Advertisment
Latest Posts
Advertisment
ଜିଲ୍ଲା
ଖଇରା ଏନଏସି ଦାବିରେ ୬ ତାରିଖ ୬ ଘଣ୍ଟିଆ ଖଇରା ବନ୍ଦ ଡାକରା ଦେଲା ବିଜେଡି।
ଖଇରାକୁ ଏନଏସି ମାନ୍ୟତା ପ୍ରଦାନ ପାଇଁ ଏବେ ଆନ୍ଦୋଳନ ତୀବ୍ରତର ହୋଇଛି। ଗତ ୩ ତାରିଖ ଅଞ୍ଚଳବାସୀଙ୍କ ପକ୍ଷ୍ରୁ ୭ ଘଣ୍ଟିଆ ଖଇରା ବନ୍ଦ ଓ ସୋର କୁପାରୀ ରାସ୍ତା ଅବରୋଧ କରିବା ପରେ ଏବେ ବିଜେଡି ଆନ୍ଦୋଳନକୁ ଓହ୍ଲାଇଛି....
Gallery
ମହାବୀର କ୍ରିକେଟ୍ କ୍ଳବ୍ରେ ଗଣେଶ ପୂଜା
କଟକର ଭଗତପୁରସ୍ଥିତ ମହାବୀର କ୍ରିକେଟ୍ କ୍ଲବରେ ବିଦ୍ୟାଦାତା ଗଣେଶଙ୍କ ପୂଜାର୍ଚ୍ଚନା ହୋଇଛି। କ୍ଲବର ସଭାପତି ଭବାନୀ ଶଙ୍କର ମହାରଣା ଓ ସଂପାଦକ ଅମର କୁମାର ପୃଷ୍ଟିଙ୍କ ନେତୃତ୍ବରେ ସଦସ୍ୟମାନେ ଚଳିତ ବର୍ଷ ଗଣେଶ ପୂଜାକୁ ଭବ୍ୟ ଓ ଦିବ୍ୟ କରିଛନ୍ତି।
ବାଣିଜ୍ୟ
ଶିଳ୍ପପତି କିମ୍ବା ଚଳଚ୍ଚିତ୍ର ତାରକା ନୁହନ୍ତି, ଏହି ରାଜନେତା କିଣିଲେ ଭାରତର ପ୍ରଥମ ଟେସଲା କାର୍
ଏଲନ ମସ୍କଙ୍କ ଇଲେକ୍ଟ୍ରିକ୍ କାର୍ କମ୍ପାନୀ ଟେସଲା ଭାରତରେ ନିଜର ପ୍ରଥମ ଗ୍ରାହକ ପାଇଛି । ପ୍ରଥମ ଗ୍ରାହକ କୌଣସି ଶିଳ୍ପପତି କିମ୍ବା ବ୍ୟବସାୟୀ ଅଥବା ଚଳଚ୍ଚିତ୍ର ତାରକା ନୁହନ୍ତି ଜଣେ ରାଜନେତା ହୋଇଛନ୍ତି ।
ଅପରାଧ
ବୋମା ଧମକ ପରେ ମୁମ୍ବାଇରେ ଖେଳିଗଲା ଆତଙ୍କ: ଲୋପ ପାଇଯିବ କୋଟିଏ ଜନସଂଖ୍ୟା!
ମୁମ୍ବାଇକୁ ବୋମା ଧମକ ମିଳିବା ପରେ ହାଇ ଆର୍ଲଟରେ ପୂରା ସହର। ଅନନ୍ତ ଚତୁର୍ଦ୍ଦଶୀ ବା ଆସନ୍ତକାଲି ଏହି ବୋମା ବିସ୍ଫୋରଣ ହେବ ବୋଲି ଧମକ ମିଳିବା ପରେ ମୁମ୍ବାଇ ପୁଲିସ୍ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି।
ମନୋରଞ୍ଜନ
ଏବେ ବି କୋମାରେ ଅଭିଜିତ୍ ମଜୁମଦାର: ବାବୁସାନଙ୍କ ଏସବୁ ଛବିରେ ସଙ୍ଗୀତ ଦେଇଛନ୍ତି ଅଭିଜିତ୍
ବାବୁସାନ୍ଙ୍କ ଅଭିନୀତ ତେରଟି ଓଡ଼ିଆ ଛବିରେ ଅଭିଜିତ୍ ମଜୁମଦାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଅନ୍ୟ କୌଣସି ସଙ୍ଗୀତକାରଙ୍କୁ ଏଯାଏ ବାବୁସାନ୍ଙ୍କ ଅଭିନୀତ ଏତେସଂଖ୍ୟକ ସିନେମାରେ ସ୍ବର ସଂଯୋଜନା କରିବାର ସୁଯୋଗ ମିଳିନାହିଁ।
ପୁନଶ୍ଚ ପୃଥିବୀ
ଗଛ କାଟିଲେ ସମ୍ପର୍କୀୟଙ୍କୁ ମଧ୍ୟ ବିରୋଧ କରିବି: ନିତ୍ୟାନନ୍ଦ
ଜୀବନ ବଞ୍ଚାଉଥିବା ଗଛକୁ କୌଣସି ଲୋକ କାଟୁଥିବା ଦେଖିଲେ ସହ୍ୟ କରିପାରେନି। ସେ ମୋ ନିଜ ଲୋକ ହୁଅନ୍ତୁ କିମ୍ବା ମୋ ଦଳର। ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ବିରୋଧ କରିବି।