ଅନୁସନ୍ଧାନ କରୁଥିବା ବର୍ଗ

ଗଜପତି

୨୪ ଘଣ୍ଟା ମଧ୍ୟରେ ୧୨ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର: ସଂପ୍ରତି ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ସ୍ଥିତିରେ ରହିଛି। ଫଳରେ ରାଜ୍ୟରେ ବଡ଼ ବର୍ଷାର ସମ୍ଭାବନା ନାହିଁ। ତେବେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ଅଗଷ୍ଟ ୨୮ ତାରିଖ, ସୋମବାର ଅପରାହ୍ନ ସୁଦ୍ଧା ଉତ୍ତର ଓ ଦକ୍ଷିଣ ଓଡ଼ିଶାର ୧୨ଟି ଜିଲ୍ଲାରେ କାଳବେଶାଖୀ ଜନିତ ଝଡ଼ବର୍ଷାର…
ଅଧିକ ଖବର ଦେଖନ୍ତୁ...

୫-ଟି ସଚିବଙ୍କ ଗଜପତି ଗସ୍ତ: ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ କଲେ ସମୀକ୍ଷା

ପାରଳାଖେମୁଣ୍ଡି: ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ସମୟରେ ଜନସାଧାରଣଙ୍କ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଦେବା ଉପରେ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ଏବଂ ଆଜି ସକାଳୁ ୫ଟି ସଚ୍ଚିବ ଭିକେ ପାଣ୍ଡିଆନଙ୍କ ଆକସ୍ମିକ ଗଜପତି ଗସ୍ତ ବେଳେ ଏହି ବାର୍ତ୍ତା ସରକାରୀ ଅଧିକାରୀ…
ଅଧିକ ଖବର ଦେଖନ୍ତୁ...

ଗଜପତିରେ ୪୬ ଡେଙ୍ଗୁ ରୋଗୀ ଚିହ୍ନଟ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ବଢୁଛି ଡେଙ୍ଗୁ। ଜିଲାରେ ବର୍ତ୍ତମାନ ସୁଦ୍ଧା ୪୬ ଡେଙ୍ଗୁ ପଜିଟିଭ୍‌ଙ୍କୁ ଚିହ୍ନଟ କରା ଯାଇଥିବା ଜଣାପଡ଼ିଛି। ତେବେ, ‌ଡେଙ୍ଗୁର ନିରାକରଣ ପାଇଁ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ରାମାଞ୍ଚଳରେ ସ୍ଥିତି ଅନୁଧ୍ୟାନ କରାଯିବା ସହ ଔଷଧ ସିଞ୍ଚନ କରାଯାଉଛି ଏବଂ…
ଅଧିକ ଖବର ଦେଖନ୍ତୁ...

ଗଂଜାମ ଗସ୍ତରେ ଅଚାନକ ଗଜପତି ପହଞ୍ଚିଲେ ୫-ଟି ସଚିବ, ଅଧିକାରୀଙ୍କୁ ନେଇ କରିପାରନ୍ତି ବିକାଶମୂଳକ ସମୀକ୍ଷା

ପାରଳାଖେମୁଣ୍ଡି: ୩ ଦିନିଆ ଗଞ୍ଜାମ ଗସ୍ତରେ ଥିବା ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ ଆଜି ପ୍ରଥମ ଦିନ ଗସ୍ତ ଶେଷରେ ସନ୍ଧ୍ୟାରେ ଅଚାନକ ଗଜପତି ଜିଲ୍ଲାରେ ପହଞ୍ଚିଛନ୍ତି। ମଧ୍ୟାହ୍ନରେ ତାଙ୍କ ଗସ୍ତ ପାଇଁ ତରବରିଆ ଭାବେ ଜିଲ୍ଲା ପ୍ରଶାସନ ତରଫରୁ ଆନୁଷଙ୍ଗିକ ବ୍ୟବସ୍ଥା ସହ ହେଲିପ୍ୟାଡ୍‌…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୭ ଜିଲ୍ଲାରେ ପ୍ରବଳ ବର୍ଷା ଓ ୧୫ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର: ମୌସୁମୀ ନିମ୍ନଚାପ ରେଖାର ପଶ୍ଚିମ ଭାଗ ହିମାଳୟର ପାଦଦେଶରେ ଅବସ୍ଥାନ କରୁଥିବା ବେଳେ ପୂର୍ବ ଭାଗ ଆଜି (ଶୁକ୍ରବାର) ଉତ୍ତରପ୍ରଦେଶର ଗୋରଖପୁରରୁ ବାହାରି ପାଟନା, ବାଙ୍କୁରା ମଧ୍ୟ ଦେଇ ପଶ୍ଚିମବଙ୍ଗର ଦିଘାରୁ ଦକ୍ଷିଣପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି।…
ଅଧିକ ଖବର ଦେଖନ୍ତୁ...

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ଗୋଷାଣି : ଗଜପତି ଜିଲ୍ଳା ଗୋଷାଣି ବ୍ଲକ ତାଟିପେଟି ପଞ୍ଚାୟତ ଅନ୍ତର୍ଗତ ଗୋଲାଗାଁ ପୋଖରୀରେ ଜଣେ ବ୍ୟକ୍ତି ବୁଡି ପ୍ରାଣ  ହରାଇଛନ୍ତି। ମୃତ ବ୍ୟକ୍ତି ହ‌େଲେ ତିରୁପତି ରାଉତ (୪୪)। ଘଟଣାରୁ ପ୍ରକାଶ ଯେ, ବୁଧବାର ବଡିଭୋର ୪ଘଣ୍ଟା ସମୟରେ ଗୋଲାଗାଁ ନିବାସୀ ତିରୁପତି ରାଉତ ସବୁ ଦିନ ପରି…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଶ୍ରେଣୀର ମୁକ ଛାତ୍ରୀଙ୍କୁ ବିଦ୍ୟାଳୟରେ ତାଲା ପକାଇ ଦେଲେ ପ୍ରଧାନଶିକ୍ଷକ, ୪ଘଣ୍ଟା ପରେ ଉଦ୍ଧାର

ଗୋଷାଣି: ପ୍ରଥମ ଶ୍ରେଣୀର ମୁକ ଛାତ୍ରୀଙ୍କୁ ବିଦ୍ୟାଳୟ ଭିତରେ ତାଲା ପକାଇ ପ୍ରଧାନଶିକ୍ଷକ ଓ ଅନ୍ୟମାନେ ପଳାଇଛନ୍ତି। ସ୍କୁଲ ଛୁଟି ହେବାର ସମୟ ଅତିକ୍ରାନ୍ତ ହେବା ପରେ ପରିବାର ଲୋକେ ଝିଅକୁ ନପାଇ ବ୍ୟସ୍ତ ହୋଇପଡ଼ିଛନ୍ତି। ଶେଷରେ ୪ ଘଣ୍ଟା ପରେ ଛାତ୍ରୀ ଜଣକ ବିଦ୍ୟାଳୟରୁ ଉଦ୍ଧାର ହେବା ଘଟଣା…
ଅଧିକ ଖବର ଦେଖନ୍ତୁ...

ସ୍ତ୍ରୀକୁ ଶାବଳରେ ପିଟିପିଟି ହତ୍ୟା କଲା ସ୍ବାମୀ

ମୋହନା: ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ। ଗଜପତି ଜିଲ୍ଲା ମୋହନା ଥାନା ରାଣୀଖମା ଗାଁରେ ଏଭଳି ଘଟଣା ଘଟିଛି। ରାଣୀଖମା ଗାଁର ହାଡୁ ମଲିକ ନିଜ ସ୍ତ୍ରୀ ସାରୁଗାଳୁ ମଲିକଙ୍କୁ ଅତି ଅମାନୁଷିକ ଭାବେ ହତ୍ୟା କରିଛି। ଏନେଇ ମୃତକଙ୍କ ଭାଇ ମୋହନା ଥାନାରେ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

କାଶୀନଗର ବ୍ଲକ୍‌ରେ‌ ଡେଙ୍ଗୁ ଆତଙ୍କ, ‘ସାରା’ ଗ୍ରାମରୁ ୮ ଦିନରେ ୨୭ ପଜିଟିଭ୍ ଚିହ୍ନଟ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା କାଶୀନଗର ବ୍ଲକ୍‌ରେ ଡେଙ୍ଗୁ ଜ୍ବରର ଆତଙ୍କ ଦେଖାଦେଇଛି। ବ୍ଲକ୍ ଅଧୀନ ‘ସାରା’ ଗ୍ରାମରୁ ଗତ ୧୪ ତାରିଖରୁ ଆଜିସୁଦ୍ଧା ତଥା ୮ ଦିନ ଭିତରେ ୨୭ ଜଣ ଡେଙ୍ଗୁ ଜ୍ବର ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ଗ୍ରାମରେ ଆତଙ୍କ ଖେଳିଯାଇଥିବା ସହ ସ୍ବାସ୍ଥ୍ୟ ବିଭାଗର…
ଅଧିକ ଖବର ଦେଖନ୍ତୁ...

୨୪ ଘଣ୍ଟା ମଧ୍ୟରେ ୨୧ ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷା; ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ମୌସୁମୀ ନିମ୍ନଚାପ ରେଖା ଆଜି (ମଙ୍ଗଳବାର) ତାର ସାଧାରଣ ଅବସ୍ଥାନଠାରୁ ଉତ୍ତରରେ ରହିବା ସହ ପଞ୍ଜାବର ଅମୃତସରରୁ ବାହାରି, କର୍ଣ୍ଣଲ, ମିରଟ, ଲକ୍ଷ୍ନୌ, ଗୟା ଏବଂ ପଶ୍ଚିମବଙ୍ଗର ମାଲଦାରୁ ପୂର୍ବ ଦିଗରେ ନାଗାଲାଣ୍ଡ ଯାଏ ଲମ୍ବିଛି। ଫଳରେ ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ…
ଅଧିକ ଖବର ଦେଖନ୍ତୁ...