ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ଟାଗୋରଙ୍କ ସାଧନାପୀଠ ଏବେ ଭୂତକୋଠି

ପୁରୀ : ବିଶ୍ବକବି ରବୀନ୍ଦ୍ରନାଥ ଟାଗୋରଙ୍କ ସାଧନାପୀଠ ଏବେ ଭୂତକୋଠି। ଦିନେ ଯେଉଁଠି ଟାଗୋରଙ୍କ କଲମରୁ କାଳଜୟୀ କବିତାର ପଂକ୍ତି ଉତୁରି ଆସୁଥିଲା, ଆଜି ସେଠି ସରୀସୃପଙ୍କ ମେଳା। ଯେଉଁ ଘର ସାମ୍ନାରେ ଚାଲିଗଲେ ସାରସ୍ବତ ପ୍ରେମୀଙ୍କ ହାତ ଯୋଡ଼ି ହୋଇଯାଉଥିଲା, ଆଜି ସେ ସ୍ଥାନ ଦେଖି ଭୟ ଓ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ଐତିହ୍ୟ କରିଡର୍‌ ଜମି ବିବାଦ: ୭ ପରିବାରଙ୍କୁ ଘର ଛାଡ଼ିବାକୁ ନିର୍ଦ୍ଦେଶ

ପୁରୀ : ଶ୍ରୀମନ୍ଦିର ଐତିହ୍ୟ କରିଡର୍‌ରୁ ବିସ୍ଥାପିତ ୭ ପରିବାରକୁ ତୁରନ୍ତ ଜାଗା ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଅନ୍ୟପଟେ ଏହି ୭ ପରିବାରକୁ ପ୍ରଶାସନ ତିନି ସପ୍ତାହ ଭିତରେ ନିର୍ବିବାଦୀୟ ଜାଗା ଦେବାକୁ ବି ନ‌ିର୍ଦ୍ଦେଶ ଦେଇଛନ୍ତି। ଫଳରେ ଦୀର୍ଘଦିନ ଧରି ଶ୍ରୀମନ୍ଦିର ଐତିହ୍ୟ…
ଅଧିକ ଖବର ଦେଖନ୍ତୁ...

ଐତିହ୍ୟ ରେଳଇଞ୍ଜିନ୍‌ ସ୍ଥାନାନ୍ତରକୁ ବିରୋଧ

ପୁରୀ : ଐତିହ୍ୟ ରେଳ ଇଞ୍ଜିନ ସ୍ଥାନାନ୍ତରକୁ ନେଇ ତେଜିଛି ଅସନ୍ତୋଷ। ବିଭିନ୍ନ ସଙ୍ଗଠନ ପକ୍ଷରୁ ଏ‌ହାକୁ ବିରୋଧ କରାଯିବା ପରେ ରେଳ ବିଭାଗ ପକ୍ଷରୁ ଏହାକୁ ଭୁବନେଶ୍ବର ନେବା ଯୋଜନା ପଣ୍ଡ ହୋଇଛି। ଚାଣକ୍ୟ ବିଏନ୍‌ଆର୍‌ ହୋଟେଲ୍‌ ପରିସରରେ ଏହି ଇଂଜିନ୍‌କୁ ମରାମତି କରିବା ପରେ ଆଜି…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିରରେ ଚିତା ଲାଗି ଅମାବାସ୍ୟା

ପୁରୀ : ଶ୍ରୀମନ୍ଦିରରେ ରବିବାର ପବିତ୍ର ଚିତାଲାଗି ଅମାବାସ୍ୟା ପାଳିତ ହୋଇଯାଇଛି। ଏହି ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର ଓ ମା’ ସୁଭଦ୍ରାଙ୍କୁ ମଥାରେ ସୁବର୍ଣ୍ଣର ଚିତା ଲାଗି କରାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ହୀରା, ବଡ଼ଠାକୁର ଶ୍ରୀବଳଭଦ୍ରଙ୍କୁ ନୀଳା ଓ ମା‘…
ଅଧିକ ଖବର ଦେଖନ୍ତୁ...

ବିରଞ୍ଚିଙ୍କ ପୁରୀ ଲିଙ୍କ୍‌ ନେଇ ଭିଜିଲାନ୍ସରେ ଅଭିଯୋଗ: ଟଙ୍କା ନେଇ ଚାକିରି ଦେଇଛନ୍ତି, ରହିଛି ଏକାଧିକ ପ୍ଲଟ୍‌

ପୁରୀ: ଭିଜିଲାନ୍ସ ବିଭାଗର ଅନୁମାନ ସତ ପ୍ରମାଣିତ ହୋଇଛି। ଓଡ଼ିଶା ଷ୍ଟାଫ୍‌ ସିଲେକସନ୍‌ କମିସନ୍‌ଙ୍କ ପିଏସ୍ ବିରଞ୍ଚି ସାହୁଙ୍କର ରହିଛି ପୁରୀ ଲିଙ୍କ୍। ପୁରୀରେ ରହିଛି ତାଙ୍କର ବହୁ କେଳେଙ୍କାରୀ। ଚାକିରି କରାଇ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଲୁଟି‌ ନେଇଛନ୍ତି ବିରଞ୍ଚି। ଏପରିକି ବିରଞ୍ଚି…
ଅଧିକ ଖବର ଦେଖନ୍ତୁ...

୧୬ରୁ ଖୋଲିବ ଶ୍ରୀମନ୍ଦିର, ପ୍ରଥମ ୫ ଦିନ ପୁରୀ ସହରବାସୀଙ୍କୁ ଦର୍ଶନ ସୁଯୋଗ

ପୁରୀ : ଅଗଷ୍ଟ ୧୬ରୁ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର। ୪ ମାସ ପରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ। କୋଭିଡ୍‌ କଟକଣା ଭିତରେ ପ୍ରଥମେ ପୁରୀବାସୀ ଓ ପରେ ଜିଲ୍ଲା ବାହାର ଭକ୍ତଙ୍କୁ ମିଳିବ ଦର୍ଶନ ସୁଯୋଗ। ସକାଳ ୭ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଭକ୍ତଙ୍କୁ ଦର୍ଶନ ଅନୁମତି ମିଳିବ।…
ଅଧିକ ଖବର ଦେଖନ୍ତୁ...

ଅଗଷ୍ଟ ୧୬ରୁ ଖୋଲିବ ଶ୍ରୀମନ୍ଦିର, କୋଭିଡ କଟକଣା ଭିତରେ ଶ୍ରଦ୍ଧାଳୁ କରିପାରିବେ ଜଗା ଦର୍ଶନ

ପୁରୀ: ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ନେଇ ବଡ଼ ଖବର ଆସିଛି। ଆଜି ସନ୍ଧ୍ୟାରେ ବସିଥିବା ଛତିଶା ନିଯୋଗ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଅଗଷ୍ଟ ୧୬…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତି ଆଜି

ପୁରୀ: ଶ୍ରୀମନ୍ଦିର ଖୋଲିବ ନା ନାହିଁ ? ଯଦି ଖୋଲିବ, କ’ଣ ସବୁ କଟକଣା ରହିବ? ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବୁଧବାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଯାଇଛି। କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଖୋଲିବା ଉପରେ ପୂର୍ବାହ୍ଣ ୧୧ଟାରେ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ପରିଚାଳନା କମିଟିକୁ ନେଇ ସରଗରମ ଚର୍ଚ୍ଚା, ସେବାୟତଙ୍କ ଦାବି, ନୂଆ ମୁହଁ ଆସୁ

ପୁରୀ: ଶ୍ରୀମନ୍ଦିର ପରିଚାଳନାରେ ଗୁରୁ ଦାୟିତ୍ବ ବହନ କରୁଥିବା‌ ମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାଳ ୫ ମାସ ତଳୁ ଶେଷ ହୋଇଥିବାବେଳେ ନୂଆ କମିଟିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। କିଏ ନୂଆ କମିଟିରେ ରହିବ, କିଏ କଟିବ ତାକୁ ନେଇ ଅଙ୍କକଷା ଚାଲିଛି। ଅନ୍ୟପକ୍ଷରେ ସରକାର ଇତିମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ସୂର୍ଯ୍ୟମନ୍ଦିର, ପ୍ରଥମ ଦିନରେ ୫୩୦ ପର୍ଯ୍ୟଟକ

କୋଣାର୍କ : କରୋନା ସଂକ୍ରମଣର ଦ୍ବିତୀୟ ଲହରକୁ ଦୃଷ୍ଟିରେ ରଖି ଗତ ଏପ୍ରିଲ ୧୫ ତାରିଖଠାରୁ ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରକୁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିଲା। ଦୀର୍ଘ ସାଢ଼େ ତିନିମାସ ବନ୍ଦ ରହିବା ପରେ ସୋମବାର ସକାଳ ୬ଟାରେ ପର୍ଯ୍ୟଟକଙ୍କ ପରିଦର୍ଶନ ପାଇଁ…
ଅଧିକ ଖବର ଦେଖନ୍ତୁ...