ଅନୁସନ୍ଧାନ କରୁଥିବା ବର୍ଗ

କୋରାପୁଟ

ରେଳ ଦୁର୍ଘଟଣାରେ ମୃତକଙ୍କ ଉଦ୍ଦେଶ୍ୟରେ ରାଜ୍ୟସ୍ତରୀୟ ଶୋକ

ଜୟପୁର: ବାଲେଶ୍ବର ଜିଲ୍ଲାର ବାହନଗା ଠାରେ ହୋଇଥିବା ମର୍ମନ୍ତୁଦ ରେଳଦୁର୍ଘଟଣାରେ ମୃତକଙ୍କ ଉଦ୍ଦେଶ୍ୟରେ ରାଜ୍ୟସ୍ତରୀ ଶୋକ ପାଳନ ଅନୁଯାୟୀ ଜୟପୁର ମୁଖ୍ୟ ଟ୍ରାଫିକ ଛକରେ ଥିବା ରୋଟରୀର ଜାତୀୟ ପତାକାକୁ ଦିନିକିଆ ଅର୍ଦ୍ଧ ନମିତ କରାଯାଇଛି। ସୂଚନା ଅନୁଯାୟୀ, ଗତ କାଲି ସଂଧ୍ୟାରେ ବାଲେଶ୍ବର…
ଅଧିକ ଖବର ଦେଖନ୍ତୁ...

୧୦ଦିନିଆ ଏନସିସି ବାର୍ଷିକ ତାଲିମ ଶିବିର

ଜୟପୁର: ଏନସିସି ଆନୁଆଲ୍ ଟ୍ରେନିଂ କ୍ୟାମ୍ପ (ବାର୍ଷିକ ତାଲିମ ଶିବିର ବିକ୍ରମ ଦେବ ବିଶ୍ବବିଦ୍ୟାଳୟ ପରିସରରେ ଚାଳିଥିବା ବେଳେ ତୃତୀୟ ଦିନରେ ଜୁନିୟର କ୍ୟାଡେଟ୍ ମାନେ ଭିଡି କଲେଜ ପରିସରରେ ସିମ୍ୟୁଲେଟର ଫାୟରିଂ ଏବଂ ସିନିୟର କ୍ୟାଡେଟ୍ ମାନେ କୋରାପୁଟ ଏସଓଜି ପଡ଼ିଆରେ ଫାୟରିଂ ପ୍ରଶିକ୍ଷଣ…
ଅଧିକ ଖବର ଦେଖନ୍ତୁ...

‘ମୋ ଘର’ ବ୍ଲକସ୍ତରୀୟ ସମନ୍ବୟ ବୈଠକ

ଜୟପୁର: ରାଜ୍ୟ ସରକାର ନୂଆରେ ଆରମ୍ଭ କରିଥିବା ‘‘ମୋ ଘର ’’ ଯୋଜନାର ବ୍ଲକ ସ୍ତରୀୟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା। ବିଡିଓ ରାଜୀବ ଦାସ ସଭାପତିତ୍ବ କରିବା ସହ ଯୋଜନା ସଂପର୍କରେ ଆଲୋକପାତ୍ କରିଥିଲେ। ଏଥିରେ ତହସିଲଦାର ସୁଶ୍ରୀସାଗରିକା ଷଡଙ୍ଗୀ, ସହକାରୀ ନିର୍ବାହୀ ଯନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ରେଳଦୁର୍ଘଟଣାରେ ମୃତକଙ୍କୁ ଦୀପରେ ଶ୍ରଦ୍ଧାଞ୍ଜଳି

ଜୟପୁର: ବାଲେଶ୍ବର ଜିଲ୍ଲାର ବାହନଗା ଠାରେ ହୋଇଥିବା ମର୍ମନ୍ତୁଦ ରେଳଦୁର୍ଘଟଣାରେ ମୃତକଙ୍କ ଉଦ୍ଦେଶ୍ୟରେ ରାଜ୍ୟସ୍ତରୀ ଶୋକ କରାଯାଉଛି।ସେଭଳି  ଏହି ଘଟଣାଟିକୁ ସହରର ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ମାନେ ଏକଜୁଟ ହୋଇ ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାସୁମନ ଞାପନ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ନିୟମର ପଶାପାଲ୍ଲୀରେ ଘରଡିହ ପଟ୍ଟା ଯୋଜନା

ଜୟପୁର:  ରାଜ୍ୟରେ  କେହି ବି ବାସ ହୀନ, ଜମି ହୀନ ରହିବେ ନାହିଁ। ସେଥିପାଇଁ ମୁଖ୍ୟମନ୍ତ୍ରୀ ଆବାସ ଯୋଜନା ଓ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ କରିବାକୁ କୋଟି କୋଟି ଟଙ୍କାର ଅନୁଦାନ ଦେଉଛନ୍ତି। ତେବେ କୋରାପୁଟ ଜିଲ୍ଲାର ଜୟପୁର ସହରରେ ଏହାର କେତେ ଦୁର…
ଅଧିକ ଖବର ଦେଖନ୍ତୁ...

ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଅପସାରଣ ଅଭିଯାନ ଆରମ୍ଭ

ଜୟପୁର: ରାଜ୍ୟସରକାରଙ୍କ ଗୃହ ନର୍ମାଣ ଓ ନଗରଉନ୍ନୟନ ବିଭାଗ ନିର୍ଦ୍ଦେଶରେ ଜୟପୁର ପୌରପାଳିକା ପକ୍ଷରୁ ଆଜି ପଂଚାନନ୍ ମନ୍ଦିର ଛକରୁ ଆରମ୍ଭ ହୋଇଛି  ‘‘ସ୍ବଚ୍ଛ ସର୍ବେକ୍ଷଣ -୨୦୨୩’’: ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଅପସାରଣ ଅଭିଯାନ। ଆର ଆର ଆର ଆଂଚଳିକ କେନ୍ଦ୍ରର ପରାମର୍ଶଦାତା ଦିପ୍ତେଶ…
ଅଧିକ ଖବର ଦେଖନ୍ତୁ...

୧୦ଦିନିଆ ଏନସିସି ବାର୍ଷିକ ତାଲିମ ଶିବିର, ବିଏସଏଫର ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀ

ଜୟପୁର: ବିକ୍ରମ ଦେବ ବିଶ୍ବବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଛି ଏନସିସି ଆନୁଆଲ୍ ଟ୍ରେନିଂ କ୍ୟାମ୍ପ (ବାର୍ଷିକ ତାଲିମ ଶିବିର)। ଦ୍ବିତୀୟ ଦିନରେ ବିଏସ୍ଏଫ୍ ସେକ୍ଟର ମୁଖ୍ୟାଳୟ, କୋରାପୁଟ ଆନୁକୂଲ୍ୟରେ ୧୮୦ ବିଏନ୍ ବିଏସ୍ଏଫ୍ ଦ୍ୱାରା ଏନସିସି କ୍ୟାଡେଟ୍ ଓ ଛାତ୍ରଛାତ୍ରୀଙ୍କ ପାଇଁ ଏକ…
ଅଧିକ ଖବର ଦେଖନ୍ତୁ...

‘ଲକ୍ଷ୍ୟ’ ପୁରସ୍କାର ପାଇବ ଡିଏଚଏଚ୍,ଆର୍ଥିକ ପ୍ରୋତ୍ସାହନ ୩ବର୍ଷ ମିଳିବ

ଜୟପୁର: କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟ (ଡିଏଚଏଚ୍) ‘‘ଲକ୍ଷ୍ୟ’’ ପୁରସ୍କାର ପାଇବ। ପ୍ରସୂତି ଓମହିଳା ବିଭାଗରେ ସର୍ବୋତ୍ତମ ସେବା ଯୋଗାଇଥିବାରୁ ଏହି ପୁରସ୍କାର ପାଇବା ପାଇଁ ଚୟନ କରାଯାଇଛି। ପ୍ରତିବର୍ଷ ଡିଏଚଏଚ୍ କୁ ଏହି ବାବଦରେ…
ଅଧିକ ଖବର ଦେଖନ୍ତୁ...

ପୁଣି ଦୁଇ ଦିନ ବନ୍ଦ ରହିବ ଜୟପୁର- ଭୁବନେଶ୍ବର ବିମାନ ଚଳାଚଳ

ଜୟପୁର: ଗତ ୨୯ ଓ ୩୦ଦୁଇ ଦିନ ବୈଷୟିକ କାରଣକୁ ନେଇ ଜୟପୁର –ଭୁବନେଶ୍ବର ବିମାନଚଳାଚଳ ବନ୍ଦ ରହିଥିଲା। ଦୁଇ ଦିନ ଚାଳିବା ପରେ ପୁଣି ଆଜି ଓଆସନ୍ତାକାଲି ଦୁଇ ଦିନ ବିମାନ ଚଳାଚଳ ବନ୍ଦ ରହିବ। ୪ତାରିଖ ଠାରୁ ପୁଣି ନିର୍ଦ୍ଧାରିତ ସମୟରେ ଏହା ଚଳାଚଳ କରିବ ବୋଲି ଇଣ୍ଡିଆ ୱାନ ଏୟାର ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ସାନକାଉଡି ରାସ୍ତା ନିର୍ମାଣରେ ଦୁର୍ନୀତି : ଭିଜିଲାନସ ତଦନ୍ତ ଦାବି

ଜୟପୁର: ଜୟପୁର ବ୍ଲକ ଅନ୍ତର୍ଗତ ରଣ୍ଡାପାଲ୍ଲୀ ପଂଚାୟତର ସାନକାଉଡି ଗାଁ ନିକଟରେ ଯାଇଥିବା ଶାଖାକେନାଲରେ ଉପରକୋଲାବ ଜଳସେଚନ ପ୍ରକଳ୍ପ ପକ୍ଷରୁ ନିର୍ମାଣ କରାଯାଇଥିବା ପିଚୁ ରାସ୍ତା ଅତ୍ୟନ୍ତ ନିମ୍ନ ମାନର ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି। ଗ୍ରାମବାସୀ ମାନେ ଜୟପୁର ଭିଜିଲାନସ୍…
ଅଧିକ ଖବର ଦେଖନ୍ତୁ...