Advertisment
Latest Posts
Advertisment
ଜିଲ୍ଲା
ଗାଁ’ଦାଣ୍ଡରେ ବେଧଡ଼କ ବୁଲିଲେ ୨ ଦନ୍ତା: ବିଲରେ ଧାନ ଖାଇଲେ, କୁଶଭଦ୍ରାରେ ଜଳକ୍ରୀଡ଼ା କଲେ
କଟକ ବନଖଣ୍ଡ ସୁକିନ୍ଦା ଓ ଟମକା ବନାଞ୍ଚଳରେ ୧୧ ଦିନ ଧରି ୨ ଗୋଠଛଡ଼ା ଦନ୍ତା ବିଭିନ୍ନ ଗାଁଗଣ୍ଡାରେ ବେଧଡ଼କ ବୁଲୁଛନ୍ତି। ଚଲାପଥ ବଦଳାଇ ପୋଷାହାତୀ ଭଳି ଗାଁ ଦାଣ୍ଡରେ ଚାଲୁଛନ୍ତି...
Gallery
ବାଣିଜ୍ୟ
କ୍ରିପ୍ଟୋରେ ଭାରତ ନଂ ୧
ଡିଜିଟାଲ ମୁଦ୍ରା କ୍ରିପ୍ଟୋକରେନ୍ସି ଗ୍ରହଣୀୟତାରେ ଭାରତ ଶୀର୍ଷ ସ୍ଥାନ ହାସଲ କରିଛି। ଏହା ପଛକୁ ଆମେରିକା ଦ୍ବିତୀୟ ସ୍ଥାନରେ ରହିଛି। ଷଷ୍ଠ ବାର୍ଷିକ ଚେନ୍ଆନାଲିସିସ୍ ବିଶ୍ବସ୍ତରୀୟ କ୍ରିପ୍ଟୋ ଗ୍ରହଣୀୟତା ସୂଚୀରୁ ଏହା ଜଣାପଡ଼ିଛି।
ଅପରାଧ
ମନୋରଞ୍ଜନ
ନେପାଳ ହିଂସା: ଜେଜେବାପାଙ୍କ ନୀତିଆଦର୍ଶକୁ ମନେ ପକାଇଲେ ଅଭିନେତ୍ରୀ ମନୀଷା
ନେପାଳରେ ଅନ୍ଲାଇନ୍ ସାଇଟ୍ଗୁଡ଼ିକ ଉପରେ ପ୍ରତିବନ୍ଧକ ଲାଗିବା ନେଇ ଜେନ୍-ଜି (୧୯୯୫-୨୦୧୦ ମଧ୍ୟରେ ଜନ୍ମିତ) ବିପ୍ଳବ ଜାରି ରଖିଛନ୍ତି। ସେପ୍ଟେମ୍ବର ୮ ତାରିଖ ସୋମବାର ଦିନ ନେପାଳ ସରକାର ବିଭିନ୍ନ ସୋସିଆଲ ମିଡିଆ ସାଇଟଗୁଡ଼ିକୁ ନିଷେଧ କରିଥିଲେ।
ପୁନଶ୍ଚ ପୃଥିବୀ
କେବଳ ବନୀକରଣ ଯଥେଷ୍ଟ ନୁହେଁ
ଜଳବାୟୁ ବିଭ୍ରାଟକୁ ଏଡ଼ାଇବା ପାଇଁ ଗଛ ଲଗାଇବାକୁ ପ୍ରାଥମିକତା ଦିଆଯାଉଛି, ମାତ୍ର ଅଙ୍ଗାର ନିର୍ଗମନକୁ ଦମନ କରିବା ପାଇଁ ଜଙ୍ଗଲ ଉପରେ ନିର୍ଭର କରିବା ଯଥେଷ୍ଟ ନୁହେଁ ବୋଲି ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି।