ଅନୁସନ୍ଧାନ କରୁଥିବା ବର୍ଗ

ଅପରାଧ

ପୁଲିସ କରୁଛି ସନ୍ଦେହ: ଏହି ଡେଟିଂ ଆପରେ ସକ୍ରିୟ ଥିବା ଅଫତାବ ଶ୍ରଦ୍ଧାଙ୍କ ହତ୍ୟା କରିବା ପରେ ଅନେକ ଯୁବତୀଙ୍କୁ…

 ନୂଆଦିଲ୍ଲୀ: ଦିଲ୍ଲୀରେ ଶ୍ରଦ୍ଧା ୱାକର ହତ୍ୟା ମାମଲାକୁ ନେଇ ପ୍ରତିଦିନ ନୂଆନୂଆ ଖବର ସାମ୍ନାକୁ ଆସୁଛି। ଏହି ହତ୍ୟା ମାମଲାର ଅଭିଯୁକ୍ତ ଅଫତାବ ଆମିନ ନିଜର ଅପରାଧ ସ୍ବୀକାର କରିଛି। ପୁଲିସ ଜେରା ସମୟରେ ଅଫତାବ ହତ୍ୟା କିପରି କରିଥିଲା ସେନେଇ ପୂରା କାହଣୀ ବଖାଣିଛି। ତେବେ ଶ୍ରଦ୍ଧାଙ୍କୁ…
ଅଧିକ ଖବର ଦେଖନ୍ତୁ...

ଘଟଣାର ୧୦ଦିନ ପୂର୍ବରୁ ଶ୍ରଦ୍ଧାଙ୍କୁ ହତ୍ୟା କରିଥାନ୍ତା ଅଫତାବ, ଏହି କାରଣ ପାଇଁ ବଦଳାଇଥିଲା ନିଷ୍ପତ୍ତି

ନୂଆଦିଲ୍ଲୀ: ଭାରତର ରାଜଧାନୀ ଦିଲ୍ଲୀ ଏବେ ଆଉ ଏକ ଅପରାଧ ପାଇଁ ଚର୍ଚ୍ଚାରେ ରହିଛି। ପୂର୍ବରୁ ସାରା ବିଶ୍ବରେ ଦିଲ୍ଲୀରେ ଘଟିଥିବା ଗଣଦୁଷ୍କର୍ମର ଆଲୋଚନା ହୋଇଥିବା ବେଳେ ଏବେ ଜଣେ ଯୁବତୀଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ଘଟଣା ଆଲୋଚନାର ବିଷୟବସ୍ତୁ ପାଲଟିଛି। ୩ବର୍ଷ ପ୍ରେମ ସମ୍ପର୍କରେ…
ଅଧିକ ଖବର ଦେଖନ୍ତୁ...

ମଧ୍ୟରାତ୍ରିରେ ଡକାୟତି ଯୋଜନା ପଣ୍ଡ; ୪ ଡକାୟତଙ୍କୁ ମାଡ଼ିବସିଲା ପୁଲିସ, ମାରଣାସ୍ତ୍ର ଜବତ

ଭୁବନେଶ୍ବର: ଡକାୟତ୍ତି ପାଇଁ ଚାଲିଥିବା ଯୋଜନା ପୁଲିସର ହସ୍ତକ୍ଷେପ ପରେ ପଣ୍ଡ ହୋଇଛି। କମିସନରେଟ ପୁଲିସ ୪ ଜଣ ଡକାୟତଙ୍କୁ ମଧ୍ୟରାତ୍ରିରେ ଗିରଫ କରିଛି। ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ମାରଣାସ୍ତ୍ର ଜବତ କରିଛି। ସୂଚନା ଅନୁସାରେ ଖଣ୍ଡଗିରି ଥାନା ଅନ୍ତର୍ଗତ ଆଇଗଣିଆ ମସାଣି ପଡ଼ିଆରେ ୪…
ଅଧିକ ଖବର ଦେଖନ୍ତୁ...

ଶ୍ରଦ୍ଧାଙ୍କ ହତ୍ୟାକାରୀ ପ୍ରେମିକ ଦେବ ମିଛଧରା ପରୀକ୍ଷା, ନାର୍କୋ ଟେଷ୍ଟ ପାଇଁ ଅନୁମତି ଦେଲେ ଦିଲ୍ଲୀ କୋର୍ଟ

ନୂଆଦିଲ୍ଲୀ: ଶ୍ରଦ୍ଧା ୱାକରଙ୍କ ନିର୍ମମ ହତ୍ୟା ମାମଲାରେ ଜେଲରେ ବନ୍ଦୀ ଥିବା ପ୍ରେମିକ ଅଫତାବ ପୁନାୱାଲାକୁ ଦେବାକୁ ହେବ ମିଛଧରା ପରୀକ୍ଷା। ଅଭିଯୁକ୍ତ ପ୍ରେମିକ ପୁଲିସକୁ ଦେଇଥିବା ତଥ୍ୟ କେତେ ସତ ଏବଂ କେତେ ମିଛ ଏହାର ଯାଞ୍ଚ ପାଇଁ ପୁଲିସ ଅଫତାବର ନାର୍କୋ ଟେଷ୍ଟ କରାଇବା ପାଇଁ ଅନୁମତି…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ଅପରାଧ: ପ୍ରେମିକ ପେଟରେ ଛୁରି ଭୁସିଦେଲା ପ୍ରେମିକା

ଚନ୍ଦ୍ରଶେଖରପୁର: ପ୍ରେମିକାର ଛୁରା ମାଡ଼ରେ ପ୍ରେମିକ ଗୁରୁତର। ଗତକାଲି ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଏହି ଆପରାଧିକ ଘଟଣା ଘଟିଛି। ଗୁରୁତର ଆହତ ଯୁବକଙ୍କୁ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ତେବେ ଏ ସଂପର୍କରେ ଯୁବକ କିମ୍ବା ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଇଓଡବ୍ଲୁ ପଞ୍ଝାରେ ସାଇବର୍‌ ଠକ ଗ୍ୟାଙ୍ଗ୍‌

ଭୁବନେଶ୍ବର: କ୍ରାଇମ୍‌ବ୍ରାଞ୍ଚ ଅର୍ଥ‌‌ନୈତିକ ଅପରାଧ ଶାଖା (ଇଓଡବ୍ଲୁ)କୁ ଏକ ବଡ଼ ସଫଳତା ମିଳିଛି। ଦୀର୍ଘ ଦିନ ଧରି ଲୋକଙ୍କୁ ବିଭିନ୍ନ ଉପାୟରେ ଲୁଟି ଆସୁଥିବା ଏକ ସାଇବର୍‌ ଠକ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ୍‌ କରିଛି। ରାଜସ୍ଥାନରୁ ଗ୍ୟାଙ୍ଗର ଦୁଇ ମୁଖ୍ୟଙ୍କ ସମେତ ସେମାନଙ୍କୁ ସିମ୍‌…
ଅଧିକ ଖବର ଦେଖନ୍ତୁ...

ହୋ‌ଟେଲ୍‌ରେ ଖାଇବାକୁ କେନ୍ଦ୍ର କରି ତୁମୁଳକାଣ୍ଡ, ‌ଖଣ୍ଡା ଚୋଟରେ ୨ ଛାତ୍ର ଗୁରୁତର

ଭୁବନେଶ୍ବର: ହୋଟେଲ୍‌ରେ ଖାଇବାକୁ କେନ୍ଦ୍ର କରି ଆଜି ବିଳମ୍ବିତ ରାତିରେ ଉତ୍କଳ ବିଶ୍ବବିଦ୍ୟାଳୟ ନିକଟରେ ୨ ଛାତ୍ରଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣର ଶିକାର ଛାତ୍ରଦ୍ବୟ ହେଲେ, ସନ୍ତୋଷ ଓ ଗୌତମ। ଜଣେ ହୋଟେଲ ମାଲିକ ଛାତ୍ରଦ୍ବୟଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଥିବା…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍‌, ପୀଡ଼ିତାଙ୍କୁ ୫ଲକ୍ଷ ସହାୟତା ନିର୍ଦ୍ଦେଶ

ବ୍ରହ୍ମପୁର: ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଫାଷ୍ଟଟ୍ରାକ୍‌ ସ୍ବତନ୍ତ୍ର ପୋକ୍‌ସୋ ବିଚାରପତି ଗଣେଶ୍ବର ପତି ଅଭିଯୁକ୍ତ ପ୍ରହ୍ଲାଦ ବେହେରା(୫୩)ଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୩୦ ହଜାର ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ତିନିମାସ ଜେଲ୍‌ଦଣ୍ଡ…
ଅଧିକ ଖବର ଦେଖନ୍ତୁ...

ହତ୍ୟା ପରେ ଫ୍ରିଜରେ ଥିବା ଶ୍ରଦ୍ଧାଙ୍କ କଟା ମୁଣ୍ଡକୁ ପ୍ରତିଦିନ ଦେଖୁଥିଲା ଅଫତାବ

ନୂଆଦିଲ୍ଲୀ: ଶ୍ରଦ୍ଧା ୱାକରଙ୍କ ନିର୍ମମ ହତ୍ୟା ମାମଲାରେ ଜେଲରେ ବନ୍ଦୀ ଥିବା ପ୍ରେମିକ ଅଫତାବ ପୁନାୱାଲା ସବୁଠାରୁ ବଡ ଖୁଲାସା କରିଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଅଫତାବ ସେହି କୋଠରୀରେ ଶୋଉଥିଲେ ଯେଉଁଠାରେ ସେ ଶ୍ରଦ୍ଧାଙ୍କ ଶରୀରକୁ ୩୫ଖଣ୍ଡ କରି କାଟି ଦେଇଥିଲେ। କେବଳ ଏତିକି ନୁହେଁ,…
ଅଧିକ ଖବର ଦେଖନ୍ତୁ...

ଅର୍ଥ ଅଭାବରୁ କ୍ଲାସରୁମରେ ଶିକ୍ଷକ-ଶିକ୍ଷୟିତ୍ରୀ ଆଡଲଟ ଭିଡିଓ ସୁଟ କରିବା ମହଙ୍ଗା ପଡ଼ିଲା, ଚାଲିଗଲା ଚାକିରି

ନୂଆଦିଲ୍ଲୀ: ଆମେରିକାର ଅରିଜୋନାରେ ଅଷ୍ଟମ ଶ୍ରେଣୀର ଶିକ୍ଷୟିତ୍ରୀ ଏବଂ ତାଙ୍କ ସ୍ୱାମୀଙ୍କୁ ଶ୍ରେଣୀଗୃହରେ ଅଶ୍ଳୀଳ ଭିଡିଓ ସୁଟ କରିବା ମହଙ୍ଗା ପଡ଼ିଛି। ଏହି କାରଣରୁ ତାଙ୍କ ଚାକିରି ବି ଚାଲିଯାଇଛି। ସ୍କୁଲ ଶିକ୍ଷୟିତ୍ରୀ ଯେଉଁ ଶ୍ରେଣୀଗୃହରେ ପାଠ ପଢ଼ାଉଥିଲେ, ସେହି ରୁମରେ ସେ ଆଡଲ୍ଟ ଭିଡିଓ…
ଅଧିକ ଖବର ଦେଖନ୍ତୁ...