ଟଙ୍କାର ଦୁର୍ବଳ ସ୍ଥିତି ପାଇଁ ସରକାର ଦାୟୀ: ଚିଦମ୍ବରମ

ନୂଆଦିଲ୍ଲୀ : ଟଙ୍କାର ଦୁର୍ବଳ ସ୍ଥିତି ପାଇଁ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ୍ ‌କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି। ରପ୍ତାନି ତୁଳନାରେ ଅଧିକ ଆମଦାନି, ଉଚ୍ଚ ଦରଦାମ୍ ସ୍ଥିତି ଓ ବିଦେଶୀ ନିବେଶକମାନେ ପାଣ୍ଠି ପ୍ରତ୍ୟାହାର କରୁଥିବାରୁ ଟଙ୍କା ଦୁର୍ବଳ ହେଉଛି। ଏହି ତିନି ପ୍ରକାର ସମସ୍ୟାକୁ ସରକାର ଠିକ୍ ଭାବେ ମୁକାବିଲା କରିପାରିନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର