ଅନୁସନ୍ଧାନ କରୁଥିବା ବର୍ଗ

ସମ୍ପାଦକୀୟ

ଶୁଣିବାକୁ ଶିଖିବା

ନିକଟରେ ଇ˚ଲାଣ୍ତର କେମ୍ବ୍ରିଜ ବିଶ୍ବବିଦ୍ୟାଳୟ ପରିସରରେ ରାହୁଳ ଗାନ୍ଧୀଙ୍କ ଦ୍ବାରା ପ୍ରଦତ୍ତ ଏକ ଅଭିଭାଷଣ ଭାରତରେ ବିବାଦର ଏକ ଝଡ଼ ସୃଷ୍ଟି କରିଛି। କେନ୍ଦ୍ରରେ କ୍ଷମତାସୀନ ବିଜେପି ଏବ˚ ତା’ର ଅସ˚ଖ୍ୟ ସମର୍ଥକ ରାହୁଳଙ୍କ ବକ୍ତବ୍ୟର ତୀବ୍ର ସମାଲୋଚନା କରିବା ସହିତ ସେ ଜଣେ ସା˚ସଦ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ କମିଶନର୍‌ ନିଯୁକ୍ତି ପ୍ରସଙ୍ଗରେ

ସଂବିଧାନ ଲାଗୁ ହେବାର ଦୀର୍ଘ ୭୩ ବର୍ଷ ପରେ ଶେଷରେ ସାଂବିଧାନିକ ବ୍ୟବସ୍ଥାରେ ରହିଥିବା ଏକ ଗମ୍ଭୀର ବିସଙ୍ଗତିକୁ ସୁପ୍ରିମ୍‌ କୋର୍ଟ ଦୂର କରିଛନ୍ତି। ଏକ ଐତିହାସିକ ଆଦେଶରେ ସୁପ୍ରିମ୍‌ କୋର୍ଟଙ୍କ ଏକ ପାଞ୍ଚଜଣିଆ ଖଣ୍ଡପୀଠ ସର୍ବସମ୍ମତି କ୍ରମେ ମୁଖ୍ୟ ନିର୍ବାଚନ କମିଶନର୍‌ଙ୍କ ନିଯୁକ୍ତି…
ଅଧିକ ଖବର ଦେଖନ୍ତୁ...

ବନଫୁଲର ବାସ୍ନା

ଭାରତର ମାନ୍ୟବର ରାଷ୍ଟ୍ରପତି ଓଡ଼ିଶାର ସୁକନ୍ୟା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଇତିମଧ୍ୟରେ ସଂସଦର ଉଭୟ ଗୃହର ମିଳିତ ସମାବେଶକୁ ଦୁଇଥର ସମ୍ବୋଧନ କରିସାରିଛନ୍ତି। ୨୦୨୨ ମସିହା ଜୁଲାଇ ମାସ ୨୫ ତାରିଖ ଦିନ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ଅବସରରେ ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ୍‌ରେ…
ଅଧିକ ଖବର ଦେଖନ୍ତୁ...

ରାଜା ଓ ଗାୟକ

ଗୋଟିଏ ରାଜ୍ୟରେ ଥିଲେ ଜଣେ ଅତି ଚମତ୍କାର ଗାୟକ। ତାଙ୍କ ଗୀତରେ ପଶୁ ପକ୍ଷୀ ବି ଠିଆ ହୋଇ ଶୁଣୁଥିଲେ। ସେ ଗୀତ ଗାଇଲେ ଗଛରେ ଫୁଲ ଫୁଟିଯାଉଥିଲା ବା ଫଳରେ ଲଦି ହୋଇଯାଉଥିଲା। ସେ ଥିଲେ ରାଜାଙ୍କ ମୁଖ୍ୟ ଦରବାରୀ ଗାୟକ। ଥରେ ତାଙ୍କୁ ପଡ଼ୋଶୀ ଦେଶର ରାଜା ଆମନ୍ତ୍ରଣ କଲେ। ସେ ପହଞ୍ଚିବା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଜୀବନରେ ପରିବର୍ତ୍ତନ ଆଣିବ। ନୂଆ କାମ କରିବା ଲାଗି ଉତ୍ସୁକ ରହିବେ। କ୍ରିକେଟ୍‌ ଖେଳାଳି କୋଚ୍‌ଙ୍କ ଠାରୁ କିଛି ନୂଆ ଶିଖିବେ। ଛାତ୍ରୀଙ୍କ ଲାଗି ଭଲ ଦିନଟିଏ। ‌ ବୃଷ: ଧ୍ୟାନ ପୂଜାପାଠରେ ଲଗାନ୍ତୁ, ଶୁଭଫଳ ପାଇବେ। ବ୍ୟବସାୟରେ ଲାଭ ହେବ। ଛାତ୍ରଛାତ୍ରୀ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଜୀବନରେ ପରିବର୍ତ୍ତନ ଆଣିବ। ନୂଆ କାମ କରିବା ଲାଗି ଉତ୍ସୁକ ରହିବେ। କ୍ରିକେଟ୍‌ ଖେଳାଳି କୋଚ୍‌ଙ୍କ ଠାରୁ କିଛି ନୂଆ ଶିଖିବେ। ଛାତ୍ରୀଙ୍କ ଲାଗି ଭଲ ଦିନଟିଏ। ‌ ବୃଷ: ଧ୍ୟାନ ପୂଜାପାଠରେ ଲଗାନ୍ତୁ, ଶୁଭଫଳ ପାଇବେ। ବ୍ୟବସାୟରେ ଲାଭ ହେବ। ଛାତ୍ରଛାତ୍ରୀ…
ଅଧିକ ଖବର ଦେଖନ୍ତୁ...

ବୋମାନ-ବେଲିଙ୍କ ସ˚ସାର

ସତ କହିଲେ ବୋମାନ ଏବ˚ ବେଲି ହେଉଛନ୍ତି ସେହି କ୍ରମ ବିଲୟମାନ ମନୁଷ୍ୟ ସ˚ପ୍ରଦାୟରେ ଅନ୍ତର୍ଭୁକ୍ତ ଯେଉଁମାନେ ଏ ଯାବତ୍‌ ପ୍ରକୃତି ଏବ˚ ଜଙ୍ଗଲରେ ଚଳିବା ସହିତ ପ୍ରକୃତିକୁ ସୁରକ୍ଷିତ କରି ରଖିବାର ସୂକ୍ଷ୍ମ କଳାର ଅଧିକାରୀ ଅଟନ୍ତି। ଏବ˚ ‘ଦି ଏଲିଫାଣ୍ଟ ହୁୁଇସ୍‌ପରର‌୍‌ସ’ ଯାହା ଦର୍ଶାଇବାକୁ…
ଅଧିକ ଖବର ଦେଖନ୍ତୁ...

ଆମ ସଂବିଧାନ-ଆମ ଧର୍ମଗ୍ରନ୍ଥ: ଟିକେ ପଛକୁ ଚାହିଁବା

ନଈ ପାର ‌ହୋଇଥିବା ଲୋକେ ସ୍ବାଭାବିକ ଭାବରେ ନଉକା ଚାଳନା ଦାୟିତ୍ବରେ ଥିବା ମଙ୍ଗୁଆଳକୁ ପାରକର୍ତ୍ତା ଭାବେ ସ୍ବୀକାର କରନ୍ତି। ପାର କିଏ କରେଇଲା ନା ମଙ୍ଗୁଆଳ। ଅଥଚ କାତମରା ନାବିକ, ପାର ହେବା ଲାଗି ପିଠି ଦେଖାଇଥିବା ନଉକା, ନଈପାଣି ସୁଅର ସମସାମୟିକ ସ୍ଥିତି ଓ ବିଶେଷ କରି ପାରିବେଶିକ…
ଅଧିକ ଖବର ଦେଖନ୍ତୁ...

ସୃଜନ ସମ୍ଭାର: ବାର୍ଦ୍ଧକ୍ୟର ଥର୍ମୋମିଟର

ସ୍ଥାୟୀ ସରକାରୀ ଚାକିରିର ସୁନିଶ୍ଚିତ ବେତନ ଓ ଅନ୍ୟାନ୍ୟ ଆକର୍ଷଣୀୟ ବ୍ୟବସ୍ଥାର ପ୍ରଲୋଭନରୁ ନିଜକୁ ମୁକୁଳାଇ ମୁଁ ଯେତେବେଳେ ସ୍ବେଚ୍ଛାକୃତ ଅବସର ନେବା ପାଇଁ ଯୋଜନା କଲି, ସେତେବେଳେ ସ୍ୱାଭାବିକ ଭାବରେ ମୋର ଅନେକ ଶୁଭେଚ୍ଛୁ ଏଭଳି ଏକ ଆତ୍ମଘାତୀ ନିଷ୍ପତ୍ତିରୁ ଓହରି ଯିବା ପାଇଁ ମୋତେ…
ଅଧିକ ଖବର ଦେଖନ୍ତୁ...

ଭାବନା ବଦଳି ଗଲା

ଗୋଟିଏ ଗାଁରେ କୁମ୍ଭାରଟିଏ ରହୁଥିଲା। ସେ ମାଟିରୁ କେବଳ ଚିଲମ ତିଆରି କରୁଥିଲା। ହାଟରେ ଚିଲମ ବିକି ସେ ଚଳୁଥିଲା। ଦିନକର କଥା। ତା’ ସ୍ତ୍ରୀ ଆସି ତାକୁ କହିଲା- ଗୋଟିଏ କଥା ତୁମକୁ କହିବି କହିବି ବୋଲି ଭାବୁଛି, ଶୁଣ। ଏବେ ଖରା ଦିନ। ଉଦୁଉଦିଆ ଦ୍ବିପହରେ ତୁମେ ଚିଲମ ତିଆରି କରୁଛ।…
ଅଧିକ ଖବର ଦେଖନ୍ତୁ...