ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ଶ୍ରୀମନ୍ଦିରରେ ଦର୍ଶନ କରିପାରିଲେନି ଦିବ୍ୟାଙ୍ଗ

ବ୍ୟାଟେରି ଅଟୋ ସେବା ବି ବନ୍ଦ ରହିଲା ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିଲେ ଆଇଏଏସ୍‌ ପ୍ରୋବେସନାରୀ କାହିଁକି ବିକଳ୍ପ ବ୍ୟବସ୍ଥା ଗ୍ରହଣ କଲେନି ପ୍ରଶାସନ? ପୁରୀ : ୧୮୦ ଜଣ ପ୍ରୋବେସନାରୀ ଆଇଏଏସ୍‌ (ଭାରତୀୟ ପ୍ରଶାସନିକ ଅଧିକାରୀ) ରବିବାର ଦିନ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରେ…
ଅଧିକ ଖବର ଦେଖନ୍ତୁ...

ପୁରୀ: ୩ ରଥର ୪ଟି ଚାରିନାହାକା ନିର୍ମାଣ ଶେଷ

ପୁରୀ : ରଥ ସଂହିତା ମୁତାବକ ଦେବସ୍ନାନ ପୂର୍ଣ୍ଣିମା ପୂର୍ବରୁ ୩ ରଥର ଚାରି ନାହାକା ଉଠିବ। ତେଣୁ ସମୟ ପୂର୍ବରୁ ତିନି ରଥର ୪ଟି ଲେଖାଏଁ ଚାରି ନାହାକାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ତିନି ରଥର ୪୨ଟି ଚକରୁ ଆଜି ସୁଦ୍ଧା ୩୯ଟି ଚକର ନିର୍ମାଣ ଶେଷ ହୋଇଛି। ଆଉ ୩ଟି ରଥର ଗୋଟିଏ ଗୋଟିଏ ଚକ…
ଅଧିକ ଖବର ଦେଖନ୍ତୁ...

ବେହେରାକରଣ ସେବାୟତ ଶ୍ୟାମସୁନ୍ଦର ଚ୍ୟାଉପଟ୍ଟନାୟକଙ୍କ ପରଲୋକ

ପୁରୀ : ଶ୍ରୀମନ୍ଦିରର ବରିଷ୍ଠ ବେହେରାକରଣ ସେବାୟତ ଶ୍ୟାମସୁନ୍ଦର ଚ୍ୟାଉପଟ୍ଟନାୟକଙ୍କର ୮୪ ବର୍ଷ ବୟସରେ ପରଲୋକ ହୋଇଯାଇଛି। କିଛିଦିନ ହେଲା ସେ ଅସୁସ୍ଥ ହୋଇ ନିଜ ଷ୍ଟେସନ ରୋଡ୍‌ସ୍ଥିତ ବାସଭବନରେ ଶଯ୍ୟାଶାୟୀ ଥିଲେ। ସନ୍ଧ୍ୟାରେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ସହ ରାତି ପ୍ରାୟ ୮ଟା ୪୦…
ଅଧିକ ଖବର ଦେଖନ୍ତୁ...

ବ୍ରହ୍ମଗିରି: ୧୨ ବର୍ଷ ବିତିଲା, ସରୁନି ଉପକୂଳ ସୁରକ୍ଷା ପ୍ରାଚୀର; ଭୁଶୁଡ଼ିବ କଲର୍ଭଟ, ଖସିଲାଣି ପଥର ପ୍ୟାକିଂ

ବ୍ରହ୍ମଗିରି : ଫାଇଲିନ୍‌ ବାତ୍ୟା ପରେ ଚିଲିକା ଉପକୂଳରେ ଥିବା ଜନବସତିକୁ ସୁରକ୍ଷା ପାଇଁ ସରକାର ଉପକୂଳ ସୁରକ୍ଷା ପ୍ରାଚୀର ନିର୍ମାଣ ନିମନ୍ତେ ଯୋଜନା କଲେ। ମୁଖ୍ୟମନ୍ତ୍ରୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କଲେ। ସାତପଡ଼ାଠାରୁ ମୋଟ ପର୍ଯ୍ୟନ୍ତ ପ୍ରାୟ ୨୬ କିଲୋମିଟର ଉପକୂଳ ସୁରକ୍ଷା ପାଇଁ…
ଅଧିକ ଖବର ଦେଖନ୍ତୁ...

ଫନିରେ ଘର ମାଟିରେ ମିଶିଯାଇଛି: ୩ ବର୍ଷ ହେଲା ପାଇଖାନା ଘରେ ବିତୁଛି ଜୀବନ

ପିପିଲି : ଗତ ୩ବର୍ଷ ହେବ ପାଇଖାନାରେ ବିତୁଛି ଜୀବନ। ବାତ୍ୟା ଫନିରେ ବାସଗୃହ ଖଣ୍ତିକ ମାଟିରେ ମିଶିଯାଇଥିଲା। ହେଲେ ଏ ପର୍ଯ୍ୟନ୍ତ ଆବାସ ଯୋଜନାରେ ସହାୟତା ମିଳିଲାନି। ସେଇଦିନଠାରୁ ନିଜର ବଡ଼ଭାଇ ତିଆରି କରିଥିବା ପାଇଖାନାରେ ୩ବର୍ଷର ଶିଶୁକନ୍ୟାକୁ ଧରି ଦମ୍ପତି ରହୁଛନ୍ତି। ଏହା ହେଉଛି…
ଅଧିକ ଖବର ଦେଖନ୍ତୁ...

ପ୍ରତ୍ନତତ୍ତ୍ବ ବିଭାଗ ବେଆଇନ୍‌ ତାଲିକାରେ ପରିକ୍ରମା ପ୍ରକଳ୍ପ: ଭଙ୍ଗା ହେବ କି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଘର?

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଜଗଦ୍‌ଗୁରୁ ଶଙ୍କରଚାର୍ଯ୍ୟ ଏହି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍‌ କରିବା ପରେ ପ୍ରକଳ୍ପ ଉପରେ ଅନିଶ୍ଚିତତାର ବାଦଲ ଦେଖାଦେଇଛି। ଏଭଳି ବିବାଦୀୟ ପରିସ୍ଥିତି ଭିତରେ ୧୦ ବର୍ଷ ତଳେ ଶ୍ରୀମନ୍ଦିର ସମ୍ମୁଖରୁ ବଡ଼ଛତା…
ଅଧିକ ଖବର ଦେଖନ୍ତୁ...

ଜନତା ମୁହଁ ଖୋଲନ୍ତୁ, ଭବିଷ୍ୟତ ଦେଖନ୍ତୁ: ଶଙ୍କରାଚାର୍ଯ୍ୟ

ପୁରୀ : ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଦୃଷ୍ଟିକୋଣରୁ ଯାହା କହିବା ମୋର ଦାୟିତ୍ବ, ତାହା କହିଛି। ନିର୍ଭିକତା ଓ ସ୍ପଷ୍ଟର ସହ କହୁଛି, ତୀର୍ଥସ୍ଥଳୀ, ତପୋଭୂମିକୁ ଭୋଗଭୂମି କରିଦେବା, ସୁରା, ସୁନ୍ଦରୀଙ୍କ କେନ୍ଦ୍ରସ୍ଥଳୀ କରିଦେବା ଅର୍ଥ ତୀର୍ଥସ୍ଥଳୀର ଅସ୍ତିତ୍ବ ଓ ଆଦର୍ଶକୁ ବିଲୁପ୍ତ…
ଅଧିକ ଖବର ଦେଖନ୍ତୁ...

ପରିକ୍ରମା କାମକୁ କେହି ଅଟକାଇ ପାରିବେନି: ପିନାକୀ

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସାଂସଦ ପିନାକୀ ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟ ପରେ ଅସନ୍ତୋଷ ତୀବ୍ର ହୋଇଛି। ଏଭଳି ସ୍ଥିତିରେ ଆଜି ସାଂସଦ ଶ୍ରୀ ମିଶ୍ର ପୁରୀ ଗସ୍ତରେ ଆସିଥିବା ବେଳେ କହିଛନ୍ତି ଯେ ଶ୍ରୀମନ୍ଦିର ପରିକ୍ରମା କାମକୁ କେହି ଅଟକାଇ ପାରିବେ ନାହିଁ। ଏହାକୁ ନେଇ…
ଅଧିକ ଖବର ଦେଖନ୍ତୁ...

ପୁରୀରେ ମଧ୍ୟ ବନ୍ଧୁକ କାରବାର; ୪ ବନ୍ଧୁକ ଜବତ, ୭ ଗିରଫ

ପୁରୀ : ପୁରୀ ଏବେ ଚୋରା ବନ୍ଧୁକ ବେପାରୀଙ୍କ ନୂଆ ଠିକଣା ହୋଇଛି। ଗତ ୫ ମାସ ମଧ୍ୟରେ ପୁଲିସ ୧୬ଟି ବନ୍ଧୁକ ଜବତ କରିଥିବା ବେଳେ ଗତ ୫୫ ଦିନ ମଧ୍ୟରେ ୮ଟି ବନ୍ଧୁ ଜବତ କରିବା ଘଟଣା ସହରରେ ଚୋରା ବନ୍ଧୁକ କାରବାର କେମିତି ଚାଲିଛି ସେ ଦିଗକଚୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଶ୍ରୀମନ୍ଦିର…
ଅଧିକ ଖବର ଦେଖନ୍ତୁ...

ପାର୍ଥିବ ଶରୀର ସ୍ଥାନାନ୍ତର ପାଇଁ ଯାତାୟାତ ସହାୟତା ଯୋଗାଇଦେଲା ‘ଓଡ଼ିଶା ମୋ ପରିବାର’

ଭୁବନେଶ୍ବର: ଓଡ଼ିଶା ମୋ ପରିବାର, ଅସହାୟ ମୃତକଙ୍କ ପରିବାର ସହ ସମସ୍ତ ଜଟିଳ ପରିସ୍ଥିତିରେ ଛିଡ଼ା ହୋଇ ସହାୟତାର ହାତ ବଢାଇ ଆସିଛି । ପୁଣି, ଆଜି ଅନ୍ୟ ଏକ ଅସହାୟ ପରିବାର ସଦସ୍ୟଙ୍କୁ ମୃତଦେହ ସ୍ଥାନାନ୍ତର କରିବାରେ ସହାୟତା ଯୋଗାଇ ଦେଲା ଓଡ଼ିଶା ମୋ ପରିବାର । ସୂଚନାଯୋଗ୍ୟ, ପୁରୀ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...