ଅନୁସନ୍ଧାନ କରୁଥିବା ବର୍ଗ

ଅନୁଗୁଳ

ବ୍ରାହ୍ମଣବିଲରୁ ପ୍ରଚାର ଆରମ୍ଭ କଲେ ଧର୍ମେନ୍ଦ୍ର: ‘ଦୁର୍ନୀତିରୁ ମୁକ୍ତି ପାଇଁ ଦରକାର ଡବଲ ଇଞ୍ଜିନ ସରକାର’

ଅନୁଗୁଳ: ସାଧୁସନ୍ଥ, ମହିମା ଧର୍ମାବଲମ୍ବୀ ଓ କୀର୍ତ୍ତନ ମଣ୍ଡଳୀଙ୍କ ଗହଣରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍‌ ବ୍ରାହ୍ମଣବିଲ ଗ୍ରାମରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ପ୍ରଚାର ଆରମ୍ଭରୁ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ମା ଡାକେଶ୍ୱରି ମନ୍ଦିର ଦର୍ଶନ କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ସ୍ଥିତ ମା ଡ଼ାକେଶ୍ୱରି ଙ୍କ ଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ ଓ ଛେଣ୍ଡିପଦା ବିଜେପି ବିଧାୟକ ପ୍ରାର୍ଥୀ ଅଗସ୍ତି ବେହେରା। ଦର୍ଶନ କରି ଆଶୀର୍ବାଦ ପ୍ରାର୍ଥନା କଲେ।"ଧର୍ମେନ୍ଦ୍ର ପ୍ରଧାନ ଜଣେ ସୁପର ଷ୍ଟାର",ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଥିବା ବେଳେ ,…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତିଙ୍କ ଇସ୍ତଫା

ଅନୁଗୁଳ: ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ସଭାପତି ପଦରୁ ସଂଗ୍ରାମ ମିଶ୍ର ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ପରେ ଅମ୍ବିକା ଭଟ୍ଟଙ୍କୁ ଆଡହକ୍‌ ସଭାପତି ଭାବେ ଦଳ ନିଯୁକ୍ତ କରିଛି। ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲାବେଳେ ଜିଲ୍ଲା ସଭାପତିଙ୍କ ଏମିତି ଅଚାନକ ଇସ୍ତଫା କଂଗ୍ରେସ…
ଅଧିକ ଖବର ଦେଖନ୍ତୁ...

ଗାଁଠାରୁ ୩୫ କିମି ଦୂରରେ ଥାନା: ୮୦ କିମି ଦୂରରେ ତହସିଲ ଅଫିସ୍‌

ଭୂପେନ୍ ଗଡ଼ନାୟକ କଣିହାଁ: ଅନୁଗୁଳ ଜିଲ୍ଲାରେ ଏମିତି ବି ଗାଁ ରହିଛି ଯାହା ଛେଣ୍ଡିପଦା ବ୍ଲକ୍‌ରେ ରହିଥିଲା ବେଳେ ତା’ର ଥାନା ରହିଛି କଣିହାଁ ବ୍ଲକ୍‌ରେ। ଗାଁଠାରୁ ଥାନାର ଦୂରତା ପୁଣି ୩୫ କିଲୋମିଟର। ଗାଁରେ ହଠାତ ଆଇନ୍‌ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ କି ଅଘଟଣ ଘଟିଲେ ପୁଲିସ ସବୁଠୁ…
ଅଧିକ ଖବର ଦେଖନ୍ତୁ...

ପ୍ରାର୍ଥୀ ଚୟନକୁ ନେଇ କଂଗ୍ରେସରେ ଦ୍ବନ୍ଦ୍ବ: ଲବିରେ ନେତା, କର୍ମୀ ନିରାଶ

ଅନୁଗୁଳ: ବିଜେଡି ଲୋକସଭା ସହ କିଛି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରି ସାରିଲାଣି। ବିଜେପିର ଲୋକସଭା ପ୍ରାର୍ଥୀ ଘୋଷଣା ସରିଥିଲାବେଳେ ବିଧାନସଭା ପାଇଁ ପ୍ରାର୍ଥୀ ପ୍ରାୟ ଚୂଡ଼ାନ୍ତ ହୋଇଛି। ହେଲେ କଂଗ୍ରେସର ହିସାବ ଏ ପର୍ଯ୍ୟନ୍ତ ଛିଣ୍ଡୁନି। ଲୋକସଭା ଓ ବିଧାନସଭା ପାଇଁ…
ଅଧିକ ଖବର ଦେଖନ୍ତୁ...

ବଉଳିଲାନି ୭୦% ଆମ୍ବଗଛ: କମିବ ଉତ୍ପାଦନ, ଚିନ୍ତାରେ ଆମ୍ବଚାଷୀ

ଅନୁଗୁଳ : ‘ଆମ୍ବ ବଉଳଇ ଫଗୁ‌ଣ ମାସେ, ଦିଗ ଚହଟଇ ତା’ର ସୁବାସେ।’ ପିଢ଼ି ପ‌ରେ ପିଢ଼ି ଏହାକୁ ପଢ଼ି ଆସିଥିଲା ବେଳେ ଏବେ ଏହା ବଦଳିଯାଇଛି। ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ଋତୁଚକ୍ରକୁ ପ୍ରଭାବିତ କରିଛି। ଯାହା ଫଳରେ ଫଗୁଣ ଯାଇ ଚୈତ୍ର ମାସ ଆରମ୍ଭ ହେଲା ପଛେ ଅନୁଗୁଳ ଜିଲ୍ଲାର ୭୦ ପ୍ରତିଶତ…
ଅଧିକ ଖବର ଦେଖନ୍ତୁ...

ଧାରୁଆ ଅସ୍ତ୍ରରେ ମା’ର ବେକ କାଟିଲା ଯୁବକ, ରସି ଲଗାଇ ନିଜେ ଝୁଲିପଡ଼ିଲା ପୁଅ

ନାଲକୋନଗର: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦ ଗ୍ରାମର ଭାଲୁଧରି ସାହିରେ ପାରିବାରିକ କଲହରୁ ଧାରୁଆ ଅସ୍ତ୍ରରେ ମା’ର ବେକ କାଟିଛି ନିଜ ଜନ୍ମ କଲା ପୁଅ। ପରେ ପୁଅ ନିଜ ବେକରେ ରସି ଲଗେଇ ଆତ୍ମହତ୍ୟା କରିବା ଘଟଣା ଶନିବାର ଠାରୁ ଚର୍ଚ୍ଚାର ବିଷୟ ପାଲଟିଛି। ମୃତକ ହେଲେ…
ଅଧିକ ଖବର ଦେଖନ୍ତୁ...

ଦୋ’ଛକିରେ ମହେଶଙ୍କ ସମର୍ଥକ: ନୂଆ ସାଂସଦ ପ୍ରାର୍ଥୀଙ୍କ ସହ ଯୋଡ଼ିହେବେ ନା ନାହିଁ?

ଅନୁଗୁଳ: ଢେଙ୍କାନାଳ ସଂସଦୀୟ କ୍ଷେତ୍ରରୁ ମହେଶ ସାହୁଙ୍କୁ ଏଥର ଟିକେଟ ଦେଇନି ବିଜେଡି। କେଉଁ ଏକ ବିଧାନସଭା କ୍ଷେତ୍ରରୁ ତାଙ୍କୁ ପ୍ରାର୍ଥୀ କରାଯାଇପାରେ ବୋଲି କୁହାଯାଉଛି। ହେଲେ, ଏଥିନେଇ କୌଣସି ସ୍ପଷ୍ଟ ସଙ୍କେତ ମିଳିନି। ଏପଟେ ମହେଶଙ୍କ ଟିକେଟ କଟିବାପରେ ତାଙ୍କ ସମର୍ଥକମାନେ ନିରାଶ…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ ଅଙ୍କ ଅଡ଼ୁଆ: ରଜନୀକାନ୍ତ ନା ନୂଆ ଚେହେରା?

ଅନୁଗୁଳ: ବିଧାୟକ ପାଇଁ ସବୁଠାରୁ ଅଧିକ ଆଶାୟୀ ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀରେ। ଏପଟେ ନିତି ରାଜନୈତିକ ସମୀକରଣ ବି ବଦଳୁଛି। ତେଣୁ ବିଜେଡିର ଅନୁଗୁଳ ଅଙ୍କ ଛିଣ୍ଡୁନି। ଲଗାତାର ୪ ଥର ଜିତି ଆସିଥିବା ରଜନୀକାନ୍ତ ସିଂହଙ୍କୁ ପୁଣିଥରେ ଟିକେଟ ମିଳିବ, ନା’ ନୂଆ ଚେହେରା ସହ ବିଜେଡି…
ଅଧିକ ଖବର ଦେଖନ୍ତୁ...

ମହେଶ ସାହୁଙ୍କ ଟିକେଟ କଟିଲା: ଗୋଟିଏ ପରିବାରରୁ ଦୁଇଟି ଟିକେଟ

ଅନୁଗୁଳ: ଗୋଟିଏ ପରିବାର ଗୋଟିଏ ଟିକେଟ୍‌। ଏହି ସୂତ୍ର କିନ୍ତୁ ଢେଙ୍କାନାଳରେ ବଦଳିଛି। ଢେଙ୍କାନାଳରେ ସାମଲ ପରିବାରର ଦୁଇଜଣଙ୍କୁ ଟିକେଟ୍ ମିଳିଛି। ବିଧାୟକ ଟିକେଟ୍ ପାଇଥିଲେ ସୁଧୀର ସାମଲ। ପରେ ତାଙ୍କ ପୁତୁରା ତଥା ରାଜନୀତିରେ ନୂଆକରି ସାମିଲ ହୋଇଥବା ଡା. ଅବିନାଶ ସାମଲଙ୍କୁ ଦଳ ଲୋକସଭା…
ଅଧିକ ଖବର ଦେଖନ୍ତୁ...