Advertisment
Latest Posts
Advertisment
ଜିଲ୍ଲା
ଭଦ୍ରକ ବାଇପାସ୍ ଛକରେ ଜବର ଦଖଲ ଉଚ୍ଛେଦ
ଭଦ୍ରକର ବାଇପାସ୍ ଛକରେ ଗୁରୁବାର ଦ୍ୱିତୀୟ ଦିନରେ ଜବର ଦଖଲ ଉଚ୍ଛେଦ କରାଯାଇଛି । ପ୍ରଶାସନ ପକ୍ଷରୁ ଏହି ଉଚ୍ଛେଦ ଆରମ୍ଭ କରାଯାଇଥିବା ବେଳେ ଭଦ୍ରକର ଚାନ୍ଦବାଲି ରୋଡ଼ ଵାଇପାସ ଛକ ଠାରୁ ସରକାର ନଗର ପର୍ଯ୍ୟନ୍ତ ଜବର ଦଖଲ ଉଚ୍ଛେଦ କରାଯାଉଛି ...
Gallery
ଗଛଭାଙ୍ଗି ରାସ୍ତା ଅବରୋଧ
ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ବାଞ୍ଜିପାଲି-ମାଟିଆଭଟା ରାସ୍ତାରେ ଏକ ଗଛ ଭାଙ୍ଗି ପଡ଼ିବାରୁ ଦୀର୍ଘ ୪ ଘଣ୍ଟା ସମୟ ପର୍ଯ୍ୟନ୍ତ ରାସ୍ତା ଅବରୋଧ ହୋଇଛି ପରେ ଖପ୍ରାଖୋଲ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଗଛ କାଟି ସଫେଇ କରିବା ପରେ ଯାତାୟାତ ସ୍ଵାଭାବିକ ହୋଇଥିଲା
ବାଣିଜ୍ୟ
ହଠାତ ଖସିଗଲା ଭାରତୀୟ ସେୟାର୍ ବଜାର; ହେଲେ ଆଦାନୀ ସେୟାର୍ କଲା ଭଲ ପ୍ରଦର୍ଶନ
ଲଗାତର କିଛି ଦିନ ହେବ ଭାରତୀୟ ସେୟାର୍ ବଜାରର ସ୍ଥିତି ଭଲ ଥିବା ବେଳେ ଏବେ ପୁଣି ଥରେ ପତନ ଦେଖିବାକୁ ମିଳିଛି। ସେନସେକ୍ସ ଏବଂ ନିଫ୍ଟି ହ୍ରାସ ପାଇଥିବା ବେଳେ ଆଦାନୀ ସେୟାର ଆଜି ଅସାଧାରଣ ଭାବରେ ଭଲ ପ୍ରଦର୍ଶନ କରିଛି।
ଅପରାଧ
ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ମୁନିଗୁଡ଼ାରୁ ଗିରଫ
ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ରେଲୱେ ଷ୍ଟେସନ ସମ୍ମୁଖରେ ନିର୍ମାଣଧୀନ ରେଲୱେ କୋଚ ହୋଟେଲ ନିକଟରୁ ପୁଲିସ ଅତି ଚତୁରତାର ସହ ଦୁଇ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨୧କେଜି ଗଞ୍ଜେଇ ଜବତ କରିଛି।
ମନୋରଞ୍ଜନ
ପରଲୋକରେ ଲୋକପ୍ରିୟ ଗାୟକ ଜୁବିନ୍ ଗର୍ଗ; ସ୍କୁବା ଡାଇଭିଂ ବେଳେ ଉଡ଼ିଗଲା ପ୍ରାଣବାୟୁ
ଆଉନାହାନ୍ତି ଲୋକପ୍ରିୟ ଆସାମୀ ଗାୟକ ଜୁବିନ୍ ଗର୍ଗ। ସିଙ୍ଗାପୁରରେ ଏକ ଦୁଃଖଦ ସ୍କୁବା ଡାଇଭିଂ ଦୁର୍ଘଟଣାରେ ପ୍ରଖ୍ୟାତ ଆସାମୀ ଗାୟକ ତଥା ସାଂସ୍କୃତିକ ପ୍ରତିଷ୍ଠିତ ଜୁବିନଙ୍କ ମୃତ୍ୟୁ ଘଟିଛି।
ପୁନଶ୍ଚ ପୃଥିବୀ
ତୈଳ ଓ ସିମେଣ୍ଟ ଉତ୍ପାଦନ ବଢ଼ାଉଛି ଗ୍ରୀଷ୍ମ ଲହରି
ତୈଳ କମ୍ପାନିମାନଙ୍କର ଉତ୍ପାଦନ ଓ ଚରମ ଶ୍ରେଣୀର ଗ୍ରୀଷ୍ମ ଲହରି ମଧ୍ୟରେ ସିଧାସଳଖ ସମ୍ପର୍କ ରହିଥିବା କଥା ଏକ ସଦ୍ୟ ଅଧ୍ୟୟନରୁ ପ୍ରଥମ ଥର ପାଇଁ ସ୍ପଷ୍ଟ ହୋଇଛି। ୨୦୦୦ରୁ ୨୦୨୩ ମଧ୍ୟରେ ବିଶ୍ୱର ୨୧୩ଟି ଗ୍ରୀଷ୍ମ ଲହରିକୁ ବିଶ୍ଳେଷଣ କରି ଏକ ଆନ୍ତର୍ଜାତିକ ବୈଜ୍ଞାନିକ ଦଳ ଏପରି ନିର୍ଯାସରେ ପହଞ୍ଚିଛନ୍ତି।