Advertisment
Latest Posts
Advertisment
ଜିଲ୍ଲା
ଶିମିଳି ଗଛ ପଡ଼ି ଭାଙ୍ଗିଗଲା ୨ ଶହ ବର୍ଷର ତାରିଣୀ ମନ୍ଦିର
ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲ ଖରଡ଼ି ପଞ୍ଚାୟତ ବରଡ଼ି ଗାଁରେ ଏକ ବଡ଼ ଶିମିଳି ଗଛ ଉପୁଡ଼ି ପଡ଼ିବାରୁ ୨ ଶହ ବର୍ଷର ତାରିଣୀ ମନ୍ଦିର ସଂପୂର୍ଣ୍ଣ ଭାଙ୍ଗିଯାଇଛି। ୨୫ ଫୁଟ ଉଚ୍ଚତା ମୁଖ୍ୟ ମନ୍ଦିର ଓ ମୁଖଶାଳା ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି।
Gallery
ବାଣିଜ୍ୟ
ଓଡ଼ିଶା ବଜାରରେ ଟିଭିଏସର ନୂଆ ସ୍କୁଟର ଏନଟର୍କ ୧୫୦
ଟିଭିଏସ୍ ମୋଟର୍ କମ୍ପାନି ଓଡ଼ିଶା ବଜାରରେ ଭାରତର ଦ୍ରୁତତମ ହାଇପର୍ ସ୍ପୋର୍ଟସ୍ ସ୍କୁଟର୍ ଟିଭିଏସ୍ ଏନଟର୍କ ୧୫୦ର ଲଞ୍ଚ୍ କରିଛି । ଏହାର ମୂଲ୍ୟ ୧,୧୯,୦୦୦ ଟଙ୍କା ରହିଛି ।
ଅପରାଧ
ବ୍ରାଉନସୁଗାର ବେପାରରେ ବାପ-ପୁଅ
ଜଗତସିଂହପୁର ପୁଲିସ ହାତରେ ପୁଣି ବ୍ରାଉନସୁଗାର ବେପାରୀ ଧରା ପଡ଼ିଛନ୍ତି। ଏଥର ବାପ-ପୁଅ ଗିରଫ ହୋଇଛନ୍ତି। ଗିରଫ ବ୍ରାଉନସୁଗାର ବେପାରୀ ହେଲେ ଜଗତସିଂହପୁର ଥାନା ଇଟାପଡ଼ାର ନିରଞ୍ଜନ ମହାନ୍ତି(୫୮) ଓ ପୁଅ ପବିତ୍ର ମହାନ୍ତି ଓରଫ୍ ପପୁ(୨୮)।
ମନୋରଞ୍ଜନ
ଐଶ୍ୱର୍ଯ୍ୟା ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ
ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ହାଇକୋର୍ଟର ଦ୍ୱାରସ୍ଥ ହେବାକୁ ବାଧ୍ୟ ହୋଇଛନ୍ତି। ଅଭିନେତ୍ରୀଙ୍କ ମୁହଁ ଏବଂ ସ୍ୱରକୁ ବିକୃତ କରାଯାଇଛି। ଏହା ସହିତ ତାଙ୍କ ନାମର ଅପବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି...
ପୁନଶ୍ଚ ପୃଥିବୀ
କେବଳ ବନୀକରଣ ଯଥେଷ୍ଟ ନୁହେଁ
ଜଳବାୟୁ ବିଭ୍ରାଟକୁ ଏଡ଼ାଇବା ପାଇଁ ଗଛ ଲଗାଇବାକୁ ପ୍ରାଥମିକତା ଦିଆଯାଉଛି, ମାତ୍ର ଅଙ୍ଗାର ନିର୍ଗମନକୁ ଦମନ କରିବା ପାଇଁ ଜଙ୍ଗଲ ଉପରେ ନିର୍ଭର କରିବା ଯଥେଷ୍ଟ ନୁହେଁ ବୋଲି ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି।