Advertisment
Latest Posts
Advertisment
ଜିଲ୍ଲା
ଗାଁ’ଦାଣ୍ଡରେ ବେଧଡ଼କ ବୁଲିଲେ ୨ ଦନ୍ତା: ବିଲରେ ଧାନ ଖାଇଲେ, କୁଶଭଦ୍ରାରେ ଜଳକ୍ରୀଡ଼ା କଲେ
କଟକ ବନଖଣ୍ଡ ସୁକିନ୍ଦା ଓ ଟମକା ବନାଞ୍ଚଳରେ ୧୧ ଦିନ ଧରି ୨ ଗୋଠଛଡ଼ା ଦନ୍ତା ବିଭିନ୍ନ ଗାଁଗଣ୍ଡାରେ ବେଧଡ଼କ ବୁଲୁଛନ୍ତି। ଚଲାପଥ ବଦଳାଇ ପୋଷାହାତୀ ଭଳି ଗାଁ ଦାଣ୍ଡରେ ଚାଲୁଛନ୍ତି...
Gallery
ବାଣିଜ୍ୟ
କ୍ରିପ୍ଟୋରେ ଭାରତ ନଂ ୧
ଡିଜିଟାଲ ମୁଦ୍ରା କ୍ରିପ୍ଟୋକରେନ୍ସି ଗ୍ରହଣୀୟତାରେ ଭାରତ ଶୀର୍ଷ ସ୍ଥାନ ହାସଲ କରିଛି। ଏହା ପଛକୁ ଆମେରିକା ଦ୍ବିତୀୟ ସ୍ଥାନରେ ରହିଛି। ଷଷ୍ଠ ବାର୍ଷିକ ଚେନ୍ଆନାଲିସିସ୍ ବିଶ୍ବସ୍ତରୀୟ କ୍ରିପ୍ଟୋ ଗ୍ରହଣୀୟତା ସୂଚୀରୁ ଏହା ଜଣାପଡ଼ିଛି।
ଅପରାଧ
ଭିନ୍ନ ଭିନ୍ନ ଆଧାରକାର୍ଡ ପ୍ରସ୍ତୁତ କରି ୬ଟି ଜାଗାରେ ଚାକିରି କରୁଥିଲେ ପୁଅ; ବାପା କହିଲେ...
ଉତ୍ତରପ୍ରଦେଶରେ ସରକାରୀ ନିଯୁକ୍ତିର ଏକ ବଡ଼ ହେର୍ଫେର୍ ମାମଲା ସାମ୍ନାକୁ ଆସିଛି। ଆଗ୍ରାର ସାହାଜଙ୍ଗ କ୍ଷେତ୍ରରେ ରହୁଥିବା ବାସିନ୍ଦା ଅର୍ପିତ ସିଂହଙ୍କ ପୁତ୍ର ଅନୀଲ କୁମାର ସିଂହ ଭିନ୍ନ ଜିଲାରେ ଭିନ୍ନ ଆଧାରକାର୍ଡ ପ୍ରସ୍ତୁତ କରି ବିଭିନ୍ନ ଚାକିରି କରୁଥିଲେ।
ମନୋରଞ୍ଜନ
ସାବତ ମା’ଙ୍କ ବିରୋଧରେ ଠକେଇ ଅଭିଯୋଗ ପରେ କୋର୍ଟରେ ଦ୍ବାରସ୍ଥ ହେଲେ କରିସ୍ମାଙ୍କ ସନ୍ତାନ
କରିସ୍ମା କପୁରଙ୍କ ପୂର୍ବତନ ସ୍ୱାମୀ ସଞ୍ଜୟ କପୁରଙ୍କ ଇଚ୍ଛାପତ୍ରକୁ ନେଇ ଏକ ବଡ଼ ବିବାଦ ଦେଖାଦେଇଛି। ସାବତ ମା ପ୍ରିୟା କପୁରଙ୍କ ଉପରେ ଜାଲିଆତିର ଅଭିଯୋଗ ଆଣିଛନ୍ତି କରିସ୍ମାଙ୍କ ପୁଅ ଓ ଝିଅ।
ପୁନଶ୍ଚ ପୃଥିବୀ
କେବଳ ବନୀକରଣ ଯଥେଷ୍ଟ ନୁହେଁ
ଜଳବାୟୁ ବିଭ୍ରାଟକୁ ଏଡ଼ାଇବା ପାଇଁ ଗଛ ଲଗାଇବାକୁ ପ୍ରାଥମିକତା ଦିଆଯାଉଛି, ମାତ୍ର ଅଙ୍ଗାର ନିର୍ଗମନକୁ ଦମନ କରିବା ପାଇଁ ଜଙ୍ଗଲ ଉପରେ ନିର୍ଭର କରିବା ଯଥେଷ୍ଟ ନୁହେଁ ବୋଲି ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି।