ଅନୁସନ୍ଧାନ କରୁଥିବା ବର୍ଗ

ପୁରୀ

ରଥଖଳା ହାଲଚାଲ: ୪୨ରୁ ୪୧ ଚକ ନିର୍ମାଣ ଶେଷ

ପୁରୀ : ରଥଖଳାରେ ରଥ ନିର୍ମାଣ କାର୍ଯ୍ୟକୁ ୨୯ ଦିନ ପୂରିଥିବା ବେଳେ ଗୁରୁବାର ସୁଦ୍ଧା ତିନି ରଥର ୪୨ ଚକରୁ ୪୧ ଚକ ନିର୍ମାଣ ଶେଷ ହୋଇଛି। କେବଳ ଦେବଦଳନ ରଥର ୧୨ଟି ଚକରୁ ୧୧ଟି ଚକ ନିର୍ମାଣ ସରିଥିବା ବେଳେ ଶେଷ ଚକ ନିର୍ମାଣ ଜାରି ରହିଛି। ବାକି ନନ୍ଦିଘୋଷ ରଥର ୧୬ଟି ଓ ତାଳଧ୍ବଜ ରଥର ୧୪ଟି…
ଅଧିକ ଖବର ଦେଖନ୍ତୁ...

ପର୍ଯ୍ୟଟକଙ୍କୁ ପ୍ରାଣାନ୍ତକ ଆକ୍ରମଣ: ୨ ଗିରଫ

ପୁରୀ : ଗତ କାଲି ଏକ ପର୍ଯ୍ୟଟକ ପରିବାର ଦିଗବାରେଣୀ ଛକରେ ବସିଥିବା ବେଳେ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଠେଲାପେଲା କରି ରକ୍ତାକ୍ତ କରିଦେବା ଅଭିଯୋଗରେ ସମୁଦ୍ରକୂଳ ଥାନା ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତ କାଲି ରାତି ପ୍ରାୟ ସାଢ଼େ ୧୧ଟା…
ଅଧିକ ଖବର ଦେଖନ୍ତୁ...

ସପ୍ତମ ବେତନ ମୋଡାଲିଟିକୁ ୪୮୮,୬୬୨ କଲେଜ୍‌ କର୍ମଚାରୀ ସଂଘର ପ୍ରତ୍ୟାଖ୍ୟାନ

ପୁରୀ : ରାଜ୍ୟ ସରକାରଙ୍କ ସପ୍ତମ ବେତନ ମୋଡାଲିଟିକୁ ୪୮୮ ଓ ୬୬୨ କଲେଜ୍ ପୁରୀ ଜିଲ୍ଲା କର୍ମଚାରୀ ସଂଘ ପକ୍ଷରୁ ପ୍ରତ୍ୟାଖ୍ୟାନ କରାଯାଇଛି। ଏନେଇ ପୁରୀ ଜିଲ୍ଲାର ସମସ୍ତ ଡେମୋନଷ୍ଟ୍ରେଟର, ଲାଇବ୍ରେରିଆନ, ପିଇଟି, କିରାଣି, ଆଟେଣ୍ଡାଣ୍ଟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କୁ ନେଇ ପ୍ରଶାନ୍ତ…
ଅଧିକ ଖବର ଦେଖନ୍ତୁ...

ରେଳ ଷ୍ଟେସନରୁ ପ୍ରଚୁର ଗଞ୍ଜେଇ ଜବତ: ୩ ଅଟକ

ପୁରୀ : ଗୁରୁବାର ଆର୍‌ପିଏଫ୍ ପୁଲିସ ପୁରୀ ରେଳଷ୍ଟେସନରୁ ପ୍ରଚୁର ପରିମାଣର ଗଞ୍ଜେଇ ଜବତ କରିଛି। ଏହି ଗଞ୍ଜେଇ ଚୋରା ଚାଲାଣ କରୁଥିବା ସନ୍ଦେହରେ ପୁଲିସ ତିନି ଜଣଙ୍କୁ ଅଟକ ରଖିଛି। ଏ ସଂକ୍ରାନ୍ତରେ ଆର୍‌ପିଏଫ୍‌ ପୁଲିସ ଜିଆର୍‌ପି ଥାନାରେ ଏକ ଲିଖିତ ଅଭିଯୋଗ କରିବାରୁ ଜିଆର୍‌ପି ଥାନାରେ ଏ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ: ସିଂହଦ୍ବାର ଥାନାରେ ମାମଲା ରୁଜୁ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ମାମଲା ସୁପ୍ରିମ୍‌କୋର୍ଟରେ ପହଞ୍ଚି ଥିବା ବେଳେ ଆଜି ସ୍ଥାନୀୟ ଏସ୍‌ଡିଜେଏମ୍‌ କୋର୍ଟଙ୍କ ନିର୍ଦ୍ଦେଶରେ ସିଂହଦ୍ବାର ଥାନାରେ ଏକ ମାମଲା ରୁଜୁ ହୋଇଛି। ଏସ୍‌ଡିଜେଏମ୍‌ କୋର୍ଟଙ୍କ ନିର୍ଦ୍ଦେଶରେ ଏହି ମାମଲା ରୁଜୁ ହୋଇଥିବା ଜଣାଯାଇଛି।…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା: ରାୟ ସଂରକ୍ଷିତ ରଖିଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଓଡ଼ିଶା ସରକାର ଚଳାଇଥିବା ବେଆଇନ ଉତ୍‌ଖନନ ଏବଂ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଆଗତ ପିଟିସନ୍‌ଗୁଡ଼ିକର ଶୁଣାଣି କରି ଆଜି ସୁପ୍ରିମ୍‌ କୋର୍ଟ ନିଜର ରାୟ ସଂରକ୍ଷିତ ରଖିଛନ୍ତି। ଆସନ୍ତାକାଲି ଅଦାଲତ ଏହି ମାମଲାର ରାୟ ଶୁଣାଇବେ।…
ଅଧିକ ଖବର ଦେଖନ୍ତୁ...

ପୁରୀ: ରଥର ଦଣ୍ଡା ନିର୍ମାଣ ଆରମ୍ଭ

ପୁରୀ : ରଥଖଳାରେ ବୁଧବାର ଦିନ ରଥ ନିର୍ମାଣ କାର୍ଯ୍ୟ ୨୮ ଦିନରେ ପହଞ୍ଚିଛି। ବୁଧବାର ସୁଦ୍ଧା ତିନି ରଥର ୪୨ ଚକରୁ ୩୯ ଚକ ନିର୍ମାଣ ସରିଥିବା ବେଳେ ବାକି ତିନି ରଥର ତିନି ଚକ ପଇ ଅଭାବରୁ ନିର୍ମାଣ ହୋଇ ପାରିନଥିଲା। ବୁଧବାର ଦିନ ପଇ ପହଞ୍ଚିବା ପରେ ତିନି ଚକର ନିର୍ମାଣ କାର୍ଯ୍ୟ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ଧରାପଡ଼ିଲା ଟ୍ରେନ୍‌ରୁ ସୁନା ଚେନ୍‌ ଲୁଟିଥିବା ଲୁଟେରା

ପୁରୀ : ଚଳନ୍ତା ଟ୍ରେନ୍‌ରୁ ସୁନା ଚେନ୍‌ ଲୁଟ୍‌ ପରେ ଧରାପଡ଼ିଛି ‌ଲୁଟେରା। ଗତ ମାସ ୨୪ ତାରିଖରେ କଟକ ବକ୍ସିବଜାର ବାଲି ଭଗତ ‌ରୋଡ୍‌ସ୍ଥିତ ବେପାରୀସାହିର ବାବୁଲି ପ୍ରସାଦ ଭଗତଙ୍କ ପୁତ୍ର ଶୈଳେଶ ଭଗତ ଟ୍ରେନ୍‌ ଯୋଗେ କଟକରୁ ପୁରୀ ଆସୁଥିବା ବ‌େଳେ ଅଠରନଳା ଖଣ୍ଡିଆବନ୍ଧସାହିର ରାକେଶ…
ଅଧିକ ଖବର ଦେଖନ୍ତୁ...

ଜମି ଦେବା ନାଁ’ରେ ଠକେଇ! ଅର୍ଥନୈତିକ ଅପରାଧ ଶାଖାଙ୍କ ନିକଟରେ ଅଭିଯୋଗ

ପୁରୀ : ଜମି ଦେବା ନାଁ’ରେ ସିଟିକନ ଇଞ୍ଜିନିୟର୍ସ ବିଲ୍‌ଡର ସଂସ୍ଥା ଲୋକଙ୍କଠାରୁ‌ କୋଟିକୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏନେଇ ଠକାମୀର ଶିକାର ହୋଇଥିବା ପୁରୀର ବାସିନ୍ଦା ଦିଲୀପ ବଳ, ଅର୍ଚ୍ଚନା ମହାନ୍ତି, ଭବାନୀ ଶଙ୍କର ଜାଲି ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ)ଙ୍କ…
ଅଧିକ ଖବର ଦେଖନ୍ତୁ...

ବିଧାୟକ ଉମା ସାମନ୍ତରାୟଙ୍କ ଗାଡ଼ିକୁ କାଳିମାଡ଼

ପୁରୀ : ପୁରୀ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କ ଗାଡ଼ିକୁ କାଳି ମାଡ଼ କରାଯାଇଛି। ରଥଯାତ୍ରା ସମନ୍ବୟ ବୈଠକରେ ଯୋଗଦେବା ଲାଗି ଆଇନମନ୍ତ୍ରୀ ଆସୁଥିବାରୁ ତାଙ୍କୁ ବିରୋଧ ପାଇଁ ଛାତ୍ର କଂଗ୍ରେସ ପ୍ରସ୍ତୁତ ହେଉଥିଲେ। ପୂର୍ବରୁ ଖବର ପାଇ ପୁଲିସ ୧୦ ଜଣ…
ଅଧିକ ଖବର ଦେଖନ୍ତୁ...