି। ଏହାରି ଭିତରେ ତିନିଦିନର ନିରବତା ପରେ ଆଜି ପୁଣି ଏକ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ଘଟିଛି। ସରଣ୍ଡା ଜଙ୍ଗଲର ହେଂସାବନ୍ଧରେ ଘଟିଥିବା ଏହି ବିସ୍ଫୋରଣରେ ସିଆର୍‌ପିଏଫ୍‌ ୧୭୪…
ଅଧିକ ଖବର ଦେଖନ୍ତୁ...

ସହିଦ ଦୀପକଙ୍କୁ ଝୁରୁଛି ଗାଁ’ମାଟି: କେନ୍ଦ୍ରୀୟ ଓ ସୁନ୍ଦରଗଡ଼ ପୁଲିସବାହିନୀର ଗାର୍ଡ ଅଫ୍ ଅନର୍ 

କୁତ୍ରା: ସାନଭାଇର ବାହାଘର ପିନ୍ଧାଣି (ନିର୍ବନ୍ଧ) ଉତ୍ସବକୁ ଆସି ପାରିନଥିଲେ। କିନ୍ତୁ ଚର୍ଚ୍ଚରେ ଗତକାଲି ୨୧ ତାରିଖରେ ହେବାକୁ ଥିବା ‘ପଞ୍ଜୀକରଣ ଓ ବଚନଦତ୍‌’ ଉତ୍ସବକୁ ଆସିଥାନ୍ତେ। ସେଥିପାଇଁ ଛୁଟି ବି ମଞ୍ଜୁର ହୋଇଯାଇଥିଲା। କିନ୍ତୁ ୧୬ ତାରିଖରେ ଛତିଶଗଡ଼ରେ ନିର୍ବାଚନ ଡ୍ୟୁଟି…
ଅଧିକ ଖବର ଦେଖନ୍ତୁ...

୬ ପଞ୍ଚା​ୟତରେ ଆଣ୍ଠେଇଛି ଶିକ୍ଷା ବ୍ୟବସ୍ଥା: ଅଧ୍ୟୟନ କରୁଛନ୍ତି ୬,୧୦୦ରୁ ଅଧିକ ଛାତ୍ରଛାତ୍ରୀ

ରାଉରକେଲା: କେବଳ ସହର ନୁହେଁ ଉପକଣ୍ଠ ରଘୁନାଥପାଲୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୬ଟି ପଞ୍ଚାୟତରେ ସରକାରୀ ଶିକ୍ଷାବ୍ୟବସ୍ଥା ଆଣ୍ଠେଇଛି। ଆବଶ୍ୟକ ଭିତ୍ତିଭୂମି ଓ ଗୁଣାତ୍ମକ ଶିକ୍ଷା ଅଭାବରୁ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଆଶାନୁରୂପ ସଫଳତା ପାଉନାହାନ୍ତି। ୬ ପଞ୍ଚାୟତର ପ୍ରାୟ ୫୦ରୁ ଅଧିକ…
ଅଧିକ ଖବର ଦେଖନ୍ତୁ...

ଆଟାଚିରେ ସୁନ୍ଦରଗଡ଼ ଯୁବତୀଙ୍କ ମୃତଦେହ: ପ୍ରେମିକକୁ ଗିରଫ କଲା ମୁମ୍ବାଇ କ୍ରାଇମବ୍ରାଞ୍ଚ ପୁଲିସ

ସୁନ୍ଦରଗଡ଼: ମୁମ୍ୱାଇର କୁର୍ଲା ରେଳ ଷ୍ଟେସନରୁ ଏକ ବନ୍ଦ ଆଟାଚିରୁ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ବନ୍ଦଲିକାନି ଗାଁର ଯୁବତୀ ପ୍ରତିମା ପାୱଲ କିସପଟ୍ଟା (୨୫)ଙ୍କ ମୃତଦେହ ଉଦ୍ଧାର ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ପୁଲିସ ଜଣକୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଅସ୍କର ମନୋଜ ବାର୍ଲା…
ଅଧିକ ଖବର ଦେଖନ୍ତୁ...

ସହିଦ ଦୀପକଙ୍କୁ ଝୁରୁଛି ଗାଁ’ମାଟି: କେନ୍ଦ୍ରୀୟ ଓ ସୁନ୍ଦରଗଡ଼ ପୁଲିସବାହିନୀର ଗାର୍ଡ ଅଫ୍ ଅନର୍ 

କୁତ୍ରା: ସାନଭାଇର ବାହାଘର ପିନ୍ଧାଣି (ନିର୍ବନ୍ଧ) ଉତ୍ସବକୁ ଆସି ପାରିନଥିଲେ। କିନ୍ତୁ ଚର୍ଚ୍ଚରେ ଗତକାଲି ୨୧ ତାରିଖରେ ହେବାକୁ ଥିବା ‘ପଞ୍ଜୀକରଣ ଓ ବଚନଦତ୍‌’ ଉତ୍ସବକୁ ଆସିଥାନ୍ତେ। ସେଥିପାଇଁ ଛୁଟି ବି ମଞ୍ଜୁର ହୋଇଯାଇଥିଲା। କିନ୍ତୁ ୧୬ ତାରିଖରେ ଛତିଶଗଡ଼ରେ ନିର୍ବାଚନ ଡ୍ୟୁଟି…
ଅଧିକ ଖବର ଦେଖନ୍ତୁ...

ଏନ୍‌ଆଇଟିରେ ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ; ୩୦ରେ ଉଦ୍‌ଘାଟନ କରିବେ ଧର୍ମେନ୍ଦ୍ର ପ୍ରଧାନ

ରାଉରକେଲା: ସ୍ଥାନୀୟ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି) ପରିସରରେ ସ୍ଥାପନ ହେବ ନୂଆ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ। ଅନୁଷ୍ଠାନର ଅଧ୍ୟାପକ/ଅଧ୍ୟାପିକା, କର୍ମଚାରୀଙ୍କ ପୁଅଝିଅ ସମେତ ଆଖପାଖ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଉତ୍କୃଷ୍ଟ ମାନର ସ୍କୁଲ ଶିକ୍ଷା ଯୋଗାଇଦେବା ଉଦ୍ଦେଶ୍ୟରେ…
ଅଧିକ ଖବର ଦେଖନ୍ତୁ...

ହତ୍ୟା ଉଦ୍ୟମକାରୀକୁ ୬ ବର୍ଷ ଜେଲ୍‌: ଶୋଇଥିବାବେବେଳେ ବୃଦ୍ଧଙ୍କୁ ଟାଙ୍ଗିଆରେ ହାଣିଥିଲା

ରାଉରକେଲା: ଜଣେ ବୃଦ୍ଧ ଶୋଇଥିବାବେଳେ ଟାଙ୍ଗିଆରେ ହାଣି ହତ୍ୟା ଉଦ୍ୟମ କରିଥିଲା। ଏହି ମାମଲାର ଅଭିଯୁକ୍ତକୁ ଆଜି ୬ ବର୍ଷ ଜେଲ୍‌ ଦଣ୍ଡାଦେଶ ଓ  ୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ତଥା ସହକାରୀ ଦୌରାଜଜ୍‌ ବିଷ୍ଣୁଦେବ ଜେନା।…
ଅଧିକ ଖବର ଦେଖନ୍ତୁ...