Advertisment
Latest Posts
Advertisment
ରାଜ୍ୟ
ନବରଂଗପୁର ସାଂସଦୀୟ କ୍ଷେତ୍ରରେ ସାମଗ୍ରିକ ବିକାଶ ହେବ କେବେ?
ମାଲକାନଗିରି ଜିଲ୍ଲା ୩୦ ନମ୍ବର ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ୮୦ ପ୍ରତିଶତ ଲୋକେ ଆଦିବାସୀ ସଂପ୍ରଦାୟର। ୨୦୧୧ ଜନଗଣନା ଅନୁସାରେ ଜିଲ୍ଲାର ସାକ୍ଷର ହାର ୫୦- ପ୍ରତିଶତରୁ ଆହୁରି କମ୍। ଏହା ଭାରତର ସର୍ବନିମ୍ନ ୧୦ଟି ଜିଲ୍ଲା ମଧ୍ୟରେ ରହିଛି।
ଜିଲ୍ଲା
ନିମ୍ନମାନର ଖାଦ୍ୟ ପରସା ଯାଉଥିବା ଅଭିଯୋଗ: ଆରଏମସି ସ୍ୱାସ୍ଥ୍ୟବିଭାଗ ଟିମ୍ ପକ୍ଷରୁ ଚଢ଼ଉ
ଗ୍ରାହକମାନଙ୍କୁ ନିମ୍ନମାନର ଖାଦ୍ୟ ପରସା ଯାଉଥିବା ଅଭିଯୋଗ ପରେ ଗୁରୁବାର ରାଉରକେଲା ମହାନଗର ନିଗମ (ଆରଏମସି) ସ୍ୱାସ୍ଥ୍ୟବିଭାଗ ଟିମ୍ ସେକ୍ଟର-୪ ସ୍ଥିତ ମଧୁବନ ରେସ୍ତୋରାଁରେ ଚଢ଼ଉ କରିଛି...
ଖେଳ
ଜୟସ୍ବାଲ, କୋହଲିଙ୍କ ଶତକ ପରେ ବିଜୟ ବାସ୍ନା: ବୁମ୍ରାଙ୍କୁ କପିଳଙ୍କ ପ୍ରଶଂସା
ଯଶସ୍ବୀ ଜୟସ୍ବାଲ (୧୬୧) ଓ ବିରାଟ କୋହଲି (୧୦୦*)ଙ୍କ ଶତକ ପରେ ଯଶପ୍ରୀତ ବୁମ୍ରାଙ୍କ ପୁଣି ଏକ ବିସ୍ଫୋରଣ କାରଣରୁ ଭାରତ ପର୍ଥ ଟେଷ୍ଟ୍ରେ ବଡ଼ ବିଜୟ ମୁହାଁ ହୋଇଛି। ଅଷ୍ଟ୍ରେଲିଆ ସମ୍ମୁଖରେ ଭାରତ ୫୩୪ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିବା...
ରାଜନୀତି
ଦଳକୁ ମଜବୁତ କରିବାକୁ ଛାତ୍ରଛାତ୍ରୀ ଆଗେଇ ଆସନ୍ତୁ: ସାରଦା ନାୟକ
ବିଜୁ ଛାତ୍ର ଜନତା ଦଳର ସଭ୍ୟ ସଂଗ୍ରହ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ।
ଅପରାଧ
କ୍ୟାଣ୍ଟନ୍ମେଣ୍ଟ ଥାନାରୁ ୨ ଲୁଟେରା ଚମ୍ପଟ
ଶନିବାର ବିଳମ୍ବିତ ରାତିରେ କ୍ୟାଣ୍ଟନମେଣ୍ଟ ଥାନାରୁ ଦୁଇ ଲୁଟେରା ଚମ୍ପଟ୍ ମାରିଛନ୍ତି। ପୁଲିସ ସିସି କ୍ୟାମେରା ଫୁଟେଜ୍ ଆଧାରରେ ଘଟଣାର ତଦନ୍ତ କରୁଛି। ସୂଚନା ଅନୁଯାୟୀ, ବାଲିଯାତ୍ରା ତଳ ପଡ଼ିଆରେ ଶନିବାର ରାତି ପ୍ରାୟ ୧ଟା ୩୦ ବେଳେ ଦୁଇ ମହିଳା ଲୁଟେରା...
ମନୋରଞ୍ଜନ
ସ୍ତ୍ରୀ-୨ ସଫଳତା ପରେ ପାରିଶ୍ରମିକ ବଢ଼ାଇଲେ ରାଜକୁମାର
ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁରଙ୍କ ଫିଲ୍ମ ସ୍ତ୍ରୀ-୨ ଜବରଦସ୍ତ ରୋଜଗାର କରିଛି | ଚଳଚ୍ଚିତ୍ରଟି ଏକ ବ୍ଲକବଷ୍ଟର ହିଟ୍ ହୋଇଛି | ତେବେ ଏକ ରିପୋର୍ଟ ଅନୁଯାୟୀ, ସ୍ତ୍ରୀ-୨ର ରେକର୍ଡ ଭାଙ୍ଗିବା ପରେ ରାଜକୁମାର ରାଓ ତାଙ୍କ ପାରିଶ୍ରମିକ ବଢ଼ାଇଥିବାର ଖବର ସାମ୍ନାକୁ ଆସିଛି।