Advertisment
Latest Posts
Advertisment
ଜିଲ୍ଲା
Accident at duarsuni ghati: କାର୍ ଉପରେ ଓଲଟିଲା ବସ୍, ୨୫ ଯାତ୍ରୀ ଆହତ
ବାଙ୍ଗିରିପୋଷି ଥାନା ଦୁଆରଶୁଣି ଘାଟିରେ ଘଟିଛି ଦୁର୍ଘଟଣା। ତିରିଙ୍ଗରୁ ବାରିପଦା ଯାଉଥିବା ଶ୍ରୀଗଣେଶ ନାମକ ବସ୍ଟି ଭାରସାମ୍ୟ ହରାଇ ଏକ କାର୍ ଉପରେ ଓଲଟି ପଡ଼ିଛି। ଫଳରେ କାରରେ ବସିଥିବା ଦୁଇ ଜଣ ଗୁରୁତର ହେବା ସହିତ ୪୦ ରୁ ଉର୍ଦ୍ଧ୍ବ ଥିବା ଯାତ୍ରୀ ମଧ୍ୟରୁ ୨୫ ଜଣ ଆହତ ହୋଇଛନ୍ତି...
Gallery
ଦୋଷୀ ଉପଯୁକ୍ତ ଦଣ୍ଡ ପାଇବାରେ ପୁଲିସର ମୁଖ୍ୟ ଭୂମିକା ରହିଛି: ଡ଼ିଜିପି
ରାଜ୍ୟ ପୁଲିସ ବାହିନୀରେ କନଷ୍ଟେବଳ ଠାରୁ ଇନ୍ସପେକ୍ଟର ପାହ୍ୟା ପର୍ଯ୍ୟନ୍ତ କର୍ମଚାରୀଙ୍କର ବୃତ୍ତିଗତ ସ୍ତରରେ ଦକ୍ଷତା ବୃଦ୍ଧି ଲାଗି କଟକସ୍ଥିତ ରିଜର୍ଭ ପୁଲିସ ଗ୍ରାଉଣ୍ଡ ପରିସରରେ ୭୦ ତମ ବୃତ୍ତିଗତ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଛି....
ବାଣିଜ୍ୟ
GST Reform : ଟ୍ରମ୍ପଙ୍କ ଶୁଳ୍କ ଯୁଦ୍ଧ ସହ ଜିଏସଟି ସଂସ୍କାରର କୌଣସି ସଂପର୍କ ନାହିଁ : ସୀତାରମଣ
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର କହିଛନ୍ତି ଯେ ଜିଏସଟି ହ୍ରାସର ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡିଛି। ତେବେ ସରକାର ୫୪ଟି ସାମଗ୍ରୀର ଦର ଉପରେ ନଜର ରଖିଛନ୍ତି, ଯେପରିକି ଦର ହ୍ରାସର ସୁଫଳ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବ ।
ଅପରାଧ
Gang Rape: ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲା: ରାଣୀ ମହୁମାଛି ସମେତ ୪ ଅଭିଯୁକ୍ତ ଗିରଫ
ରାଜଧାନୀ ଭୁବନେଶ୍ବରରେ ଝାଡ଼ଖଣ୍ଡର ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ କମିସନରେଟ ପୁଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ରାଣୀ ମହୁମାଛିଙ୍କ ସମେତ ୨ ଜଣ ଦଲାଲ ଓ ଘର ମାଲିକ ସାମିଲ ଥିବା ଜଣାପଡ଼ିଛି।
ମନୋରଞ୍ଜନ
Film on menopause: ରଜୋନିବୃତ୍ତି ସମ୍ପର୍କିତ ଚଳଚ୍ଚିତ୍ରରେ ଅଭିନୟ କରି ଇତିହାସ ରଚିବାକୁ ଯାଉଛନ୍ତି କାମ୍ୟା ପଞ୍ଜାବୀ
ଟିଭି ଅଭିନେତ୍ରୀ କାମ୍ୟା ପଞ୍ଜାବୀ ନୂଆ ଫିଲ୍ମରେ ପରଦାକୁ ଫେରିବାକୁ ଯାଉଛନ୍ତି। ତାଙ୍କର ନୂତନ ଫିଲ୍ମ "ମି ନୋ ପଜ୍ ମି ପ୍ଲେ"ର ପୋଷ୍ଟର ୧୮ ଅକ୍ଟୋବର ୨୦୨୫ରେ ବିଶ୍ୱ ଋତୁସ୍ରାବ ଦିବସରେ ମୁକ୍ତିଲାଭ କରିଛି। ଏହି ଫିଲ୍ମଟି ମହିଳାଙ୍କ ପ୍ରତି ବୁଝାମଣା ସହାନୁଭୂତିକୁ ପ୍ରୋତ୍ସାହିତ କରିବାର ଏକ ସଫଳ ପ୍ରୟାସ...
ପୁନଶ୍ଚ ପୃଥିବୀ
କୋଇଲାକୁ ପଛରେ ପକାଇଛି ନବୀକରଣଯୋଗ୍ୟ ଶକ୍ତି
ପ୍ରଥମ ଥର ପାଇଁ ବିଶ୍ୱ ସ୍ତରରେ ବିଦ୍ୟୁତ୍ ଶକ୍ତି ଉତ୍ପାଦନରେ ସୌରଶକ୍ତି ଓ ପବନଶକ୍ତି, କୋଇଲାକୁ ପଛରେ ପକାଇ ଦେଇଛି। ଏହି ମାଇଲଖୁଣ୍ଟ ଜଳବାୟୁ ପରିବର୍ତ୍ତନ ବିରୋଧୀ ଲଢ଼େଇକୁ ତ୍ବରାନ୍ବିତ କରିଛି।