ଅନୁସନ୍ଧାନ କରୁଥିବା ବର୍ଗ

କୁମ୍ଭମେଳା

କୁମ୍ଭମେଳା ଅବସରରେ ସନାତନ ଧର୍ମଗ୍ରହଣ କଲେ ୭୯ ଜଣ ଜାପାନୀ

ପ୍ରୟାଗରାଜ : ଆଜି ହେଉଛି ପବିତ୍ର ମୌନୀ ଅମବାସ୍ୟା ବା ତ୍ରୀବେଣୀ ଅମାବାସ୍ୟା । ପ୍ରୟାଗରାଜଠାରେ ଚାଲିଥିବା କୁମ୍ଭ ମେଳାରେ ଆଜି ଦ୍ୱିତୀୟ ଶାହୀ ସ୍ନାନ ଅନୁଷ୍ଠିତ ହୋଇଛି । ଦେଶ ବିଦେଶରୁ ଆସିଥିବା ଲକ୍ଷ ଲକ୍ଷ ସାଧୁସନ୍ଥ ଓ ଶ୍ରଦ୍ଧାଳୁ ଏହି ଅବସରରେ ସ୍ନାନ କରିଛନ୍ତି । ତେବେ ଆଜି ଏକ…
ଅଧିକ ଖବର ଦେଖନ୍ତୁ...

କୁମ୍ଭମେଳାରେ ବିକ୍ରି ହେବ ଜେଲ୍‌ର କଏଦୀମାନଙ୍କ ଦ୍ୱାରା ପ୍ରସ୍ତୁତ ନେହେରୁ ଜ୍ୟାକେଟ୍‌

ଲକ୍ଷ୍ନୌ: ଲକ୍ଷ୍ନୌର ମୋସାଇଗଂଜ ଜେଲ୍‌ର କଏଦୀମାନଙ୍କ ଦ୍ୱାରା ପ୍ରସ୍ତୁତ ବ୍ୟାଗ୍‌, ପର୍ସ ଓ ସୋରିଷ ତେଲ ପରେ ଏବେ ନେହେରୁ ଜ୍ୟାକେଟ ବିକ୍ରି ହେବ କୁମ୍ଭମେଳାରେ। ଜେଲର ଅଧିକ୍ଷକ ଆର ଏନ୍‌ ପାଣ୍ଡ୍ୟା ଏଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଇତିମଧ୍ୟରେ ଏହାର କାମ ଆରମ୍ଭ ହୋଇଯାଇଛି। ଖୁବ୍‌ ଶୀଘ୍ର…
ଅଧିକ ଖବର ଦେଖନ୍ତୁ...

କୁମ୍ଭମେଳାରେ ଅଘଟଣ : ପ୍ରୟାଗରାଜ ସଙ୍ଗମସ୍ଥଳରେ ଓଲଟିଲା ଡଙ୍ଗା, ୧୨ ଯାତ୍ରୀ ଉଦ୍ଧାର

ପ୍ରୟାଗରାଜ: ପ୍ରୟାଗରାଜରେ ଚାଲିଥିବା କୁମ୍ଭମେଳାରେ ଏକ ବଡ ଦୁର୍ଘଟଣା ଘଟିଛି । ଶନିବାର ସକାଳେ ସଙ୍ଗମରେ ଶ୍ରଦ୍ଧାଳୁଙ୍କୁ .ନେଇ ଯାଉଥିବା ଏକ ଡଙ୍ଗା ବୁଡିଯାଇଥିବାର ଖବର ଆସିଛି । ସୂଚନାଯୋଗ୍ୟ,ଏହି ଡଙ୍ଗାରେ ୧୨ଜଣ  ଯାତ୍ରା କରୁଥିଲେ । ସଙ୍ଗମରେ ଡଙ୍ଗା ବୁଡିବାର ସୂଚନା ମିଳିବା ପରେ…
ଅଧିକ ଖବର ଦେଖନ୍ତୁ...

କୁମ୍ଭ ମେଳାରେ ବିଭିନ୍ନ ଶିବିର ବୁଲି ନାଗାବାବାମାନଙ୍କୁ ଗଞ୍ଜେଇ ଦାନ ମାଗୁଛନ୍ତି ବାବା ରାମଦେବ

ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଏବେ ଚାଲିଛି ବିଶ୍ୱର ସର୍ବବୃହତ ଧାର୍ମିକ ମେଳା କୁମ୍ଭ ମେଳା । ଏହି ମେଳାକୁ ଦେଶବିଦେଶରୁ ଲକ୍ଷ ଲକ୍ଷ ହିନ୍ଦୁ ସନ୍ୟାସୀ ଓ ଭୀକ୍ଷୁ ଆସିଛନ୍ତି । ତେବେ ମେଳାର ମୁଖ୍ୟ ଆକର୍ଷଣ ହେଉଛନ୍ତି ନାଗା ସନ୍ୟାସୀ । ନାଗା ସନ୍ୟାସୀଙ୍କ ଗଞ୍ଜେଇ ଚିଲମ ଟାଣିବା…
ଅଧିକ ଖବର ଦେଖନ୍ତୁ...

ପାପ ଧୋଇବାକୁ କୁମ୍ଭ ଆସିଥିଲା ଏହି ହତ୍ୟାକାରୀ, ପୁଲିସ ହାତରେ ଧରାପଡିଗଲା

ପ୍ରୟାଗରାଜ : ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଏବେ ଚାଲିଛି ବିଶ୍ୱର ସର୍ବବୃହତ ଧାର୍ମିକ ମେଳା କୁମ୍ଭ ମେଳା । ଏହି ମେଳାକୁ ଦେଶବିଦେଶରୁ ଲକ୍ଷ ଲକ୍ଷ ହିନ୍ଦୁ ସନ୍ୟାସୀ ଓ ଶ୍ରଦ୍ଧାଳୁ ଧାଇଁ ଆସି ଆସିଛନ୍ତି ପବିତ୍ର ସଂଗମରେ ବୁଡ ପକାଇ ପାପ ଧୋଇବାକୁ ଓ ପୂଣ୍ୟ ଅର୍ଜନ କରିବାକୁ । ବହୁ ଅପରାଧୀ…
ଅଧିକ ଖବର ଦେଖନ୍ତୁ...

ହିନ୍ଦୁ ଧର୍ମର ଆକର୍ଷଣରେ ପଡିଗଲେ ହଙ୍ଗେରୀର ଏହି ମହିଳା ଡାକ୍ତର, ହୋଇଗଲେ ନାଗା ସନ୍ୟାସିନୀ

ପ୍ରୟାଗରାଜ : ଭାରତର ସନାତନ ସଂସ୍କୃତି ଯୁଗ ଯୁଗ ଧରି ବିଦେଶୀମାନଙ୍କୁ ଆକୃଷ୍ଟ କରିଆସିଛି । ଏବେ ପ୍ରୟାଗରାଜଠାରେ କୁମ୍ଭମେଳା ଚାଲିଥିବାବେଳେ ଅନେକ ବିଦେଶୀ ଏଠାକୁ ଆସିବାରେ ଲାଗିଛନ୍ତି । କେତେକ ବିଦେଶୀ ନିଜର ସବୁ ପାର୍ଥିବ ସଫଳତାକୁ ତ୍ୟାଗ କରି ସନାତନ ଧର୍ମରେ ସାମିଲ ହୋଇଯାଉଛନ୍ତି ।…
ଅଧିକ ଖବର ଦେଖନ୍ତୁ...

କୁମ୍ଭମେଳାରେ ଗୋଟିଏ ଦିନରେ ୨ ହଜାର ବ୍ୟକ୍ତି ନିଜେ ନିଜର ପିଣ୍ଡଦାନ କରିବା ସହ ନାଗା ସନ୍ୟାସୀ ହୋଇଗଲେ

ପ୍ରୟାଗରାଜ : କୁମ୍ଭ ମେଳାରେ ଗତକାଲି ପ୍ରାୟ ୨ ହଜାର ବ୍ୟକ୍ତି ନିଜେ ନିଜର ପିଣ୍ଡଦାନ କରି ଆନୁଷ୍ଠାନିକ ଭାବେ ନାଗା ସନ୍ୟାସୀ ହେବାର ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ଏମାନଙ୍କ ମଧ୍ୟରେ କେତେକ ବିଦେଶୀ ମଧ୍ୟ ରହିଛନ୍ତି । ଏମାନେ ସମସ୍ତେ ଜୁନା ଆଖଡ଼ାରେ ସାମିଲ ହୋଇଛନ୍ତି । ନିଜେ ନିଜ…
ଅଧିକ ଖବର ଦେଖନ୍ତୁ...

ଆସନ୍ତା କାଲି କୁମ୍ଭମେଳାରେ କ୍ୟାବିନେଟ ବୈଠକ କରିବା ପରେ ବୁଡ ପକାଇବେ ଯୋଗୀ ଆଦିତ୍ୟନାଥ

ପ୍ରୟାଗରାଜ : ଉତ୍ତରପ୍ରଦେଶରେ ଶାସନାଧୀନ ଆଦିତ୍ୟ ଯୋଗୀ ସରକାର ଆସନ୍ତା କାଲି କୁମ୍ଭ ମେଳାରେ ଏକ କ୍ୟାବିନେଟ୍‌ ବୈଠକ କରିବେ । ଏହି ବୈଠକ କୁମ୍ଭ ମେଳାର କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟରଠାରେ ଅନୁଷ୍ଠିତ ହେବ । ଏଥିରେ ଯୋଗୀ କ୍ୟାବିନେଟର ସବୁ ସଦସ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି…
ଅଧିକ ଖବର ଦେଖନ୍ତୁ...

ପ୍ରୟାଗରାଜ କୁମ୍ଭ ମେଳାରେ ବୁଡ ପକାଇଲେ ମରିସସ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥ

ପ୍ରୟାଗରାଜ : ମରିସସ ପ୍ରଧାନମନ୍ତ୍ରୀ ମିଷ୍ଟର ପ୍ରବିନ୍ଦ ଜଗନ୍ନାଥ ଗତକାଲି ପ୍ରୟାଗରାଜ କୁମ୍ଭ ସଙ୍ଗମରେ ପବିତ୍ର ସ୍ନାନ କରି ଭଗବାନ ହନୁମାନଙ୍କର ପୂଜାର୍ଚ୍ଚନା କରିଥିଲେ  । କୁମ୍ଭରେ ନବନିର୍ମିତ ସମନ୍ୱିତ ନିୟନ୍ତ୍ରଣ କେନ୍ଦ୍ର ପରିଦର୍ଶନ କରିବା ପରେ ସେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଥିଲେ…
ଅଧିକ ଖବର ଦେଖନ୍ତୁ...

କୁମ୍ଭମେଳା : ଆକର୍ଷଣର କେନ୍ଦ୍ରରେ ନାଗାବାବାଙ୍କ ସହ ଆସିଥିବା କୁକୁର , କେଉଁ କୁକୁର ନାଁରେ ଆଧାର କାର୍ଡ ରହିଛି ତ…

କୁମ୍ଭନଗରୀ (ପ୍ରୟାଗରାଜ) : ପବିତ୍ର ତୀର୍ଥ କ୍ଷେତ୍ର ତ୍ରିବେଣୀ ସଂଗମ ବା ପ୍ରୟାଗରାଜଠାରେ ଏବେ ଚାଲିଛି ହିନ୍ଦୁମାନଙ୍କର ମହାସମ୍ମିଳନୀ କୁମ୍ଭ ମେଳା । ଦେଶବିଦେଶରୁ ଲକ୍ଷ ଲକ୍ଷ ସାଧୁସନ୍ୟାସୀ, ଭକ୍ତ ଓ ପର୍ଯ୍ୟଟକମାନେ ଏଠାରେ ଭୀଡ ଜମାଇଛନ୍ତି । ବିବିଧତା ଭରା ସନାତନ ଧର୍ମର ଅନେକ ଅଦ୍ଭୁତ…
ଅଧିକ ଖବର ଦେଖନ୍ତୁ...