ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ପୁଣି ୨ ଓକିଲଙ୍କ ଜାମିନ ଆବେଦନ ଖାରଜ

ସମ୍ବଲପୁର: ଆଜି ପୁଣି ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସଭାପତି ସୁରେଶ୍ବର ମିଶ୍ର ଓ ଜିଲ୍ଲା ଓକିଲ ସଂଘ କ୍ରିୟାନୁଷ୍ଠାନ କମିଟିର ଅଧ୍ୟକ୍ଷ ପ୍ରଦୀପ ବହିଦାରଙ୍କ ଜାମିନ ଆବଦେନ ଖାରଜ ହୋଇଛି। ଗତ ୧୨ ଡିସେମ୍ବରର ଅଭାବନୀୟ ଘଟଣା ପରେ ଅନ୍ୟ ଆଇନଜୀବୀମାନଙ୍କ ସହିତ ସେମାନଙ୍କୁ ବି ଗିରଫ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁର ପରିକ୍ରମା କଲା ହକି ବିଶ୍ବକପ୍‌ ଟ୍ରଫି

ସମ୍ବଲପୁର: ଭୁବନେଶ୍ବର ଓ ରାଉରକେଲା ସହରରେ ଆସନ୍ତା ୧୩ ତାରିଖ ଠାରୁ ହକି ବିଶ୍ବକପ୍‌ ଆରମ୍ଭ ହୋଇଛି। ଏହି ଅବସରରେ ହକି ବିଶ୍ବକପ୍‌ ଟ୍ରଫି ସବୁ ଜିଲ୍ଲା ଭ୍ରମଣ କରୁଛି। ମଙ୍ଗଳବାର ରାତି ଏହି ଟ୍ରଫି ସମ୍ବଲପୁର ବୁର୍ଲା ପହଞ୍ଚିଥିବା ବେଳେ ଆଜି ସମ୍ବଲପୁର ସହରରେ ଏହାକୁ ଭବ୍ୟ ସ୍ବାଗତ…
ଅଧିକ ଖବର ଦେଖନ୍ତୁ...

ଲଭ୍‌-ସେକ୍ସ-ଧୋକାର ଶିକାର ହେଲେ ନାବାଳିକା

ସମ୍ବଲପୁର: ଧନୁପାଲି ଥାନା ଅଞ୍ଚଳରେ ଜଣେ ନାବାଳିକା ଲଭ୍‌-ସେକ୍ସ-ଧୋକାର ଶିକାର ହୋଇଛନ୍ତି। ୫ ବର୍ଷ ତଳୁ ଜଣେ ଯୁବକ ତାଙ୍କୁ ପ୍ରେମରେ ଫସାଇ ବାରମ୍ବାର ଶାରୀରିକ ସମ୍ପର୍କ ରଖୁଥିଲା। ବର୍ତ୍ତମାନ ପୁଅର ବୟସ ୨୧, ଝିଅକୁ ୧୭ ବର୍ଷ। ବାହା ହେବି କହି ୨ ତାରିଖ ଦିନ ଯୁବକ ଜଣକ ବୁଢ଼ାରଜା ସ୍ଥିତ…
ଅଧିକ ଖବର ଦେଖନ୍ତୁ...

ଯୁବ କ୍ରିକେଟର୍ କମଳ ବାହାଦୂରଙ୍କ ମୃତ୍ୟୁ: ଅଘଟଣ ନା’ ହତ୍ୟା? ପରିବାରବର୍ଗଙ୍କ ଉଚ୍ଚସ୍ତରୀୟ ତଦନ୍ତ ଦାବି

ଗୋଳନ୍ଥରା/ବୁର୍ଲା/ସମ୍ବଲପୁର : ସମ୍ବଲପୁରର ଜଣାଶୁଣା କ୍ରିକେଟର୍ ତଥା ବୁର୍ଲାନିବାସୀ କମଳ ବାହାଦୂର (୩୦)ଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅଧୀନ ପାଲୁର୍‌ହିଲ୍ ପଥର ଖାଦାନ ଭିତରେ ସୃଷ୍ଟ କୃତ୍ରିମ ପୋଖରୀରେ ବୁଡ଼ି ଗତକାଲି ମଧ୍ୟାହ୍ନରେ ସେ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁରରେ ସ୍ବାଭାବିକ ‌ହେଲା କୋର୍ଟ କାର୍ଯ୍ୟ: କାମ ଆରମ୍ଭ କଲେ ଶତାଧିକ ଓକିଲ

ସମ୍ବଲପୁର: ଗତ ଡିସେମ୍ବର ୭ରୁ ଜାନୁଆରି ୨ ତାରିଖ ପର୍ଯ୍ୟନ୍ତ ୨୭ ଦିନ ଧରି ସମ୍ବଲପୁର କୋର୍ଟରେ ଲାଗି ରହିଥିବା ଅଚଳାବସ୍ଥା ଶେଷରେ ଦୂର ହୋଇଛି। ସମ୍ବଲପୁର ଜିଲ୍ଲା ଓକିଲ ସଂଘର ଶତାଧିକ ଆଇନଜୀବୀ ଆଜି ଅଦାଲତି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଫଳରେ ମଙ୍ଗଳବାରଠାରୁ ସ୍ଥିତି ସ୍ବାଭାବିକ…
ଅଧିକ ଖବର ଦେଖନ୍ତୁ...

କଲେଜ ଛାତ୍ରୀଙ୍କୁ ଅପହରଣ କରି ଫିଙ୍ଗିଦେଲେ: ହାତ-ଗୋଡ଼-ମୁହଁ ବନ୍ଧା ଅବସ୍ଥାରେ ଉଦ୍ଧାର

ସାଲେପୁର: ସାଲେପୁରରେ ଜଣେ କଲେଜ ଛାତ୍ରୀଙ୍କୁ ଦୁର୍ବୃତ୍ତମାନେ ଅପହରଣ ଉଦ୍ୟମ କରିଛନ୍ତି। ଦିନ ଦ୍ବିପହରରେ ଏଭଳି ଏକ ଘଟଣା ଘଟିଥିବା ବେଳେ ଛାତ୍ରୀଙ୍କୁ ଚିତ୍ରୋତ୍ପଳା ନଦୀପଠାରେ ଥିବା ଆବର୍ଜନା ପୃଥକୀକରଣ କେନ୍ଦ୍ର ଗୃହରୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଛାତ୍ରୀଙ୍କର ହାତ, ଗୋଡ଼ ଓ ମୁହଁ…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁରରେ ସ୍ବାଭାବିକ ହେଲା କୋର୍ଟ କାର୍ଯ୍ୟ  

ସମ୍ବଲପୁର: ଗତ ଡିସେମ୍ବର ୭ରୁ ଜାନୁଆରି ୨ ତାରିଖ ପର୍ଯ୍ୟନ୍ତ ୨୭ ଦିନ ଧରି ସମ୍ବଲପୁର କୋର୍ଟରେ ଲାଗି ରହିଥିବା ଅଚଳାବସ୍ଥା ଦୂର ହୋଇଛି। ସମ୍ବଲପୁର ଜିଲ୍ଲା ଓକିଲ ସଂଘର ଶତାଧିକ ଆଇନ୍‌ଜୀବୀ ଅଦାଲତି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଫଳରେ ମଙ୍ଗଳବାରଠାରୁ ସ୍ଥିତି ସ୍ବାଭାବିକ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁରରେ ପହଞ୍ଚିଲା ହକି ବିଶ୍ବକପ୍‌ ଟ୍ରଫି     

ସମ୍ବଲପୁର: ହକି ବିଶ୍ବ କପ୍ ଟ୍ରଫି ମଙ୍ଗଳବାର ରାତି ୯ଟା ୩୦ରେ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟରେ ପହଞ୍ଚିଛି। ଟ୍ରଫି ନିର୍ଦ୍ଧାରିତ ସମୟର ବହୁ ବିଳମ୍ବରେ ପହଞ୍ଚିଥିଲେ ବି ଶହଶହ ଛାତ୍ରଛାତ୍ରୀ, ଶିକ୍ଷକ, କ୍ରୀଡ଼ାପ୍ରେମୀ ଓ ସାଧାରଣ ଲୋକ ଟ୍ରଫି ଦେଖିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଠେଲା ହେଲା ୧୦୮ ଆମ୍ବୁଲାନ୍ସ         

ସମ୍ବଲପୁର: ଅଇଁଠାପାଲି ଛକରେ ମଙ୍ଗଳବାର ଦିନ ୧୨ଟା ପାଖାପାଖି ଏକ ଆମ୍ବୁଲାନ୍ସ(ଓଡି ୦୨ ଏଡବ୍ଲୁ ୧୭୨୨) ଅଚଳ ହୋଇଯାଇଥିଲା। ଦୁର୍ଘଟଣାଗ୍ରସ୍ତଙ୍କ ଠାରୁ ଆରମ୍ଭ କରି ଗୁରୁତର ରୋଗୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ମାଧ୍ୟମ ପାଲଟିଥିବା ଏହି ଆମ୍ବୁଲାନ୍ସର ଦୟନୀୟ ଅବସ୍ଥା ଯୋଗୁ କେତେବେଳେ…
ଅଧିକ ଖବର ଦେଖନ୍ତୁ...

ଅଇଁଠାପାଲି ଛକରେ ପୁଣି ଦୁର୍ଘଟଣା; ଟ୍ରକ୍‌ ଧକ୍କାରେ ଛାତ୍ରୀ ମୃତ

ସମ୍ବଲପୁର: ଅଇଁଠାପାଲି ଛକରେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ କଲେଜ୍‌ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରୀ ଜଣକ ହେଉଛନ୍ତି କ୍ଷେତରାଜପୁର ଥାନା ପୋଦ୍ଦାର କଲୋନିର ଅଭିମନ୍ୟୁ ଭଗତଙ୍କ ବଡ଼ ଝିଅ ସୋନାଲ ଭଗତ(୨୧)। ଛାତ୍ରୀଙ୍କ ମୃତ୍ୟୁ ପରେ ଅଇଁଠାପାଲି ଛକରେ…
ଅଧିକ ଖବର ଦେଖନ୍ତୁ...