ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ଡାକ ହଜାଇବା ମହଙ୍ଗା ପଡ଼ିଲା     

ସମ୍ବଲପୁର: ଡାକ ବିଭାଗର ଅ‌ବହେଳା ଓ ଦାୟିତ୍ବହୀନତା କାରଣରୁ ଜଣେ ମେଧାବୀ ଛାତ୍ର ମିଳିବାକୁ ଥିବା ଆର୍ଥିକ ପ୍ରୋତ୍ସାହନରୁ ବଞ୍ଚିତ ହେଲେ। ଏଥି ପାଇଁ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଲା। ଏହାକୁ ବିଚାରକୁ ନେଇ ସମ୍ବଲପୁର ଜିଲ୍ଲା ଖାଉଟି ବିବାଦ ସମାଧାନ ଆୟୋଗ ଡାକବିଭାଗକୁ…
ଅଧିକ ଖବର ଦେଖନ୍ତୁ...

ସମଲେଇ ଯୋଜନା: ସରକାରଙ୍କ ସପକ୍ଷରେ ସୁପ୍ରିମ୍‌ କୋର୍ଟଙ୍କ ରାୟ

ସମ୍ବଲପୁର : ସମଲେଇ ଯୋଜନାରେ ଓଡ଼ିଶା ସରକାରଙ୍କ ବଡ଼ ଆଇନଗତ ବିଜୟ ହୋଇଛି। ସରକାରୀ ଜମି ଅଧିଗ୍ରହଣର ପ୍ରକ୍ରିୟା ସଂପର୍କରେ ଗତ ଜୁଲାଇ ମାସରେ ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କ ସପକ୍ଷରେ ଦେଇଥିବା ରାୟକୁ ସୁପ୍ରିମ୍‌ କୋର୍ଟ କାଏମ ରଖିବା ସହ ଏ ସଂପର୍କିତ ଆବେଦନକୁ ଖାରଜ କରି ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌ରେ ବାଦାମ ଖାଇ ଜଣେ ଅଚେତ

ସମ୍ବଲପୁର : ଅରୁଣ ଭେଗେରା(୧୪) ପାଞ୍ଚଗୋଛିଆ ନିକଟରେ ଥିବା ଆଶ୍ରମ ସ୍କୁଲ୍‌ରେ ପଢ଼ନ୍ତି। ତାଙ୍କୁ ସ୍କୁଲ୍‌କୁ ଛାଡ଼ିବା ପାଇଁ ଗଡ଼ପୋଷରୁ ରାଉରକେଲା-ପୁରୀ ପାସେଞ୍ଜର୍‌ରେ ଗୁରୁବାର ସମ୍ବଲପୁର ଆସୁଥିଲେ। ତେବେ ଟ୍ରେନ୍‌ ଭିତରେ ଜଣେ ଅଜଣା ବ୍ୟକ୍ତି ଅରୁଣଙ୍କୁ ବାଦାମ ଖାଇବାକୁ ଦେଇଥିଲେ। ବାଦାମ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ଦୂରଦର୍ଶନ ପରେ ଏବେ ଆକାଶବାଣୀରେ ସଂକଟ: ୧୯ ପଦ ଖାଲିଥିବାବେଳେ ୪ରୁ ୨ ଜଣଙ୍କୁ ବଦଳି

ସମ୍ବଲପୁର : ସମ୍ବଲପୁର ଦୂରଦର୍ଶନ ପରେ ଏବେ ସମ୍ବଲପୁର ଆକାଶବାଣୀ କେନ୍ଦ୍ର ବି ସଂକଟରେ। ଦଶନ୍ଧିଦଶନ୍ଧି ଧରି ପଶ୍ଚିମ ଓଡ଼ିଶାର ଭାଷା, ସଂସ୍କୃତି, ସାହିତ୍ୟ ଓ ସଂଗୀତର ପ୍ରଚାର ପେଣ୍ଠ ପାଲଟିଥିବା ଆକାଶବାଣୀ ସମ୍ବଲପୁରରେ ଏବେ କର୍ମଚାରୀ ମରୁଡ଼ି। ଏହି କେନ୍ଦ୍ରର ଷ୍ଟେସନ୍ ନିର୍ଦ୍ଦେଶକ, ୩ଟି…
ଅଧିକ ଖବର ଦେଖନ୍ତୁ...

ତଡ଼ା ଖାଇଲେ ଶିକ୍ଷୟିତ୍ରୀ, ୧୮ ବର୍ଷ ଧରି ଜାଲ୍ ପ୍ରମାଣପତ୍ର ଦେଇ କରୁଥିଲେ ଚାକିରି

ଯୁଯୁମୁରା : ନକଲି ମାଟ୍ରିକ୍‌ ପ୍ରମାଣପତ୍ର ଦେଇ ୨୦୦୫ ମସିହାରୁ ସରକାରୀ ସ୍କୁଲ୍‌ରେ ପାଠ ପଢ଼ାଉଥିବା ଜଣେ ଶିକ୍ଷୟିତ୍ରୀ ଚାକିରିରୁ ବିଦା ହୋଇଛନ୍ତି। ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍‌ ଜୟନ୍ତପୁର ପଞ୍ଚାୟତ ପଥରଗଡ଼ା ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷୟିତ୍ରୀଭାବେ କାର୍ଯ୍ୟରତ…
ଅଧିକ ଖବର ଦେଖନ୍ତୁ...

ହାତୀ ଠାବ କରିବାକୁ ଯାଇ ୬ କର୍ମଚାରୀ ବାଟବଣା

କୁଚିଣ୍ଡା : କୁଚିଣ୍ଡା ରେଞ୍ଜ ବାମଣ୍ଡା ବନଖଣ୍ଡର ନିଘଞ୍ଚ ଖଜୁରିଆ ଜଙ୍ଗଲ ବଡ଼ବାହାଲ ନିକଟରେ ହାତୀ ପଲ ଠାବ କରିବା ପାଇଁ ଯାଇଥିବା ୬ ଜଣ ବନ କର୍ମଚାରୀ ଜଙ୍ଗଲରେ ବାଟବଣା ହୋଇଯାଇଥିଲେ। ଫଳରେ ସେମାନେ ଶୀତ କାକରରେ ସାରା ରାତି ଜଙ୍ଗଲରେ କଟାଇଥିବା ଜଣାଯାଇଛି। ଜଣ୍ଡା ଫରେଷ୍ଟ ଗାର୍ଡ ଆତିଶ…
ଅଧିକ ଖବର ଦେଖନ୍ତୁ...

୮ରେ ହୀରାକୁଦରେ ପକ୍ଷୀ ଗଣନା

ବ୍ରଜରାଜନଗର : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜାନୁଆରି ୮ ତାରିଖରୁ ହୀରାକୁଦ ଜଳ ଭଣ୍ଡାରରେ ପକ୍ଷୀ ଗଣନା କରାଯିବ। ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ହୀରାକୁଦ ଜଳଭଣ୍ଡାର ପାର୍ଶ୍ଵକୁ ଲାଗିଥିବା ଅଂଚଳରେ ପକ୍ଷୀ ଗଣନା ପାଇଁ ୪ଟି ସେକ୍ଟର କରାଯାଇଛି। ସେଥିରେ ବ୍ରଜରାଜନଗର ବନାଞ୍ଚଳରେ  ୭ନଂ…
ଅଧିକ ଖବର ଦେଖନ୍ତୁ...

ବିଜେପି ପାଇଁ ଏବେ ସମ୍ବଲପୁର ଲୋକସଭା ମୁଣ୍ଡବ୍ୟଥା

ସମ୍ବଲପୁର : ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଇଁ ରାଜ୍ୟର ଶାସକ ଦଳ ବିଜେଡି ଏବେଠୁ ପ୍ରସ୍ତୁତି ଆରମ୍ଭ କରିଦେଲାଣି। ଅସନ୍ତୁଷ୍ଟ ଦଳୀୟ ନେତାମାନଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ସରକାରୀ ସ୍ତରରେ ବିଭିନ୍ନ ବିଭାଗର ଉପଦେଷ୍ଟା ଭଳି ଅନେକ ନୂଆ ପଦବି ସୃଷ୍ଟିକରି ଥଇଥାନ କରିଛି। କେବଳ ସେତିକି…
ଅଧିକ ଖବର ଦେଖନ୍ତୁ...

ବିଡି ନଦେବାରୁ ପ୍ରାଣାନ୍ତକ ଆକ୍ରମଣ

ସମ୍ବଲପୁର: ସାମାନ୍ୟ ବିଡ଼ି ନ ଦେବାରୁ ଧନୁପାଲି ଥାନା ଅଞ୍ଚଳରେ ୩ ଜଣଙ୍କୁ ପ୍ରାଣାନ୍ତକ ଆକ୍ରମଣ କଲେ ୨ ଜଣ ଦୁର୍ବୃତ୍ତ। ଧନୁପାଲି ଥାନା ତୁରିପଡ଼ାରେ ସୀତା ମୁଣ୍ଡା ଓ ତାଙ୍କ ସ୍ବାମୀ ଘର ଭଡ଼ା ନେଇ ରହୁଛନ୍ତି। ବୁଧବାର ସକାଳେ ୨ ଜଣ ଯୁବକ ତାଙ୍କ ଘରକୁ ଆସି ବିଡ଼ି ମାଗିଲେ। ସୀତା ବିଡ଼ି…
ଅଧିକ ଖବର ଦେଖନ୍ତୁ...

ମାଲ ବୋଝେଇରେ ସମ୍ବଲପୁର ମଣ୍ଡଳର ରେକର୍ଡ

ସମ୍ବଲପୁର: ପୂର୍ବତଟ ରେଳବାଇର ସମ୍ବଲପୁର ମଣ୍ଡଳ ଗତ ଡିସେମ୍ବର ମାସରେ ମାଲ୍‌ ବୋଝେଇରେ ନୂଆ ରେକର୍ଡ କରିଛି। ୨୦୨୨ର ଡିସେମ୍ବର ମାସରେ ଏହି ମଣ୍ଡଳ ୧.୪୧ ମାଟ୍ରିକ୍ ଟନ୍ ମାଲ୍ ବୋଝେଇ କରିଛି ଯାହା ପୂର୍ବ ବର୍ଷର ଉକ୍ତ ମାସ ତୁଳନାରେ ୧୭.୫% ଅଧିକ। ଏ ପର୍ଯ୍ୟନ୍ତର ଡିସେମ୍ବର ମାସର ମାଲ୍‌…
ଅଧିକ ଖବର ଦେଖନ୍ତୁ...