Advertisment
Latest Posts
Advertisment
ଜିଲ୍ଲା
କାର୍ତ୍ତିକ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ: ଅନୁମୋଦନ କଲେ ଛତିଶା ନିଯୋଗ
ଚଳିତବର୍ଷ କାର୍ତ୍ତିକ ବ୍ରତ ଓ ବାଳଧୂପ ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗ ମୋହର ମାରିଛି। ଭୋ୍ର ୪ଟାରୁ ଦ୍ୱାର ଫିଟା ହେବ। କାର୍ତ୍ତିକ ମାସପରେ ନାଟମଣ୍ଡପରେ ଧାଡି ଦର୍ଶନ କରାଯିବ। ଖୁବଶୀଘ୍ର ଦିବ୍ୟାଙ୍ଗ ଦର୍ଶନ ପାଇଁ ଏସଓପି ଜାରି ହୋଇଛି। ଶ୍ରୀମନ୍ଦିର ଭିତରେ ମୋବାଇଲ ଫୋନ୍ ବ୍ୟବହାର ନେଇ କଟକଣା ଲାଗୁ...
Gallery
କବି ସମ୍ରାଟ ଉପେନ୍ଦ୍ର ଭଂଜ ଓଡ଼ିଆ ଚେୟାର ପକ୍ଷରୁ ଆଲୋଚନାଚକ୍ର
କବି ସମ୍ରାଟ ଉପେନ୍ଦ୍ର ଭଂଜ ଓଡ଼ିଆ ଚେୟାର ପକ୍ଷରୁ ଉତ୍ତରପ୍ରଦେଶର ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରେ ଦ୍ବି-ମାସିକ ଆଲୋଚନାଚକ୍ର ଅନୁଷ୍ଠିତ। କାର୍ଯ୍ୟକ୍ରମରେ ଅଧ୍ୟାପକ, ଗବେଷକ ଓ ଛାତ୍ରଛାତ୍ରୀ ହେଲେ ସାମିଲ।
ବାଣିଜ୍ୟ
ଲୁଣା ଜମିରେ ବନ୍ଦର: ଗଞ୍ଜାମ ଜିଲ୍ଲାର ବାହୁଡାରେ ୨୧,୫୦୦ କୋଟି ନିବେଶ ପାଇଁ ଓଡ଼ିଶା ଏବଂ କେନ୍ଦ୍ର ମଧ୍ୟରେ ବୁଝାମଣା ହେବ
ଏହି ପ୍ରକଳ୍ପରେ ଲୁଣ ଉତ୍ପାଦନ ପାଇଁ ବ୍ୟବହୃତ ହେଉଥିବା ଓଡ଼ିଶାରେ ପ୍ରାୟ ୫,୪୦୦ ଏକର ଏବଂ ଆନ୍ଧ୍ର ପ୍ରଦେଶରେ ୧,୭୦୦ ଏକର ଲୁଣା ଜମି ସାମିଲ ହେବ। ଏହି ଅଞ୍ଚଳରେ ଲଜିଷ୍ଟିକ୍ସ ହବ୍, ଗୋଦାମ ଏବଂ ପ୍ରକ୍ରିୟାକରଣ ୟୁନିଟ୍ ଆଦି ରହିବ...
ଅପରାଧ
ରାସ୍ତାକଡ଼ରୁ ମୃତଦେହ ଉଦ୍ଧାର, ଅପହରଣ ପରେ ହତ୍ୟା ସନ୍ଦେହ
ଯୁବକଙ୍କର ବେକରେ ଏକ ଗାମୁଛା ଭିଡା ହୋଇଥିବାରୁ ଓ ଘଟଣାସ୍ଥଳରୁ ମିଳିଥିବା ସୁରାକରୁ ତାଙ୍କୁ ସୁଚିନ୍ତିତ ଭାବେ ହତ୍ୟାକରି ରାସ୍ତା ପାର୍ଶ୍ଵରେ ଫିଙ୍ଗାଯାଇଥିବା ପୁଲିସ ଅନୁମାନ କରୁଛି...
ମନୋରଞ୍ଜନ
ମାଲାୟାଲମ୍ ସୁପରଷ୍ଟାର ମୋହନଲାଲଙ୍କୁ ଦାଦାସାହେବ ଫାଲକେ
ଭାରତୀୟ ସିନେମାରେ ଉଲ୍ଲେଖନୀୟ ଅବଦାନ ପାଇଁ ମାଲାୟାଲମ୍ ସୁପରଷ୍ଟାର ମୋହନଲାଲଙ୍କୁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ। ଏହି ପୁରସ୍କାର ସେପ୍ଟେମ୍ବର ୨୩ ତାରିଖରେ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ପ୍ରଦାନ କରାଯିବ...
ପୁନଶ୍ଚ ପୃଥିବୀ
ତୈଳ ଓ ସିମେଣ୍ଟ ଉତ୍ପାଦନ ବଢ଼ାଉଛି ଗ୍ରୀଷ୍ମ ଲହରି
ତୈଳ କମ୍ପାନିମାନଙ୍କର ଉତ୍ପାଦନ ଓ ଚରମ ଶ୍ରେଣୀର ଗ୍ରୀଷ୍ମ ଲହରି ମଧ୍ୟରେ ସିଧାସଳଖ ସମ୍ପର୍କ ରହିଥିବା କଥା ଏକ ସଦ୍ୟ ଅଧ୍ୟୟନରୁ ପ୍ରଥମ ଥର ପାଇଁ ସ୍ପଷ୍ଟ ହୋଇଛି। ୨୦୦୦ରୁ ୨୦୨୩ ମଧ୍ୟରେ ବିଶ୍ୱର ୨୧୩ଟି ଗ୍ରୀଷ୍ମ ଲହରିକୁ ବିଶ୍ଳେଷଣ କରି ଏକ ଆନ୍ତର୍ଜାତିକ ବୈଜ୍ଞାନିକ ଦଳ ଏପରି ନିର୍ଯାସରେ ପହଞ୍ଚିଛନ୍ତି।