ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ସମ୍ବଲପୁରରେ ଆଜିଠୁ କୋର୍ଟ କାର୍ଯ୍ୟ ସ୍ବାଭାବିକ

ସମ୍ବଲପୁର : ସମ୍ବଲପୁରର କୋର୍ଟ କଚେରିରେ ଗତ ଡିସେମ୍ବର ୭ ତାରିଖରୁ ଲାଗି ରହିଥିବା ଅଚଳାବସ୍ଥା ଦୂର ହେବ। ମଙ୍ଗଳବାର ୩ ତାରିଖରୁ ସମ୍ବଲପୁରରେ ସମସ୍ତ ଅଦାଲତି କାର୍ଯ୍ୟ ସ୍ବାଭାବିକ ହେବ। ମଙ୍ଗଳବାରଠାରୁ ସମ୍ବଲପୁର ଓକିଲ ସଂଘର ସମସ୍ତ ସଦସ୍ୟ ଆନ୍ଦୋଳନରୁ ଓହରି ଆନୁଷ୍ଠାନିକଭାବେ କାର୍ଯ୍ୟରେ…
ଅଧିକ ଖବର ଦେଖନ୍ତୁ...

ଟ୍ରକରେ ଲାଗିଗଲା ନିଆଁ, କାରଣ ଅସ୍ପଷ୍ଟ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟଛି। ୫୫ ନମ୍ବର ଜାତୀୟ ରାଜପଥ ଯୁଯୁମୁରା ଥାନା ଅନ୍ତର୍ଗତ ଜାମଟାଲ ନିକଟରେ ଆଜି ସକାଳେ ଏକ ଟ୍ରକରେ ନିଆଁ ଲାଗି ଯାଇଥିଲା। ଯୁଯୁମୁରା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା…
ଅଧିକ ଖବର ଦେଖନ୍ତୁ...

ସ୍ବାଭିମାନ ସମ୍ବଲପୁର ପକ୍ଷରୁ ନିଆରା ଢଙ୍ଗରେ ନବବର୍ଷ ପାଳନ : ଖୁସି ବାଣ୍ଟିଲେ, ଖୁସି ମିଳେ

ଯୁଯୁମୁରା: ନୂଆ ବର୍ଷରେ କିଏ ପର୍ଯ୍ୟଟନସ୍ଥଳ ବୁଲିଛି ତ ଆଉ କିଏ ଖାଇ ପିଇ ମଉଜମସ୍ତି କରୁଥିବା ବେଳେ ସ୍ବେଚ୍ଛାସେବୀ ସଙ୍ଗଠନ ସ୍ୱାଭିମାନ, ସମ୍ବଲପୁର ପକ୍ଷରୁ ନିଆରା ଢଙ୍ଗରେ ନବ ବର୍ଷ ପାଳନ କରାଯାଇଛି। ଗତ ୭ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ନିଯୁକ୍ତି, ବନ୍ଦ ଲଫାପାରେ ୩ ପ୍ରାର୍ଥୀଙ୍କ ଭାଗ୍ୟ

ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟ ପାଇଁ କୁଳପତି ପଦ ଚୟନ କମିଟି ନିଜ କାର୍ଯ୍ୟ ସାରିଛି। ଆବଦେନ କରିଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୩ ଜଣଙ୍କ ନାମ ଚୟନ କରାଯାଇ କୁଳାଧିପତିଙ୍କୁ ପ୍ରଦାନ କରିଥିବା ଜଣାପଡ଼ିଛି। ସମ୍ବଲପୁର ବିଶ୍ବବିଦ୍ୟାଳୟର ବିବାଦୀୟ କୁଳପତି ପ୍ରଫେସର ସଂଜୀବ…
ଅଧିକ ଖବର ଦେଖନ୍ତୁ...

ନୂଆ ବର୍ଷରେ ସମଲେଶ୍ବରୀଙ୍କ ମନ୍ଦିରରେ ଅସମ୍ଭାଳ ଭିଡ଼

ସମ୍ବଲପୁର: ନୂଆ ବର୍ଷରେ ଦେବଦେବୀଙ୍କ ଆଶୀର୍ବାଦ ନେବା ପାଇଁ ମନ୍ଦିରଗୁଡ଼ିକରେ ଲମ୍ବା ଧାଡ଼ି ଦେଖିବାକୁ ମିଳିଥାଏ। କୋଭିଡ୍‌ ପାଇଁ ୨ ବର୍ଷ ହେବ ନୂଆବର୍ଷରେ ମନ୍ଦିର ବନ୍ଦ ରହୁଥିବାରୁ ଭକ୍ତମାନେ ଏହି ସୌଭାଗ୍ୟ ପାଇବାରୁ ବଞ୍ଚିତ ରହୁଥିଲେ। କିନ୍ତୁ ଚଳିତବର୍ଷ କୋଭିଡ୍‌ କଟକଣା ହଟିଯାଇଥିବାରୁ…
ଅଧିକ ଖବର ଦେଖନ୍ତୁ...

୨ ବାଇକ୍ ମୁହାଁମୁହିଁ ଧକ୍କା : ଜଣେ ମୃତ, ୨ ଗୁରୁତର

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୪୯ର ଭୋଜପୁର ସୁଇପଦର ନିକଟରେ ରବିବାର ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ସାହାଜବାହାଲ ଗାଁର ସୂରଜ କିଣ୍ଡୋ (୨୫ ବର୍ଷ)ଙ୍କ ମୃତ୍ୟୁ ହୋଇଛି। ସେହି ଗାଁର ଅନ୍ୟ ୨ ଜଣ ବିନୟ କୁଜୁର (୧୭ ବର୍ଷ) ଓ…
ଅଧିକ ଖବର ଦେଖନ୍ତୁ...

ଟ୍ରକକୁ ପଛପଟୁ ପିଟିଲା ପିସିଆର୍ ଭ୍ୟାନ୍: ୪ ପୁଲିସ୍ କର୍ମଚାରୀ ଆହତ, ଜଣେ ଗୁରୁତର

ସମ୍ବଲପୁର: ଅଇଁଠାପାଲି ଥାନାର ପ୍ରେସକ୍ଲବ୍ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଆଜି ଭୋର ପ୍ରାୟ ସାଢ଼େ ୫ଟା ସମୟରେ ସମ୍ବଲପୁର ପ୍ରେସକ୍ଲବ୍ ନିକଟରେ ଏକ ଟ୍ରକ୍ ଛିଡ଼ା ହୋଇଥିବା ବେଳେ ପଛପଟୁ ପିସିଆର୍ ଭ୍ୟାନ୍ ପିଟିଥିଲା। ଏଥିରେ ୪ ପୁଲିସ୍ କର୍ମଚାରୀ ଆହତ ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଭିନ୍ନ ମୋଡ଼ ନେଇପାରେ ଓକିଲ ଆନ୍ଦୋଳନ: ନୂଆ ବର୍ଷରେ ସିଏସିର ନୂଆ ନିଷ୍ପତ୍ତି!

ସମ୍ବଲପୁର : ହାଇକୋର୍ଟର ସ୍ଥାୟୀ ବେଞ୍ଚ ଆନ୍ଦୋଳନ ବେଳେ ଗତ ୧୨ ଡିସେମ୍ବରର ଅଭାବନୀୟ ଘଟଣାକୁ କେନ୍ଦ୍ରକରି ଏବେ ସମ୍ବଲପୁର‌ରେ କୋର୍ଟଗୁଡ଼ିକରେ ଅଚଳାବସ୍ଥା ଜାରି ରହିଛି। ତେବେ, ସୁପ୍ରିମ୍‌ କୋର୍ଟଙ୍କ କଡ଼ା ଅଭିମୁଖ୍ୟ, ଓକିଲ ସଂଘର ସଦସ୍ୟମାନଙ୍କ ମନୋଭାବ ଓ ସର୍ବୋପରି ଅଂଚଳବାସୀଙ୍କ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ଲୋକମହୋତ୍ସବ ଶୁଭସ୍ତମ୍ଭ ସ୍ଥାପିତ

ସମ୍ବଲପୁର: ସମ୍ବଲପୁର ଲୋକ ମହୋତ୍ସବର ଶୁଭସ୍ତମ୍ଭ ସ୍ଥାପିତ ହୋଇଛି। ଶନିବାର ସକାଳେ ପିଏଚ୍‌ଡି ପଡ଼ିଆରେ ସରକାରୀ ଅଧିକାରୀ ଓ ଲୋକ ମହୋତ୍ସବ ଆୟୋଜନ ସମିତିର ସଦସ୍ୟମାନେ ଉପସ୍ଥିତ ରହି ଏହି ମହୋତ୍ସବ ପାଇଁ ଶୁଭ ଦେଇଥିଲେ। ପଣ୍ଡିତ ସୁନୀଲ ପାଣ୍ଡିଆ ପୂଜାର୍ଚ୍ଚନା କରିବା ପରେ ମହୋତ୍ସବ…
ଅଧିକ ଖବର ଦେଖନ୍ତୁ...

୮ରେ ହୀରାକୁଦ ପକ୍ଷୀ ଗଣନା

ସମ୍ବଲପୁର: ଆସନ୍ତା ୮ ତାରିଖରେ ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା କରାଯିବ। ପ୍ରତି ବର୍ଷ ଶୀତ ଋତୁରେ ଲକ୍ଷାଧିକ ବିଦେଶୀ ପକ୍ଷୀ ଏହି ବିସ୍ତୀର୍ଣ୍ଣ ଜଳଭଣ୍ଡାର ଓ ଆଖପାଖ ଅଞ୍ଚଳକୁ ଆସୁଛନ୍ତି। ଚଳିତ ବର୍ଷ ମଧ୍ୟ ବହୁ ସଂଖ୍ୟକ ବିଦେଶୀ ପକ୍ଷୀ ଆସିଛନ୍ତି। ଏଥି ସହ ଅନେକ ଦେଶୀୟ ଓ ସ୍ଥାନୀୟ…
ଅଧିକ ଖବର ଦେଖନ୍ତୁ...