Advertisment
Latest Posts
Advertisment
ରାଜ୍ୟ
ସ୍ବାସ୍ଥ୍ୟସେବାର ଅଲୋଡ଼ା ଚିତ୍ର: ୧୪ ମେଡିକାଲ କଲେଜରେ ଖାଲିପଡ଼ିଛି ୧୦୪ ପ୍ରଫେସର୍ ପଦ
ରାଜ୍ୟରେ ଗୋଟିଏ ପରେ ଗୋଟିଏ ମେଡିକାଲ କଲେଜ ଖୋଲୁଛି। ହେଲେ ସବୁଠି ବିଶେଷଜ୍ଞ ଡାକ୍ତରଙ୍କ ଅଭାବ। ରାଜ୍ୟର ୧୪ଟି ମେଡିକାଲ କଲେଜରେ ବର୍ତ୍ତମାନ ୧୦୪ ପ୍ରଫେସର୍, ୩୪୦ ଆସୋସିଏଟ୍ ପ୍ରଫେସର୍ ଓ ୫୦୬ ଆସିଷ୍ଟାଣ୍ଟ ପ୍ରଫେସର୍ ପଦ ଖାଲିପଡ଼ିଛି।
ଜିଲ୍ଲା
ଜମିବାଡ଼ି ବିବାଦ: ଶାଳୀଙ୍କୁ ବିଚ୍ ରାସ୍ତାରେ ହାଣି ହତ୍ୟା କଲା ଭିଣୋଇ
ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଧିନ ଚଢ଼େୟାପଲ୍ଲୀ ଗ୍ରାମରେ ଗୁରୁବାର ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ଆଶାକର୍ମୀ ବିଜୟାଲକ୍ଷ୍ମୀ ତ୍ରିପାଠୀଙ୍କୁ ହତ୍ୟା କରା ଯାଇଥିବା ଅଭିଯୋଗ ହୋଇଛି। ଜମିଜମା ବିବାଦକୁ କେନ୍ଦ୍ର କରି ତାଙ୍କ ଭିଣୋଇ ହିଁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ...
ଖେଳ
କରୁଣ ନେଇପାରନ୍ତି କୋହଲିଙ୍କ ସ୍ଥାନ: ବୁମ୍ରା କେଉଁ ତିନିଟି େଟଷ୍ଟ୍ ଖେଳିବେ ନିଷ୍ପତ୍ତି ହୋଇନି
ଘରୋଇ କ୍ରିକେଟ୍, ତା’ ପରେ ଆଇପିଏଲ୍, ଏବେ ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରି ଦ୍ବିଶତକୀୟ ପାଳି ଖେଳିଥିବା କରୁଣ ନାୟର କିବଂଦନ୍ତି କ୍ରିକେଟର୍ ବିରାଟ କୋହଲିଙ୍କ ୪ନମ୍ବର ସ୍ଥାନ ନେଇ ପାରନ୍ତି।
ରାଜନୀତି
ବିଦେଶରେ କାହାକୁ ନଜଣାଇ ଟିଏମ୍ସି ସାଂସଦଙ୍କୁ ବିବାହ କଲେ ବିଜେଡି ନେତା ପିନାକୀ ମିଶ୍ର
ବର୍ତ୍ତମାନ ବିବାହ ଋତୁ ଚାଲିଥିବା ବେଳେ ଏକ ହାଇ ପ୍ରୋଫାଇଲ୍ ବାହାରଘରର ଖବର ସାମ୍ନାକୁ ଆସିଛି। ତୃଣମୂଳ କଂଗ୍ରେସ (ଟିଏମ୍ସି) ସାଂସଦ ମହୁଆ ମୋଇତ୍ରା ମେ ୩ ତାରିଖରେ ବିଦେଶରେ ଆୟୋଜିତ ଏକ ଉତ୍ସବରେ ବିଜୁ ଜନତା ଦଳ (ବିଜେଡି) ନେତା ପିନାକୀ ମିଶ୍ରଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ସୂଚନା ମିଳିଛି।
ଅପରାଧ
ଶର୍ମିଷ୍ଠା ପାନୋଲିଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କଲେ ଅଦାଲତ
‘ଅପରେସନ୍ ସିନ୍ଦୂର’ ଉପରେ ହୋଇଥିବା ଏକ ପୋଷ୍ଟ୍ରେ ବିବାଦୀୟ ମନ୍ତବ୍ୟ ଦେଇ ଜେଲ୍ ଯାଇଥିବା ଆଇନ ଛାତ୍ରୀ ଶର୍ମିଷ୍ଠା ପାନୋଲିଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି କଲିକତା ହାଇକୋର୍ଟ।
ମନୋରଞ୍ଜନ
ବିବାହର ଗୋଟିଏ ଦିନ ପରେ କାମକୁ ଫେରିଲେ ହିନା
ସାଧାରଣତଃ ବିବାହ ପରେ ଷ୍ଟାରମାନେ ଜୀବନସାଥୀଙ୍କ ସହିତ ସମୟ ବିତାଇବା ପାଇଁ କିଛିଦିନ କାମରୁ ବିରତି ନେଇଥାଆନ୍ତି। କିନ୍ତୁ ଏହା ହିନାଙ୍କ କ୍ଷେତ୍ରରେ ଦେଖିବାକୁ ମିଳି ନଥିଲା।