ଅନୁସନ୍ଧାନ କରୁଥିବା ବର୍ଗ

ବାଲେଶ୍ଵର

ବାଲେଶ୍ୱରରେ ଆଉ ୨ ଡେଙ୍ଗୁରୋଗୀ

ବାଲେଶ୍ୱର : ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଦିନକୁ ଦିନ ବୃଦ୍ଧି ପାଉଛି ଡେଙ୍ଗୁରୋଗୀଙ୍କ ସଂଖ୍ୟା। ରବିବାର ସକାଳେ ଭୋଗରାଇ ଓ ବସ୍ତା ଅଞ୍ଚଳରୁ ଦୁଇଜଣ ଡେଙ୍ଗୁରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଭୋଗରାଇ ରସଲପୁର ଅଞ୍ଚଳର ପବିତ୍ର ବାରିକ ଏକ ସପ୍ତାହ ହେବ ଜ୍ୱରରେ ଆକ୍ରାନ୍ତ ଥିଲେ।…
ଅଧିକ ଖବର ଦେଖନ୍ତୁ...

କାଳୀପୂଜା ଭୋଗଖାଇ ଶତାଧିକ ଅସୁସ୍ଥ

ଭୋଗରାଇ : କାଳୀପୂଜା ଭୋଗ ଖାଇ ଗୋଟିଏ ଗାଁର ଶତାଧିକ ଲୋକ ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ପ୍ରକାଶ ଯେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ସୋହରିଆ ପଞ୍ଚାୟତ ରାଇପୁର ଗାଁରେ ଗତ ଗୁରୁବାର ଦିନ ରାତିରେ କାଳୀପୂଜା ହୋଇଥିଲା । ତା’ପରଦିନ ସକାଳେ ଗ୍ରାମବାସୀଙ୍କୁ ପୂଜାରେ ଲାଗିଥିବା ଭୋଗ ସହିତ ପୁରି…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର ବାଣ ବିସ୍ଫୋରଣ ମୃତ୍ୟୁ ସଂଖ୍ୟା ୧୨ରେ ପହଞ୍ଚିଲା

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାବଳପୁର ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ବଢି ୧୨ରେ ପହଞ୍ଚିଛି । କଟକ ବଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଆଜି ତିନି ଜଣଙ୍କର ମୃତ୍ୟୁ ପରେ ମୃତକଙ୍କ ସଂଖ୍ୟା ୧୨କୁ ଛୁଇଁଛି । ତେବେ ଏହି ଘଟଣାରେ ଗୁରୁତର ଭାବେ ପୋଡ଼ି ଯାଇଥିବା ଅନ୍ୟ ୪…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର ବାଣ ବିସ୍ଫୋରଣ ଘଟଣା: ୧୦ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ବାଲେଶ୍ୱର: ସଦର ଥାନା ଅନ୍ତର୍ଗତ ବାହାବଳପୁର ଗ୍ରାମରେ ବାଣ ତିଆରି ବେଳେ ବିସ୍ଫୋରଣ ଘଟଣାରେ ଗୁରୁବାର ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି। କଟକ ବଡ଼ଡାକ୍ତରଖାନାରେ ଚିକିତ୍ସା ସମୟରେ ବୁଧବାର ରାତିରେ କହ୍ନେଇ ଲାଲ ପ୍ରଧାନଙ୍କ ମୃତ୍ୟୁ ଘଟିଥିବା ବେଳେ, ଗୁରୁବାର ରାମପଦ ମଇତି, ନିମେଇ ଲାଲ ପ୍ରଧାନ…
ଅଧିକ ଖବର ଦେଖନ୍ତୁ...

ବେଆଇନ ଭାବେ ଚାଲିଥିଲା କାରଖାନା

ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାବଳପୁର ଓ ପୁରୀ ଜିଲ୍ଲା ପିପିଲି ବିଲିପଡ଼ା ବାଣ ବିସ୍ଫୋରଣ ଘଟଣାକୁ ଗୁରୁତ୍ୱର ସହିତ ନେଇଛି ରାଜ୍ୟ ଅଗ୍ନିଶମ ବିଭାଗ। ଏ ନେଇ ଏକ୍ସପ୍ଲୋସିଭ୍‌ ଆକ୍ଟରେ ଅଗ୍ନିଶମ ବିଭାଗ ନିଜ ଆଡୁ ଦୁଇଟି ଭିନ୍ନ ଭିନ୍ନ ମାମଲା ରୁଜୁ କରିଛି। ବିଭାଗ ପକ୍ଷରୁ ଦୁଇଟି…
ଅଧିକ ଖବର ଦେଖନ୍ତୁ...

୧୩ ଡକାୟତ ଗିରଫ

ବାଲେଶ୍ୱର : ବାଲେଶ୍ୱର ଶିଳ୍ପାଞ୍ଚଳ ପୁଲିିସ୍‌କୁ ଏକ ବଡ଼ ସଫଳତା ମିଳିଛି। ଗତକାଲି ରାତିରେ ଏକ ଡକାୟତି ଗ୍ୟାଙ୍ଗର ୧୩ ଜଣକୁ ଗିରଫ କରିଛି । ସେମାନଙ୍କ ନିକଟରୁ ଖଣ୍ଡା, ଭୁଜାଲି ଭଳି ମାରଣାସ୍ତ୍ର ସମେତ ୧୫ ମୋବାଇଲ, ୬ ବାଇକ ଓ ୪ହଜାର ୩୦ ଟଙ୍କା ଜବତ କରିଛି । ତେବେ ଏହି ଗ୍ୟାଙ୍ଗର ଅନ୍ୟ ୩ ଜଣ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର ବାଣ ବିସ୍ଫୋରଣ ଘଟଣା: ଆଇଆଇସି ନିଲମ୍ବିତ

ବାଲେଶ୍ୱର: ସଦର ଥାନା ଅନ୍ତର୍ଗତ ବାହାବଳପୁର ଗ୍ରାମରେ ବାଣ ତିଆରି ବେଳେ ବିସ୍ଫୋରଣ ଘଟଣାରେ ବୁଧବାର ଆଇଆଇସି ସନ୍ତୋଷ ବେହେରା କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି। କାର୍ଯ୍ୟରେ ଅବହେଳା ଯୋଗୁଁ ବାହାବଳପୁର ସମୁଦ୍ରିକ ଥାନାର ଆଇଆଇସି ବେହେରାଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର: ବାଣ ତିଆରି ବେଳେ ବିସ୍ଫୋରଣ, ଶିଶୁ ସମେତ ୧୨ଜଣଙ୍କ ମୃତ୍ୟୁ

ବାଲେଶ୍ୱର: ସଦର ଥାନା ଅନ୍ତର୍ଗତ ବାହାବଲପୁର ଗ୍ରାମରେ ବାଣ ତିଆରି ବେଳେ ବିସ୍ଫୋରଣ ହେବାରୁ ୧୨ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।  ମିଳିଥିବା ସୂଚନା ଅନୁସାରେ ଗ୍ରାମର ଗୋଲକ ବିହାରୀ ପ୍ରଧାନଙ୍କ ଘରେ ଥିବା ଲାଇସେନ୍ସ ପ୍ରାପ୍ତ ବାଣ କାରଖାନାରେ ପ୍ରାୟ ୩୦ ଜଣ ଶ୍ରମିକ କାମ କରୁଥିଲେ।…
ଅଧିକ ଖବର ଦେଖନ୍ତୁ...

ଲାଞ୍ଚ ମାମଲା : ଅବସରପ୍ରାପ୍ତ କିରାଣିଙ୍କୁ ୨ବର୍ଷ ଜେଲ୍‌

ବାଲେଶ୍ୱର : ବାଲେଶ୍ୱର ଭିଜିଲାନ୍ସ କୋର୍ଟ ଏକ ଲାଞ୍ଚ ମାମଲାର ଶୁଣାଣି କରି ଜଣେ ଅବସରପ୍ରାପ୍ତ କିରାଣିଙ୍କୁ ୨ ବର୍ଷ ଜେଲ୍‌ଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଅନାଦାୟେ ଆଉ ଦୁଇମାସ ଜେଲ ଦଣ୍ଡାଦେଶ ହୋଇଛି। ଦୋଷୀସାବ୍ୟସ୍ତ ଉକ୍ତ ଅବସରପ୍ରାପ୍ତ କିରାଣି ହେଉଛନ୍ତି ରାଜେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

୩ ଦୋକାନ ଜଳିଗଲା

ବାଲେଶ୍ୱର : ଆଜି ଦ୍ୱିପ୍ରହରରେ ବାଲେଶ୍ୱର ସହରର ତେଲେଙ୍ଗାସାହିସ୍ଥିତ ବିଦ୍ୟୁତ୍‌ମାର୍ଗ ରାସ୍ତା ପାର୍ଶ୍ୱରେ ଥିବା ୩ଟି ଦୋକାନ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡି ଛାରଖାର ହୋଇଯାଇଛି। ପ୍ରାୟ ଦେଢ଼ଟା ବେଳେ ଏହି ନିଆଁ ଲାଗିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ…
ଅଧିକ ଖବର ଦେଖନ୍ତୁ...