ଅନୁସନ୍ଧାନ କରୁଥିବା ବର୍ଗ

ବାଣିଜ୍ୟ

ବଢିବ ସୁନା ଦର, ଆମଦାନୀ ଶୁଳକ ୧୫%କୁ ବୃଦ୍ଧି

ନୂଆଦିଲ୍ଲୀ : ଭାରତରେ ସୁନା ଦର ଗତ କିଛି ମାସ ହେଲା ଉଚ୍ଚ ସ୍ତରରେ ରହିଆସିଛି । କିନ୍ତୁ ଆଗକୁ ସୁନା ଦର ଆହୁରି ବଢିବାର ସମ୍ଭାବନା ରହିଛି, କାରଣ ସରକାର ସୁନା ଉପରେ ଲାଗୁ ଆମଦାନୀ ଶୁଳକକୁ ୧୫ ପ୍ରତିଶତକୁ ବୃଦ୍ଧି କରିଦେଇଛନ୍ତି । ପୂର୍ବରୁ ଏହା ୧୦.୭୫ ପ୍ରତିଶତ ଥିଲା । କେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ଜୁନ ମାସରେ ଜିଏସଟି ସଂଗ୍ରହ ୧.୪୫ ଲକ୍ଷ କୋଟିକୁ ବୃଦ୍ଧି

ନୂଆଦିଲ୍ଲୀ : ଗତ  ଜୁନ ମାସରେ ଦେଶର ଜିଏସଟି ରାଜସ୍ବ ସଂଗ୍ରହ ୧୪୪,୬୧୬ କୋଟିରେ ପହଞ୍ଚିଛି । ଏହା ଜୁନ ୨୦୨୧ ତୁଳନାରେ ୫୬ ପ୍ରତିଶତ ଅଧିକ ହୋଇଥିବା ବେଳେ ମେ ୨୦୨୨ର ରେକର୍ଡ ୧୪୦,୮୮୫ କୋଟିର ଜିଏସଟି ରାଜସ୍ବଠାରୁ  ୩ ପ୍ରତିଶତ ଅଧିକ । ଜୁନ ମାସରେ ସଂଗ୍ରହ ହୋଇଥିବା ୧୪୦,୮୮୫ କୋଟିର…
ଅଧିକ ଖବର ଦେଖନ୍ତୁ...

ଇଜ୍‌ ଅଫ୍ ଡୁଇଂ ବିଜନେସ୍‌ ରୢାଙ୍କ: ଆଚିଭର୍ସ ବର୍ଗରେ ଓଡ଼ିଶା

ନୂଆଦିଲ୍ଲୀ: ‌ରାଜ୍ୟ ଓ ରାଜ୍ୟ ମଧ୍ୟରେ ଉନ୍ନତ ବ୍ୟାବସାୟିକ ପରିବେଶ ସୃଷ୍ଟିର ପ୍ରତିଯୋଗିତା ଏବଂ ଭାରତକୁ ବିଶ୍ବର ଏକ ପ୍ରମୁଖ ନିବେଶ ସ୍ଥଳୀରେ ପରିଣତ କରିବା ପାଇଁ କେନ୍ଦ୍ର ସରକାର ଆଜି ଇଜ୍‌ ଅଫ୍‌ ଡୁଇଂ ବିଜନେସ୍‌ ରୢାଙ୍କିଂର ପଞ୍ଚମ ସଂସ୍କରଣ ପ୍ରକାଶ କରିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଜୁନ୍‌ରେ ଷ୍ଟକ୍‌ ବଜାର ନିବେଶକ ହରାଇଲେ ୧୪ ଲକ୍ଷ କୋଟି

ମୁମ୍ବାଇ: ଜୁନ ମାସ ଷ୍ଟକ ମାର୍କେଟ ନିବେଶକଙ୍କ ପାଇଁ ଭଲ ନଥିଲା। ଏହି ମାସରେ ସେମାନେ ବିପୁଳ ପରିମାଣର କ୍ଷତି ସହିଛନ୍ତି। ଏହି ମାସରେ ସେନସେକ୍ସ ପାଖାପାଖି ୨୫୦୦ ପଏଣ୍ଟ ବା ୪.୫ ପ୍ରତିଶତ ହ୍ରାସ ପାଇଛି। ଫଳରେ ନିବେଶକମାନେ ପ୍ରାୟ ୧୪ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର କ୍ଷତି ସହିଛନ୍ତି।…
ଅଧିକ ଖବର ଦେଖନ୍ତୁ...

କ୍ରିପ୍ଟୋ ଏକ ସ୍ପଷ୍ଟ ବିପଦ: ଶକ୍ତିକାନ୍ତ

ମୁମ୍ବାଇ: ଲମ୍ବା ସମୟ ଧରି କ୍ରିପ୍ଟୋକରେନ୍ସିକୁ ବି‌ରୋଧ କରୁଥିବା ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ତାହାକୁ ଦେଶର ଆର୍ଥିକ ସ୍ଥିରତା ପ୍ରତି ସ୍ପଷ୍ଟ ବିପଦ ବୋଲି ପୁଣି ଥରେ ଦୋହରାଇଛନ୍ତି। ସେ କହିଛନ୍ତି ଯେ କୌଣସି ଆଧାର ନଥାଇ କେବଳ ବିଶ୍ବାସ ଅନୁସାରେ ଯାହାର ମୂଲ୍ୟ…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌ରେ ୨୦ ଟଙ୍କାର ଚା’ରେ ୫୦ ଟଙ୍କା ସର୍ଭିସ ଚାର୍ଜ

ନୂଆଦିଲ୍ଲୀ: ଟ୍ରେନରେ କପେ ଚା’ ପାଇଁ ଜଣେ ଗ୍ରାହକ ଗଣିଛନ୍ତି ୭୦ ଟଙ୍କା। ଗତ ୨୮ ତାରିଖରେ ଭୋପାଳ-ଦିଲ୍ଲୀ ଶତାବ୍ଦୀ ଏକ୍ସପ୍ରେସରେ ଜଣେ ଗ୍ରାହକ ଚା’ ପାଇଁ ଦେଇଥିବା ଏହି ଅର୍ଥ ଏବେ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇଛି। ଚା’ର ମୂଲ୍ୟ ୨୦ ଟଙ୍କା ହୋଇଥିବାବେଳେ ସଂପୃକ୍ତ…
ଅଧିକ ଖବର ଦେଖନ୍ତୁ...

ଖିମଜୀର ‘ଶ୍ରୀ ଜଗନ୍ନାଥଙ୍କ ଶୁଦ୍ଧ ରୁପା ମୁଦ୍ରାର ସୀମିତ ସଂଗ୍ରହ’

ଭୁବନେଶ୍ୱର: ରଥଯାତ୍ରା ଉପଲକ୍ଷେ ଖିମଜୀ ଜୁଏଲର୍ସରେ ‘ଶ୍ରୀ ଜଗନ୍ନାଥଙ୍କ ଶୁଦ୍ଧ ରୁପା ମୁଦ୍ରାର ସୀମିତ ସଂଗ୍ରହ’ ଶୁଭାରାମ୍ଭ ହୋଇଛି। ଏହି ୨୦ ଗ୍ରାମ ବିଶିଷ୍ଟ ରୁପା ମୁଦ୍ରାଗୁଡ଼ିକରେ ଗୋଟିଏ ପାର୍ଶ୍ବରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ଚିତ୍ରଣ ରହିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ସାବଧାନ! ହ୍ବାଟ୍‌ସଆପ୍‌ରେ ଏହି ଭୁଲ୍‌ କଲେ ଆପଣଙ୍କୁ ହୋଇପାରେ ‌ଜେଲ୍‌

ମୁମ୍ବାଇ: ଲୋକପ୍ରିୟ ମେସେଜିଂ ଆପ୍‌ ମଧ୍ୟରେ ହ୍ବାଟ୍‌ସଆପ୍‌ ସବୁଠାରୁ ଆଗରେ। ଅଧିକାଂଶ ଲୋକ ମେସେଜ୍‌ ଦିଆ ନିଆ ପ‌ାଇଁ ଏହି ଆପ୍‌ ହିଁ ବ୍ୟବହାର କରିଥାନ୍ତି। ମାତ୍ର ଅଜଣା ହେତୁ କିଛି ଲୋକ ହ୍ବାଟ୍‌ସଆପ୍‌ ପଲିସ୍‌ ଉପରେ ଧ୍ୟାନ ନଦେଇ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଆପଣ ଜାଣନ୍ତି କି…
ଅଧିକ ଖବର ଦେଖନ୍ତୁ...

ପୁଅ ଆକାଶକୁ ରିଲାଏନ୍ସ ଜିଓର ଦାୟିତ୍ବ ଦେବା ପରେ ଝିଅ ଈଶା ହେବେ କି ଏହି କମ୍ପାନିର ଉତ୍ତରାଧିକାରୀ?

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ମୁକେଶ ଅମ୍ବ‌ାନୀ ଓ ନୀତା ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଭାରତର ସବୁଠାରୁ ବଡ଼ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ରେ ଏଇ କିଛି ଦିନ ହେବ ଉତ୍ତରାଧିକାରୀ ବନିବା ପ୍ରକ୍ରିୟା ଆରମ୍ଭ ହୋଇଛି। ନିକଟରେ…
ଅଧିକ ଖବର ଦେଖନ୍ତୁ...

କିଛି କରିବେନି ବୋଲି ୫,୪୦୦ କୋଟି ଟଙ୍କାର କମ୍ପାନିରେ ଉଚ୍ଚପଦସ୍ଥ ଚାକିରି ଛାଡ଼ିଲେ ଆଣ୍ଡ୍ରିଉ ଫୋରମିକା

ନୂଆଦିଲ୍ଳୀ: ପାଠ ପଢ଼ି ଭଲ ଚାକିରି କରିବା ଅଧିକାଂଶ ଲୋକଙ୍କ ସ୍ବପ୍ନ ହୋଇଥାଏ। ମାତ୍ର ସବୁ ଲୋକଙ୍କର ସ୍ବପ୍ନ ଚାକିରି ହୋଇନଥାଏ। ଏମିତି ବି କିଛି ଲୋକ ଅଛନ୍ତି ଯିଏକି ଚାକିରିକୁ ପଛ କରି ଅନ୍ୟ ଜାଗାରେ ନିଜ ସ୍ବପ୍ନ ଖେ‌ାଜନ୍ତି। କିଛି ଲୋକ ଶୀର୍ଷ ସ୍ତରୀୟ ଚାକିରିକୁ ବି ଛାଡ଼ିବାକୁ ପଛେଇ…
ଅଧିକ ଖବର ଦେଖନ୍ତୁ...