Advertisment
Latest Posts
Advertisment
ଜିଲ୍ଲା
କ୍ଷତି ସହୁଛନ୍ତି ପିଜୁଳି ଚାଷୀ,ମିଳୁନି ଉଚିତ୍ ବଜାର ଦର
ପିଜୁଳି ଏକ ଲାଭ ଜନକ ଚାଷ। ଏଥିରେ ପ୍ରଚୁର ପରିମାଣର ଭିଟାମିନ ସି ରହିଥାଏ। ଜୁଲାଇ ଓ ଅଗଷ୍ଟ ମାସରେ ମୁଖ୍ୟତଃ ଏହି ପିଜୁଳି ଗଛରେ ଫଳିଥାଏ। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର ବିଜୁଗୁଡା ଓ ପାତିଆ ଡଙ୍ଗରିଗୁଡ଼ାରେ ପ୍ରଚୁର ପରିମାଣର ପିଜୁଳି ଚାଷ ହେଉଥାଏ....
Gallery
ଆସୁଛି ଗଣେଶ ପୂଜା: ମୂର୍ତ୍ତି ଗଢ଼ିବାରେ ବ୍ୟସ୍ତ କାରିଗର
ପବିତ୍ର ଗଣେଶ ପୂଜା ଉପଲକ୍ଷେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ସହର ଉତ୍ସବ ମୁଖର ହୋଇ ଉଠିଛି। ବିଶେଷ କରି ବଙ୍ଗୋମୁଣ୍ଡାରେ ମୂର୍ତ୍ତି କାରିଗରମାନେ ମାଟି ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ ଅଛନ୍ତି । ସେମାନେ ମୂର୍ତ୍ତି ଗଢ଼ିବା ପାଇଁ ପାଳ ନଡ଼ା ବିଡ଼ା ଉପରେ ମାଟି ପ୍ରଲେପ ଦେଉଛନ୍ତି। ବଙ୍ଗୋମୁଣ୍ଡାର ଯୁବ ଅଭିଜ୍ଞ ମୂର୍ତ୍ତି କାରିଗର ସନାତନ ସା’ଙ୍କ ସହ ଅନ୍ୟ କାରିଗରମାନେ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି।
ବାଣିଜ୍ୟ
ଅନୀଲ ଅମ୍ବାନିଙ୍କ ପତନର କାହାଣୀ
ଦେଶର ଦୁଇଟି ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଓ ବ୍ୟାଙ୍କ ଅଫ ଇଣ୍ଡିଆ ରିଲାଏନ୍ସ କମ୍ୟୁନିକେସନ, ଅନୀଲ ଅମ୍ବାନି ଓ ଅନ୍ୟ ନିର୍ଦ୍ଦେଶକମାନଙ୍କୁ ଜାଲିଆତିରେ ସଂପୃକ୍ତ ବୋଲି ଘୋଷଣା କରିଛନ୍ତି ।
ଅପରାଧ
ନିକ୍କି ଭଟି ମାମଲା : କେବଳ ପାଣି ଗିଲାସେ ପାଇଁ ବିବାଦ ?
ଗ୍ରେଟର ନୋଇଡାର ନିକ୍କି ହତ୍ୟା ମାମଲା ଏକ ନୂଆ ମୋଡ଼ ନେଇଛି । ଅଭିଯୁକ୍ତ ବିପିନର ପଡ଼ୋଶୀମାନେ କହିଛନ୍ତି ଯେ ଏହା କୌଣସି ଯୌତୁକ ଜନିତ ହତ୍ୟାକାଣ୍ଡ ନୁହେଁ, ବରଂ ଏକ ଆତ୍ମହତ୍ୟା ମାମଲା ।
ମନୋରଞ୍ଜନ
ଜନ୍ ସିନେମାରୁ ଦୂରେଇ ରହିବା ଭଲ: ବିବେକ ଅଗ୍ନିହୋତ୍ରୀ
କିଛି ଦିନ ତଳେ ଫିଲ୍ମ 'ଦି କଶ୍ମୀର ଫାଇଲ୍ସ'କୁ ଅତି-ରାଜନୈତିକ ବୋଲି କହିଥିଲେ ବଲିଉଡ ଅଭିନେତା ଜନ୍ ଆବ୍ରାହମ। ଏବେ ତାଙ୍କର ଏଭଳି ବୟାନକୁ ନେଇ ଫିଲ୍ମ ନିର୍ମାତା ବିବେକ ଅଗ୍ନିହୋତ୍ରୀ ପ୍ରତିକ୍ରିୟା ଦେଇଛନ୍ତି।
ପୁନଶ୍ଚ ପୃଥିବୀ
‘ବୃକ୍ଷରୋପଣ ଔପଚାରିକତାରେ ସୀମିତି ନରହୁ’
ପରିବେଶ ଅସୁସ୍ଥ ହୋଇପଡ଼ିଲାଣି। ଫଳରେ ଜୀବଜଗତ ପାଇଁ ବିପଦ ଘନେଇଛି। ଏହାର ପ୍ରମାଣ ହେଉଛି ଶୀତଋତୁରେ ବିଶେଷ ଥଣ୍ଡା ଅନୁଭବ ନହେବା ଆଉ ବର୍ଷା ଦିନେ ଗରମ ହେବା। ଏବେ ପରିବେଶ ସୁରକ୍ଷା ବଡ଼ ଆହ୍ବାନ ହୋଇଛି।