ଅନୁସନ୍ଧାନ କରୁଥିବା ବର୍ଗ

ସମ୍ବଲପୁର

ଆମଲାଙ୍ଗ ବୁଲାଣିରେ ମର୍ମନ୍ତୁଦ ରାସ୍ତା ଦୁର୍ଘଟଣା, ଜମନକିରା କଲେଜର ଜଣେ ଛାତ୍ର ମୃତ, ଜଣେ ଗୁରୁତର

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଜାତୀୟ ରାଜପଥ ୫୬ଚିନିମହୁଲ ଆମଲାଙ୍ଗ ବୁଲାଣିରେ ଏକ ବାଇକ ସହିତ ଟ୍ରକ ଧକ୍କା ହୋଇଥିଲା।ଏହି ଦୁର୍ଘଟଣା ରେ ଜମନକିରା କଲେଜରେ ଯୁକ୍ତତିନି ଦ୍ବିତୀୟ ବର୍ଷ ପାଠ ପଢୁଥିବା ବାଇକ ଆରୋହୀ ଦୁଇ ଜଣ ଛାତ୍ର ମଧ୍ୟରୁ ସନ୍ତୋଷ ପଥାଲ ଘଟଣା ସ୍ଥଳରେ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ଟଙ୍କା ପାଇଁ ବନ୍ଧା ପଡ଼ିଲା ଶବ

ସୁନ୍ଦରଗଡ଼/ବୁର୍ଲା : ଭିମ୍‌ସାରରେ ଆଇସିୟୁ ଶଯ୍ୟା ନପାଇ ସୁନ୍ଦରଗଡ଼ର ଜଣେ ଗରିବ ମହିଳା ଆରୋଗ୍ୟ ଲାଭ ଆଶାରେ ଏକ ଘରୋଇ ନର୍ସିଂହୋମକୁ ଯାଇଥିବାବେଳେ ସେଠାରେ ତାଙ୍କ ମୃତ୍ୟୁ ଘଟିଛି। ତେବେ, ନର୍ସିଂହୋମ କର୍ତ୍ତୃପକ୍ଷ ଟଙ୍କା ପାଇଁ ମୃତ ମହିଳା ସବିତା ହାତୀଙ୍କ ଶବକୁ ଦୀର୍ଘ ୧୦ ଘଣ୍ଟା…
ଅଧିକ ଖବର ଦେଖନ୍ତୁ...

ହୀରାକୁଦରେ କେନ୍ଦ୍ରୀୟ ବିଦ୍ୟାଳୟ ଦାବି

ହୀରାକୁଦ: ହୀରାକୁଦରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ଦାବି ହୋଇଛି। ହୀରାକୁଦ ଏନ୍‌ଏସିର ପୂର୍ବତନ ଅଧ୍ୟକ୍ଷ ସିମାଞ୍ଚଲ ଖଟେଇ ଏବଂ ଲୟନ୍ସ କ୍ଲବ ଜିଲ୍ଲା ସଂଯୋଜକ ଉମାଶଙ୍କର ଗୌଡ଼ଙ୍କ ଅଧ୍ୟକ୍ଷତାରେ  ହୀରାକୁଦ ନାଗରିକ ମଞ୍ଚ ପକ୍ଷରୁ ଏଥିପାଇଁ ଶିକ୍ଷା ତଥା ଦକ୍ଷ୍ୟତା ବିକାଶ ଓ…
ଅଧିକ ଖବର ଦେଖନ୍ତୁ...

ଓକିଲଙ୍କୁ ମାଡ଼ ଘଟଣା: ମାନବ ଅଧିକାର ଆୟୋଗରେ ଅଭିଯୋଗ

ସମ୍ବଲପୁର: ‘ଗିରଫ ଓକିଲମାନଙ୍କ ସହିତ ପୁଲିସ ଅମାନବୀୟ ଆଚରଣ ପ୍ରଦର୍ଶନ କରିଛି। ଗିରଫ ହୋଇଥିବା ଓକିଲଙ୍କ ମଧ୍ୟରୁ ୧୧ ଜଣଙ୍କୁ ନୃଶଂସ ପିଟାଯାଇଛି।’ ସମ୍ବଲପୁର ଜେଲ୍‌ରେ ଥିବା ଆଇନଜୀବୀମାନଙ୍କୁ ଭେଟିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଓକିଲମାନଙ୍କର ଏକ ପ୍ରତିନିଧି ଦଳ କିଛିଦିନ…
ଅଧିକ ଖବର ଦେଖନ୍ତୁ...

ଆନନ୍ଦ ଉଲ୍ଲାସରେ ପାଳିତ ହେଲା ବଡ଼ଦିନ

ସମ୍ବଲପୁର: ସ˚ସ୍କୃତିର ସହର ସମ୍ବଲପୁରରେ ପବିତ୍ର ବଡଦିନ ପର୍ବ ଆନନ୍ଦ ଉଲ୍ଲାସରେ ପାଳିତ ହୋଇ ଯାଇଛି। ବଡ଼ଦିନ ଉପଲକ୍ଷେ ସହରର ବିଭିନ୍ନ ଗୀର୍ଜାଘରେ ଶାନ୍ତି ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା। ଖ୍ରୀଷ୍ଟୀୟ ଧର୍ମଗୁରୁମାନେ ଲୋକଙ୍କୁ ଶ‌ାନ୍ତିର ବାର୍ତ୍ତା ଦେଇଥିଲେ।‌ ଶନିବାର ମଧ୍ୟରାତ୍ରରୁ…
ଅଧିକ ଖବର ଦେଖନ୍ତୁ...

ନିଆଁରେ ପୋଡ଼ି ବୃଦ୍ଧା ମୃତ    

ଧନକଉଡ଼ା: ବୁର୍ଲା ଥାନା ଅନ୍ତର୍ଗତ ଗୋଶାଳା ଫାଣ୍ଡି ଅଞ୍ଚଳର ଘୁଡୁକାଟିକ୍ରା ହରିଜନ ସାହିରେ ନିଆଁରେ ପୋଡ଼ି ଯଜ୍ଞ ବାଗ (୮୫)ଙ୍କ ମୃତ୍ୟୁ ଘଟିଛି। ରାତିରେ ପ୍ରବଳ ଥଣ୍ଡା ଯୋଗୁଁ ଖଟ ତଳେ ଉମ୍ଭେଇ ଦେଇ ଶୋଇଥିଲେ। ହଠାତ୍ ନିଆଁ ଲାଗି ଯିବାରୁ ବୃଦ୍ଧା ଜଣକ ଗୁରୁତର ହୋଇଥିଲେ। ତାଙ୍କୁ ବୁର୍ଲା…
ଅଧିକ ଖବର ଦେଖନ୍ତୁ...

ନାବାଳିକାଙ୍କୁ ଦୁଷ୍କର୍ମ, ୪ ଗିରଫ 

ସମ୍ବଲପୁର: ଜଣେ ୧୪ ବର୍ଷର ନାବାଳିକାଙ୍କୁ ଅପହଣର କରି ଦୁଷ୍କର୍ମ କରିବା ଘଟଣା ସମ୍ବଲପୁରରେ ଚାଞ୍ଚଲ୍ୟ ଖେଳାଇଛି। ୧୪ ବର୍ଷର ନାବାଳକ ଜଣଖ ତାଙ୍କ ମାମୁ ଘରକୁ ଯାଉଛି ବୋଲି କହି ଘରୁ ଆଶିଥିବା ବେଳେ ତାଙ୍କୁ ୪ ଜଣ ଯୁବକ ଅପହରଣ କରି ନେଇଯାଇଥିଲେ। ୨ ଦିନ ପରେ ନାବାଳିକାଙ୍କୁ ଗାଁରେ ଛାଡି…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁରରେ ୧୪୪ ଧାରା ଆଉ ୩ ଦିନ ବଢ଼ିଲା  

ସମ୍ବଲପୁର: ସମ୍ବଲପୁରରେ ଓକିଲମାନେ କାର୍ଯ୍ୟରେ ଯୋଗ ନଦେବା କାରଣରୁ ବିଚାରଗତ ଅଚଳାବସ୍ଥା ଜାରି ରହିଛି। ସାଧାରଣ ଲୋକ ନ୍ୟାୟଗତ କାର୍ଯ୍ୟ ପାଇଁ ଅଦାଲତକୁ ଆସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନ୍ୟାୟିକ କାର୍ଯ୍ୟ ବା ବିଭିନ୍ନ ମୋକଦ୍ଦମା ଆଗକୁ ବଢ଼ିବା ଠପ୍ ହୋଇଯାଇଛି। ଅପରପକ୍ଷରେ ଗତ…
ଅଧିକ ଖବର ଦେଖନ୍ତୁ...

ଚାକିରି ଲୋଭରେ ଫସିଲେ, ୯୨ ହଜାର ନେଇଗଲା ସାଇବର ଠକ  

ସମ୍ବଲପୁର: ସମ୍ବଲପୁରର ପୁଣି ଜଣେ ବ୍ୟକ୍ତି ସାଇବର୍‌ ଠକେଇର ଶିକାର ହୋଇଛନ୍ତି। ଚାକିରି ଲୋଭ ଦେଖାଇ ସାଇବର୍‌ ଠକ ତାଙ୍କ ଠାରୁ ୯୨ ହଜାରରୁ ଅଧିକ ଟଙ୍କା ଠକି ନେଇଛନ୍ତି। ଏ ନେଇ ସେ ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।…
ଅଧିକ ଖବର ଦେଖନ୍ତୁ...

ଅବକାରୀ ବିଭାଗ କବଳରୁ ଖସିବା ଉଦ୍ୟମରେ ଜଣେ ମୃତ ଏବଂ ଅନ୍ୟ ଜଣେ ଗୁରୁତର

ବୁର୍ଲା/ସୋନପୁର: ଚୋରା ଗଞ୍ଜେଇ ଚାଲାଣ କରୁଥିବା ବେଳେ ଅବକାରୀ ବିଭାଗ କବଳରୁ ଖସିବା ପାଇଁ ଉଦ୍ୟମ କରୁଥିବା ସମୟରେ ଜଣକର ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ବୁର୍ଲା ଭିମସାର୍‌ରେ ଭର୍ତ୍ତି। ମୃତକ ଜଣକ ରାଉରକେଲା ଛେଣ୍ଡ ଥାନା ଅନ୍ତର୍ଗତ କୌଶଲ୍ୟା ବିହାର…
ଅଧିକ ଖବର ଦେଖନ୍ତୁ...