ଅନୁସନ୍ଧାନ କରୁଥିବା ବର୍ଗ

ଦେଶ- ବିଦେଶ

ପର୍ଯ୍ୟଟକଙ୍କୁ ନିଜ ଦେଶ ପ୍ରତି ଆକୃଷ୍ଟ କରିବାକୁ ୫ ଲକ୍ଷ ବିମାନ ଟିକେଟ ମାଗଣାରେ ବାଣ୍ଟିପାରେ ଏହି ଦେଶ

ହଂକଂ: କରୋନା ମହାମାରୀ ପରେ ନିଜ ଦେଶ ପ୍ରତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଇବାକୁ ଏକ ବଡ ଯୋଜନା ଉପରେ କାର୍ଯ୍ୟ କରୁଛି ହଂକଂ ପ୍ରଶାସନ | ମିଳିଥିବା ସୂଚନା ମୁତାବକ ହଂକଂ ୫ ଲକ୍ଷ ମାଗଣା ବିମାନ ଟିକେଟ ଦେବାକୁ ଯୋଜନା କରୁଛି। କରୋନା ପରେ ପର୍ଯ୍ୟଟକଙ୍କୁ ଦେଶକୁ ନିମନ୍ତ୍ରଣ କରିବା ପାଇଁ ଏହି…
ଅଧିକ ଖବର ଦେଖନ୍ତୁ...

ଜନ୍ମାଷ୍ଠମୀରେ ମୋର ଜନ୍ମ ବୋଲି କହିଥିଲେ କେଜ୍ରିୱାଲ, ଦାବିକୁ ମିଛ ବୋଲି କହିଲା ବିଜେପି

ନୂଆଦିଲ୍ଲୀ: ଶନିବାର ଆମ ଆଦମୀ ପାର୍ଟି (ଆପ୍)  ନେତା ଅରବିନ୍ଦ କେଜ୍ରିଓ୍ବାଲ କହିଥିଲେ ଯେ ସେ କୃଷ୍ଣ ଜନ୍ମାଷ୍ଠମୀରେ ଜନ୍ମଗ୍ରହଣ କରିଥିଲେ । ତାଙ୍କୁ ଭଗବାନ କୃଷ୍ଣ  କଂସର ବଂଶଧରମାନଙ୍କୁ ଶେଷ କରିବାକୁ ପଠାଇଛନ୍ତି । ହିନ୍ଦୁ ବିରୋଧୀ ବୋଲି ଗୁଜରାଟରେ ଲଗାଯାଇଥିବା ପୋଷ୍ଟରର ଜବାବରେ ସେ…
ଅଧିକ ଖବର ଦେଖନ୍ତୁ...

୭୮ ବର୍ଷ ବୟସରେ ବି ହାରିଯାଇନାହାନ୍ତି: ପାହାଡ ଶିଖରରେ ପହଞ୍ଚି ଯବାନଙ୍କୁ ଯୋଗ ଶିଖାଉଛନ୍ତି ଏହି ଯୋଗ ଗୁରୁ

ଶ୍ରୀନଗର: ବୟସ ବଢିବା ସଙ୍ଗେ ସଙ୍ଗେ ଯେତେବେଳେ ଜଣେ ଘରେ ବସି ରହିବାକୁ ଭାବିଥାନ୍ତି, ଠିକ ସେହି ବୟସରେ ଏବେ ମିଶନ କାଶ୍ମୀରରେ ବାହାରିଛନ୍ତି ଜଣେ ୭୮ ବର୍ଷ ବୟସ୍କା ମହିଳା | ଏହି ମହିଳାଙ୍କ ନାମ ହେଉଛି ପଦ୍ମିନୀ ଜୋଗ | ନିକଟରେ ସେ ଯବାନମାନଙ୍କୁ ଯୋଗ ଶିକ୍ଷା ଦେବା ପାଇଁ ସମୁଦ୍ର ପତନଠାରୁ…
ଅଧିକ ଖବର ଦେଖନ୍ତୁ...

ପୁଣେ‌ରେ ପ୍ରବାସୀ ଓଡ଼ିଆ ପାଳନ କଲେ ‘କୁମାର ପୂର୍ଣ୍ଣିମା’

ପୁଣେ: ମହାରାଷ୍ଟ୍ରର ପୁଣେ ସହରରେ ଓଡିଶା ସାଂସ୍କୃତିକ ପରିଷଦ ପକ୍ଷରୁ "କୁମାର ପୂର୍ଣ୍ଣିମା - ୨୦୨୨" ପାଳନ କରାଯାଇଛି | ଚନ୍ଦ୍ରଭାନୁ କାନୁନଗୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁଣେର ବିଶିଷ୍ଟ ସମାଜସେବୀ ଦାନେଶ୍ବର କଟକେ, ସମ୍ମାନିତ ଅତିଥି ଭାବେ…
ଅଧିକ ଖବର ଦେଖନ୍ତୁ...

ପାଉଁଜି ପାଇଁ ୧୦୦ ବର୍ଷୀୟା ବୃଦ୍ଧାଙ୍କ ପାଦ କାଟିଦେଲେ ଦୃବୁର୍ତ୍ତ

ଜୟପୁର: ରାଜସ୍ଥାନର ରାଜଧାନୀ ଜୟପୁରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଦୃବୁର୍ତ୍ତ ଜଣେ ୧୦୦ ବର୍ଷୀୟା ମହିଳାଙ୍କ ପାଦ କାଟି ତାଙ୍କ ପାଉଁଜି ଲୁଟି ନେଇଛି। ମିଳିଥିବା ସୂଚନା ଅନୁଯାୟୀ ଚୋର ବୃଦ୍ଧାଙ୍କ ଗୋଡକୁ ତୀକ୍ଷ୍ଣ ଅସ୍ତ୍ରରେ କାଟି ଦେଇଥିଲା। ବର୍ତ୍ତମାନ ପୁଲିସ ଟିମ୍…
ଅଧିକ ଖବର ଦେଖନ୍ତୁ...

ବୁଲା କୁକୁରକୁ ସମ୍ମାନ ଦିଆଯାଉଛି ହେଲେ ମୁସଲମାନଙ୍କୁ ନୁହେଁ, ଖୋଲା ଜେଲରେ ଜୀବନ ବିତାଉଛୁ: ଓୱେସୀ

ନୂଆଦିଲ୍ଲୀ: ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱେସୀ ମୁସଲମାନମାନଙ୍କୁ ଅଣଦେଖା କରାଯାଉଥିବା ନେଇ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଯେଉଁ ରାଜ୍ୟରେ ବିଜେପି କ୍ଷମତାରେ ଅଛି, ମୁସଲମାନମାନେ ସେଠାରେ ଖୋଲା ଜେଲରେ ଜୀବନ ବିତାଉଛନ୍ତି। ଓୱେସୀ କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

ଏବେଠାରୁ ଦଳର ସର୍ବେସର୍ବା ହେବେ ତେଜସ୍ବୀ, ସବୁ ନିଷ୍ପତ୍ତି ନେବେ: ଲାଲୁ ଯାଦବ

ନୂଆଦିଲ୍ଲୀ: ମୋ‌ ପରେ ଦଳର ସର୍ବେସର୍ବା ହେବେ ତେଜସ୍ବୀ। ସବୁ ନିଷ୍ପତ୍ତି ନେବେ। ରାଜଧାନୀ ଦିଲ୍ଲୀରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ର ଦୁଇ ଦିନିଆ ବୈଠକକୁ ସମ୍ବୋଧିତ କରି ଆରଜେଡି ନେତା ଲାଲୁ ଯାଦବ ଏଭଳି କହିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନଠାରୁ କେବଳ ବିହାରର…
ଅଧିକ ଖବର ଦେଖନ୍ତୁ...

ଧନୀ ସାଙ୍ଗମାନଙ୍କ କାରଣରୁ ୮୦ ହଜାର ଟଙ୍କାର ଉତ୍ତରୀୟ ବ୍ୟବହାର କରୁଛନ୍ତି ବିଜେପି ନେତା: ମେହବୁବା

ଶ୍ରୀନଗର: ରବିବାର ଦିନ ଜମ୍ମୁର ଗାନ୍ଧିନଗରରେ ଦଳୀୟ କାର୍ଯ୍ୟାଳୟ ବାହାରେ ପିଡିପି ମୁଖ୍ୟ ମେହବୁବା ମୁଫତି କର୍ମୀମାନଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ବିଜେପିକୁ ଟାର୍ଗେଟ କରିଥିଲେ। ସେ କହିଛନ୍ତି ଯେ ଆଜି ଏହି ଦଳ(ବିଜେପି) ଦୁନିଆର ସବୁଠାରୁ ଧନୀ ଦଳ ହୋଇପାରିଛି। ସେମାନେ…
ଅଧିକ ଖବର ଦେଖନ୍ତୁ...

ଆତଙ୍କବାଦୀଙ୍କ କୌଣସି ଧର୍ମ ନଥାଏ, କିନ୍ତୁ କଳା ଏବଂ ସିନେମାର ଥାଏ କି ପାୱାର ସାହେବ? ପ୍ରଶ୍ନ କଲା ବିଜେପି

ନାଗପୁର : ଶନିବାର ନାଗପୁରଠାରେ ବିଦର୍ଭ ମୁସଲିମ ବୁଦ୍ଧିଜୀବୀ ସାମ୍ମୁଖ୍ୟ ଦ୍ବାରା ଆହୂତ ‘ଭାରତୀୟ ମୁସଲମାନଙ୍କ ସମସ୍ୟା’ ଶୀର୍ଷକ ଆଲୋଚନାଚକ୍ରରେ ଭାଗ ନେଇ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାୱାର କହିଥିଲେ ଯେ ଦେଶଗଠନରେ ଭାରତୀୟ ମୁସଲମାନଙ୍କର ଉଲ୍ଲେଖନୀୟ ଯୋଗଦାନ…
ଅଧିକ ଖବର ଦେଖନ୍ତୁ...

ହିନ୍ଦୁ ଦେବାଦେବୀଙ୍କୁ ନେଇ ବିବାଦୀୟ ବୟାନ ଦେଇଥିବା ଦିଲ୍ଲୀ ମନ୍ତ୍ରୀ ରାଜେନ୍ଦ୍ର ପାଲଙ୍କ ଇସ୍ତଫା

ନୂଆଦିଲ୍ଲୀ: ହିନ୍ଦୁ ଦେବାଦେବୀଙ୍କୁ ନେଇ ବିବାଦୀୟ ବୟାନ ଦେଇଥିବା ଦିଲ୍ଲୀ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ ଆଜି ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ରାଜେନ୍ଦ୍ର ପାଲ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ପଠାଇଛନ୍ତି। ସେ ଟୁଇଟ୍ କରି କହିଛନ୍ତି, ଆଜି ମୁଁ…
ଅଧିକ ଖବର ଦେଖନ୍ତୁ...